Browsing Tag

kantabanji news

ପାଣି ପାଇଁ ଡହକ ବିକଳ ଚାଉଲସୁଖା ଓ ଧୁମସୁ ଗ୍ରାମବାସୀ : ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କିର ପାଣି ସର୍ବ…

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ବ୍ଲକ ଚାଉଲସୁଖା ପଂଚାୟତ ସଦର ଗ୍ରାମରେ ଚଳିତ ଗ୍ରୀଷ୍ମ ଋତୁରେ ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି । ଗ୍ରାମରେ ପାଣିର ଅଭାବ ଯୋଗୁଁ ଗ୍ରାମର ବିଭିନ୍ନ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମବାସୀ ସରପଂଚଙ୍କ ଜରିଆରେ
Read More...

ଏବେ ବି ବଞ୍ଚିଛି ମାନବିକତା

କଂଟାବାଂଜି , (କୈଳାଶ ସଗ୍ରିଆ) : ବର୍ତ୍ତମାନ ସାରା ବିଶ୍ୱକୁ କରୋନାର ଦ୍ୱିତୀୟ ଲହରୀ ଗ୍ରାସ କରିଥିବା ବେଳେ ପରିସ୍ଥିତି ଅସମ୍ଭାଳ ହେଲାଣି । ଏହି ଭଳି ପରିସ୍ଥିତିରେ ରକ୍ତର ମଧ୍ୟ ମହା ସଙ୍କଟ ଦେଖାଦେଇଛି ।ଇତିମଧ୍ୟରେ ତୁରେକେଲା ଗ୍ରାମର ୧୪ବର୍ଷର ବାଳକ ସୁମିତ ପୁଟେଲ ସିକ୍‌ଲିଙ୍ଗ ରୋଗୀ
Read More...

ଶିକ୍ଷକଙ୍କୁ ରେଳ ଷ୍ଟେସନରେ କରୋନା ଡ୍ୟୁଟି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସରକାରଙ୍କ ନିର୍ଦ୍ଦେଶାନୁସାରେ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ନିଯୁକ୍ତି କରାଯାଇଛି । ବିଭିନ୍ନ ରାଜ୍ୟରୁ ରେଳ ଯୋଗେ ଫେରୁଥିବା ପ୍ରବାସୀ ମାନଙ୍କର
Read More...

ନିର୍ଝରିଣୀ ଆନୁକୂଲ୍ୟରେ କରୋନା ସଚେତନତା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଏକ କରୋନା ସଚେତନତା ସଭା ପଞ୍ଚବଟୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ କରୋନାର ଦ୍ବିତୀୟ ଲହରୀକୁ ନଜରରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସେନିଟାଇଜେସନ ସହିତ
Read More...

କେଭି ମହାବିଦ୍ୟାଳୟରେ ‘ଚଇତାଳି’ର ଧୁନ : ଜୀବନର ଖଣ୍ଡିତାଂଶର କଥା କହେ ଗଳ୍ପ

କଂଟାବାଞ୍ଜି, (ମନୀଷ କୁମାର ହଂସ) : କେଭି ମହାବିଦ୍ୟାଳୟରେ ସ୍ନାତକୋ‌ତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସାହିତ୍ୟ ଉତ୍ସବ ‘ଚଇତାଳି’ ସୋମବାର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏକ ଗଳ୍ପ ପଠନ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ଓଡିଆ ବିଭାଗର ଛାତ୍ରୀ ମୁକ୍ତି ପ୍ରଗତି ପାତ୍ର,
Read More...

ପୁରୁଖା କଂଗ୍ରେସ ନେତା ପ୍ରଭାମୟ ମିଶ୍ରଙ୍କ ବିୟୋଗ

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ସହରର ପୁରୁଖା ନେତା ତଥା ବିଶିଷ୍ଟ ସମାଜସେବୀ ପ୍ରଭାମୟ ମିଶ୍ରଙ୍କ ୯୬ ବର୍ଷ ବୟସରେ ଆଜି ତାଙ୍କ ନିଜସ୍ୱ ବାସଭବନରେ ବିୟୋଗ ଘଟିଛି । ସ୍ୱର୍ଗତ ମିଶ୍ର ପୂର୍ବତନ ମୂଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଶ୍ରୀମତୀ ନନ୍ଦୀନି ଶତପଥିଙ୍କ ଅତି
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ଥାନା ଅନ୍ତର୍ଗତ ବଡବାଙ୍କି ଗ୍ରାମ ମୁଣ୍ଡରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ମୃତ ହୋଇଛି ଓ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ କଂଟାବାଂଜି ଓ ତୁରେକେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତୁରେକେଲା
Read More...

ଜଙ୍ଗଲ ନିଆଁର କାରଣ ଓ ପ୍ରତିକାର ଉପରେ ସଚେତନତା ସଭା ଓ ଶୋଭାଯାତ୍ରା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସଂପ୍ରତି ପରିସ୍ଥିତିରେ ଜଙ୍ଗଲକୁ ନିଆଁ ଦାଉରୁ ଓ ବନ୍ୟପ୍ରାଣୀଙ୍କୁ ଅବାଧ ଶିକାରରୁ ରକ୍ଷା କରିବା ପାଇଁ କଣ୍ଟାବାଞ୍ଜି ବନାଞ୍ଚଳ କାର୍ୟ୍ୟାଳୟ ତରଫରୁ ଏକ ମୋଟର ସାଇକଲ ଶୋଭାଯାତ୍ରା ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସକାଳ ୭ ଘଣ୍ଟା ସମୟରେ ପରିବେଶ
Read More...

ସହୀଦ ଦିବସ ଅବସରରେ ମେଗା ରକ୍ତଦାନ ଶିବିର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସହୀଦ ଦିବସ ଅବସରରେ ନିଫା, ହରିୟାଣା ଦ୍ଵାରା ସାରା ଭାରତବର୍ଷରେ ଆୟୋଜିତ ମେଗା ରକ୍ତଦାନ ଶିବିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କଣ୍ଟାବାଞ୍ଜିସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର ଠାରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଓ ନିର୍ଝରିଣୀ, କଣ୍ଟାବାଞ୍ଜିର ମିଳିତ
Read More...

ଜଂଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ବନ ସୁରକ୍ଷା ସମିତି ଓ ବନ ବିଭାଗର ମିଳିତ ସଚେତନତା ରାଲି

କଂଟାବାଂଜି, (ଗୁରୁଦୟାଲ ହଂସ) : ଜଂଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ମଂଗଳବାର ଦିନ ବନ ସୁରକ୍ଷା ସମିତି ଢୋଲମାନ୍ଦଲ ଏବଂ ବନ ବିଭାଗ ଦ୍ୱାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି । ତୁରେକେଲା ବ୍ଲକର ଉପାନ୍ତ ମାଓପ୍ରବଣ ଅଂଚଳ ଢୋଲମାନ୍ଦଲ ପଂଚାୟତ ସଦର ଗାଁରେ ହୋଇଥିବା ରାଲିରେ
Read More...