ଜନବସତି ମଝିରେ ବିଦେଶୀ ମଦ ଦୋକାନ, ଲୋକ ହେଉଛନ୍ତି ହଇରାଣ
ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଲାଠୋର ଠାରେ ଜନବସତି ମଝିରେ ମୁଖ୍ୟ ରାସ୍ତାକୁ ଲାଗି ଦୁଇ ବର୍ଷ ହେବ ଗୋଟିଏ ବିଦେଶୀ ମଦ ଦୋକାନ ଖୋଲା ଯାଇଛି । ଜନବସତି ମଝିରେ ମଦ ଦୋକାନ ହୋଇଥିବାରୁ ମଦୁଆଙ୍କ ଉତ୍ପାତ ପାଇଁ ଆଖପାଖରେ ରହୁଥିବା ଲୋକେ ହନ୍ତସନ୍ତ ହେଉଥିବାର!-->…
Read More...
Read More...