Browsing Tag

khaprakhol news

ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ତିନି ବର୍ଷ ହେଲା ଏ ଅଫିସରୁ ସେ ଅଫିସ ଧାଉଁଛନ୍ତି ତେଜମନ୍ତି

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି । କିନ୍ତୁ ସେ ଯୋଜନା ସବୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ମଝିରେ ଦୂର୍ନିତୀ କର୍ମଚାରୀମାନେ କିଛି ପଇସା ପାଇଁ ଗରିବଙ୍କ ହକ୍ ଅନ୍ୟକୁ ବିକ୍ରି କରୁଛନ୍ତି । ଖପ୍ରାଖୋଲ ବ୍ଲକ କରୁଁଆଝର ପଞ୍ଚାୟତ
Read More...

ନୂତନ ସାପ୍ତାହିକ ବଜାର ବାଘଝରଣ ଠାରେ ଉଦଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକର ବାଘଝରଣ ଠାରେ ଏକ ନୂତନ ସାପ୍ତାହିକ ବଜାର ଉଦଘାଟିତ ହୋଇଯାଇଛି । ସର୍ବେ ପ୍ରଥମେ ଗାଁର ଦେବାଦେବୀଙ୍କୁ ପୂଜା କରି ଗାଁର ଗଉଁତିଆ ଶ୍ରୀଯୁକ୍ତ ଜୀବରଧନ ବରିହା ସାପ୍ତାହିକ ବଜାରର ଉନ୍ମୋଚନ କରିଥିଲେ । ତାପରେ ଗାଁର
Read More...

ଅର୍ଥ ସାଜିଛି ବାଧକ : ପାରାଲିସିସରେ ସୁନାଫୁଲ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ମସିଣା ଗାଁର ସୁନାଫୁଲ ବିଭାର ପାରାଲିସିସ୍ ରୋଗରେ ଖଟରେ ପଡି ରହିଛନ୍ତି । ପରିବାରର ୩ଜଣ ସଦସ୍ୟ ‌ସ୍ୱାମୀ, ସ୍ତ୍ରୀ ଓ ତା‌ଙ୍କର ପୁଅ ରହନ୍ତି । ପାରାଲିସିସ୍ ହେବାର ୨ମାସ ହେଲାଣି । ହେଲେ
Read More...

‌ସ୍ୱାମୀ ମୃତ୍ୟୁର କୋଡ଼ିଏ ବର୍ଷ ପରେ ମଧ୍ୟ ମିଳିନାହିଁ ବିଧବା ଭତ୍ତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗରିବ ଅସହାୟ ଲୋକଙ୍କୁ କିପରି ଉପହାସ କରାଯାଏ ତାହା ଯଦି ଦେଖିବାର ଅଛି ତାହେଲେ ଆସନ୍ତୁ ଯିବା ଖପ୍ରାଖୋଲ ବ୍ଲକ କରୁଁଆଝର୍ ପଞ୍ଚାୟତ ଅନ୍ତର୍ଗତ ମସିଣା ଗ୍ରାମକୁ । ଏଠାରେ ରୁହନ୍ତି ୫୫ ବର୍ଷିୟ ବୃଦ୍ଧା ଗୋମତୀ ବାଗ । କୋଡିଏ ବର୍ଷ ଆଗରୁ ତାଙ୍କ ସ୍ୱାମୀ
Read More...

ଲାଠୋର ଆଞ୍ଚଳିକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଆଞ୍ଚଳିକ ସ୍ତରୀୟ ବିଜ୍ଞାନମେଳା ଉନ୍ନୀତ ଉଚ୍ଚ ବିଦ୍ୟାଳୟ କରୁଁଆଝର ଠାରେ ଅନୁଷ୍ଠିତ ହୋଇଯାଇଅଛି । ସାଧନକେନ୍ଦ୍ର ସଂଯୋଜକ କୁଞ୍ଜବିହାରୀ ସରାଫ୍ ଓ ପ୍ରଧାନ ଶିକ୍ଷକ ଅଚ୍ୟୁତାନନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । କୁନି
Read More...

ସାବିତ୍ରୀ ବାଇଙ୍କ ସ୍ମରଣ ଦିବସ ପାଳନ

ଖପ୍ରାଖୋଲ, ( କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନ ଲାଠୋର ଗୋଷ୍ଠୀ କେନ୍ଦ୍ର ଠାରେ ମୂଳ ନିବାସୀ ମହିଳା ସଂଘର୍ଷ ସମିତି ଆନୁକୁଲ୍ୟରେ ତଥା ହେମବତି ସୁନାଙ୍କ ନେତୃତ୍ବରେ ରାଷ୍ଟ୍ରମାତା ଜ୍ଞାନ ଜ୍ୟୋତି ସାବିତ୍ରୀ ବାଇ ଫୁଲେଙ୍କ ସ୍ମରଣ ଦିବସ ପାଳନ ହୋଇ ଯାଇଛି ।
Read More...

ଗୋଲଡେନ ଇଗଲେ ୨୧ତମ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ ଉଦଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସହାଜପାଣି ପଞ୍ଚାୟତର ଫୁଲକିମୁଣ୍ଡା ହାଇସ୍କୁଲ ପଡିଆ ଠାରେ ୨୧ତମ କ୍ରିକେଟ ଟୁର୍ଣ୍ଣକ୍ଷମେଣ୍ଟ ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ କର୍ଲା କୁଟୁନା ଓ କୁରଲୁମାଲ ଦଳ ଫାଇନାଲ
Read More...

ଖପ୍ରାଖୋଲରେ ନୂତନ ପେଟ୍ରୋଲ ପମ୍ପ ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲୋକମାନଙ୍କ ହିତକୁ ଦୃଷ୍ଟିରେ ରଖି ଖପ୍ରାଖୋଲରେ ଏକ ନୂତନ ପେଟ୍ରୋଲ ପମ୍ପ ଉଦ୍‌ଘାଟିତ ହୋଇଯାଇଛି । ଲୋକେ କିପରି ସ୍ବଚ୍ଛ ପେଟ୍ରୋଲ, ଡିଜେଲ ସୁଲଭ ମୂଲ୍ୟରେ ପାଇ ପାରିବେ, ଏହା ହିଁ ଆମର ପ୍ରଥମ ଲକ୍ଷ୍ୟ ବୋଲି ଫିଲିଙ୍ଗ ଷ୍ଟେସନର ମାଲିକ ସୁନିଲ କୁମାର ପ୍ରଧାନ
Read More...

ନାନ୍ଦୁପଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ଷିକ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଅଲ ଓଡିଶା ଲେଡିସ ଅଙ୍ଗନୱାଡି ୱାର୍କସ ଆସୋସିଏସନର ନିଷ୍ପତ୍ତି କ୍ରମେ ରବିବାର ହେମବତି ସୁନାଙ୍କ ଅଧ୍ୟକ୍ଷତାରେ ସଂଘର ବାର୍ଷିକ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ ହୋଇ ଯାଇଛି ।
Read More...

ସୋନିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖପ୍ରାଖୋଲ, ( କ୍ରିଷ୍ଣା ସେଠୀ) : ଲାଠୋର ହାଇସ୍କୁଲ ଖେଳପଡିଆ ରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃ ରାଜ୍ୟ ସୋନିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚ୍‌ ଭିଲାଇ ଏବଂ ରାୟପୁର ମଧ୍ୟରେ ଖେଳା ଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି
Read More...