ମନମୁଣ୍ଡା ପୋଲିସ ଦ୍ୱାରା ସରକାରୀ ବସ୍ରୁ ଗଞ୍ଜେଇ ଜବତ, ଚାଳକ ଅଟକ
କଣ୍ଟାମାଳ : କଣ୍ଟାମାଳ-ପୁରୀ ସରକାରୀ ବସ୍ରୁ ୨ ପେଟି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ସନ୍ଧ୍ୟା ୭ଟାରେ ମନମୁଣ୍ଡା ଗାନ୍ଧୀ ଛକଠାରେ କଣ୍ଟାମାଳ-ପୁରୀ ଅଭିମୁଖ ଯାଉଥିବା ସରକାରୀ ବସ୍କୁ ଅଟକାଇ ଯାଞ୍ଚ କରିଥିଲା ମନମୁଣ୍ଡା ପୋଲିସ । ଇଞ୍ଜିନରୁ!-->…
Read More...
Read More...