ବିବାହର ପାଞ୍ଚ ମାସ ପରେ ନବବଧୂ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନିଜର ମାନସିକ ଭାରସାମ୍ୟ ହରାଇ ବାପଘରେ ଥିବା ସମୟରେ ଜଣେ ନବବଧୂ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏପରି ଆଭାବନୀୟ ଘଟଣା ଘଟିଛି ଖପ୍ରାଖୋଲ ଥାନା ପଡ଼ିଆବାହାଲ ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମରେ ସେହି ଗ୍ରାମର ମୁରଲୀ ଭୁଏଙ୍କ କନ୍ୟା!-->…
Read More...
Read More...