ବଲାଙ୍ଗିର ଜିଲ୍ଲା ପୁଲିସର ମିଶନ ଦାଦନ ‘ଉଦ୍ଧାର – ୩’ ସଚେତନତା ଶିବିର
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପୁଲିସ, ୟୁନିସେଫ ଏବଂ ଆଡ ଏଟ୍ ଆକ୍ସନର ମିଳିତ ଉଦ୍ୟମରେ ବେଆଇନ ଦାଦନ ଚାଲାଣ ଉପରେ ସଚେତନତା ଓ ସହାୟତା କାର୍ଯ୍ୟକ୍ରମ 'ଉଦ୍ଧାର - ୩' ଶନିବାର ଲାଠୋର ଥାନା ଅନ୍ତର୍ଗତ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଦାଦନ ପ୍ରବଣ ଖପ୍ରାଖୋଲ!-->…
Read More...
Read More...