Browsing Tag

khaprakhol news

କାମ୍ ଥି ଜଏନ୍ ନାଇଁ କରବାର୍ ଡାକ୍ତର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର୍ ସରକାରୀ ଡାକ୍ତରଖାନା ଥି ଡାକ୍ତର୍ ଜଏନ୍ ନାଇଁ କରବାର୍ । ଡାକ୍ତର୍ ନିଯୁକ୍ତିର ଗୁଟେ ମାସ୍ ହେଇ ଯାଇଥିଲେ ବି ଡାକ୍ତର୍ ଜଏନ୍ ନାଇଁ କରବାର୍ ଯୁଗୁଁ ରୋଗୀ ମାନେ ବହୁତ୍ ଅସବିଧା ଥି ପଡୁଛନ୍ । ଲାଠୋର୍ ଥି କାମ୍
Read More...

ଫେସ୍‌ବୁକ ଖୋଜିଦେଲା ନିଖୋଜ ନାବାଳିକାକୁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗତ ୧୨/୦୩/୨୦୨୧ ଶୁକ୍ରବାର ଦିନ ଲଖନା କୋଳନି ଠାରେ ଶିବରାତ୍ରି ପୂଜା ଚାଲିଥିବା ବେଳେ ଏକ ଅଜଣା ନାବାଳିକା ସେହି ସ୍ଥାନରେ ବୁଲାବୁଲି କରୁଥିଲା । ବହୁତ୍ ସମୟ ପରେ ଲୋକେ ତାକୁ ପଚାରିଲେ କୋଉଠୁ ଆସିଛୁ, କିନ୍ତୁ ସେ କିଛି ବି କହିପାରୁନଥିଲା । କଲୋନୀର
Read More...

ପବିତ୍ର ହରିଶଙ୍କର ପୀଠରେ ମହାଶିବରାତ୍ରି ଜାଗର ମେଳା ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ମହାଶିବରାତ୍ରି ଜାଗର ମେଳା । ପବିତ୍ର ହରିଶଙ୍କର ପୀଠରେ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହେଉଛି । କୋଭିଡ୍ କଟକଣା ଯୋଗୁଁ ସକାଳ ୭ଟାରୁ ଲମ୍ବା ଲାଇନ ଏବଂ ନିୟମ କାନୁନ ଦେଇ ସମସ୍ତଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ସୁଯୋଗ ଦିଆଯାଇଥିଲା ।
Read More...

ବିପଦପୂର୍ଣ୍ଣ ଟ୍ରାନ୍‌ସ୍‌ଫର୍ମରକୁ ସ୍ଥାନାନ୍ତରିତ କରିବାକୁ ସାଧାରଣରେ ଦାବୀ

ଖପ୍ରାଖୋଲ, (କ୍ରି‌ଷ୍ଣା ସେଠୀ) : ଭରତବାହାଲ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗୋଟିଏ ଜାଗାରେ ଅଛି । ପାଟଣାଗଡ଼ ଉପଖଣ୍ଡ ବିଦ୍ୟୁତ୍ ସପ୍ଲାଏରୁ ସିଧାସଳଖ ୩୩ କେଭି ତାର ଆସି ପ୍ରାଥମିକ ବିଦ୍ୟାଳୟର ଛାତ ଉପରୁ ଯାଇଛି । ଏହି ସ୍କୁଲରେ ତାର ଯେଉଁ ବାଟ ଦେଇ
Read More...

୪ଦିନ ହେଲା ହୁହୁ ହୋଇ ସଂରକ୍ଷଣ ଜଙ୍ଗଲରେ ଜଲୁଛି ନିଆଁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜ ଅଧିନ ଟଙ୍କପାଣି ସେକ୍ସନ ସଂରକ୍ଷଣ ଜଙ୍ଗଲରେ ୪ଦିନ ହେବ ହୁହୁ ହୋଇ ଜଲୁଛି ନିଆଁ । ଏହି ନିଆଁ ଗତ କିଛି ଦିନ ହେବ ସାନଗୁର୍ଜିଭଟା, ମସିଣା ଜଙ୍ଗଲରେ ଜଲୁଥିଲା ହେଲେ ଧିରେ ଧିରେ ନିଆଁ ଚାନ୍ଦଲି ଜଙ୍ଗଲର ସବୁ ଆଡକୁ ମାଡି ଆସି
Read More...

ଆମର ସୁନ୍ଦର ବଲାଙ୍ଗିର ସଙ୍ଘଠନ ତରଫରୁ ରକ୍ତ ଦାନ ଶିବିର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକର ଲାଠୋର ଅଗ୍ରସେନ୍ ଭବନରେ ଠାରେ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଅନ୍ତର୍ଗତ ଆମର ସୁନ୍ଦର ବଲାଙ୍ଗିର ସଙ୍ଘଠନ ଏବଂ ସମାଜସେବୀ ସୁଶୀଲ ଅଗ୍ରୱାଲ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟ ଅତିଥି
Read More...

ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ପାଟଣାଗଡ଼, ଖପ୍ରାଖୋଲ, ବେଲପଡା ଅଞ୍ଚଳର ୩୫ ଦାଦନ ଶ୍ରମିକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ୍ କୁଖ୍ୟାତି ଅର୍ଜନ କରିଛି ସାରା ଭାରତରେ । ଏଠାକାର ଅସହାୟ, ଗରିବ ଶ୍ରେଣୀର ଲୋକମାନେ ସର୍ଦ୍ଦାର୍, ଦଲାଲ ମାନଙ୍କ ମିଠା କଥା ଏବଂ ପଇସା ଲୋଭରେ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦି' ପଇସା ଅଧିକ
Read More...

ଅସହାୟ ପରିବାରଙ୍କୁ କେବେ ମିଳିବ ଆବାସ ଘର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) :ସରକାର କେତେ ଯେ ଯୋଜନା କରୁଛନ୍ତି । କିନ୍ତୁ ସେ ଯୋଜନା ସବୁ ପହଞ୍ଚି ପାରୁନାହିଁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ । ଥିଲାବାଲା ଲୋକ ଅସାଧୁ କର୍ମଚାରୀମାନଙ୍କୁ ହାତଗୁଞ୍ଜା ଦେଇ ନିଜ କାର୍ୟ୍ୟ ସମ୍ପାଦନ କରୁଛନ୍ତି । କିନ୍ତୁ ଜଣେ ଗରିବ, ଅସହାୟ ଲୋକ ଯେତେ
Read More...

ପଞ୍ଚାୟତ କାନ୍ଥରେ ନାମ ଥାଇ ବି ଆବାସ ଘର ମିଳୁନି

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗରିବ ଅସହାୟ ଲୋକଙ୍କୁ କିପରି ଉପହାସ କରାଯାଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ଜଗବନ୍ଧୁ କେତକିଙ୍କ ନାମ ପଞ୍ଚାୟତ କାନ୍ଥରେ ଲେଖାଯାଇଛି ହେଲେ ଘର ମିଳୁନି ।
Read More...

୨ ବର୍ଷ ପରେ ବି ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନଓ୍ବାଡି କେନ୍ଦ୍ର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ନିର୍ମାଣ କରାଯାଉଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ୨ ବର୍ଷ ହେବ, ହେଲେ ସମ୍ପୂର୍ଣ୍ଣ ହୋଇପାରୁନି କି ସୂଚନା ଫଳକ ଲାଗାଯାଇନି । ବର୍ତ୍ତମାନ ଅଙ୍ଗନଓ୍ବାଡି ଗୃହ ନଥିବାରୁ ବହୁତ ଅସୁବିଧା ହେଉଛି ।
Read More...