Browsing Tag

kantabanji news

ଜିଲ୍ଲାପାଳଙ୍କ କଂଟାବାଂଜି ଗସ୍ତ : ଡାକ୍ତରଖାନାକୁ ଯାଇ ସ୍ଥିତି ପରଖିଲେ

କଂଟାବାଂଜି, (ମନୀଶ କୁମାର ହଂସ) : ଦିନକୁ ଦିନ ବଢ଼ି ଚାଲିଛି କୋଭିଡ଼ ସଂକ୍ରମଣ କଂଟାବାଂଜି ସହରରେ । ଏଭଳି ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଂଟାବାଂଜି ଗସ୍ତ କରି ସ୍ଥାନୀୟ ଡାକ୍ତରଖାନାରେ ପହଂଚିଥିବା ବେଳେ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଙ୍କ ସହ ବିଭିନ୍ନ ସମସ୍ୟା
Read More...

ସମାଜସେବୀଙ୍କ ଯୋଗୁଁ ମାଙ୍କଡର ଜୀବନ ବଞ୍ଚିଲା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଦିନକୁ ଦିନ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି, ଯାହା ଫଳରେ ଜୀବଜନ୍ତୁ ମାନେ ଗାଁ ମୁଁହା ହେଉଛନ୍ତି । କିଛିଦିନ ହେଲା ଗୋଟିଏ ଦଳ ମାଙ୍କଡ଼ ବ୍ରାହ୍ମଣୀ, ରଜାମରା ଓ ଜାମୁଟଝୁଲା ଗ୍ରାମକୁ ପଶି ଆସି ପନିପରିବା, ଆମ୍ବ ଆଦି ଗଛ ଗୁଡିକୁ ନଷ୍ଟ କରିବାରେ ଲାଗିଛନ୍ତି
Read More...

ରେଳ ଲାଇନରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନୀଶ କୁମାର ହଂସ) : ଟିଟିଲାଗଡ-ରାୟପୁର ପୂର୍ବତଟ ରେଳ ସେକ୍ସନ ଅଧୀନସ୍ଥ କଂଟାବାଂଜି ମୁରିବାହାଲ ମଧ୍ୟରେ ଥିବା କି.ମି. ଖମ୍ବ ନଂ.୧୭୧/୧୧-୧୨ଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ କଂଟାବାଂଜି ରେଲବାଇ ପୋଲିସ ଉଦ୍ଧାର କରିଛି । ମୃତ ଜଣକର ବୟସ ପ୍ରାୟ ୫୦ ବର୍ଷ ହୋଇଥିବା ବେଳେ
Read More...

ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁରୋଧ କ୍ରମେ ସାରା ବିଶ୍ୱରେ ଆଜି ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ ହେଉଛି । ବର୍ତ୍ତମାନ ସମୟରେ କରୋନାର ଦ୍ୱିତୀୟ ଲହର ତାର ପ୍ରାକୋପ ଜାରି ରଖିଥିବା ବେଳେ ଆଜିର ଦିବସଟି ବେଶ ମହତ୍ତ୍ୱପୂର୍ଣ୍ଣ ଅଟେ । ଜୁନିୟର ରେଡକ୍ରସ
Read More...

ଏବେ ବି ମାନବିକତା ବଞ୍ଚିଛି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିିଆ) : କରୋନାର ଦ୍ୱିତୀୟ ଲହରର ଦୟନୀୟ ଅବସ୍ଥାରେ ମଧ୍ୟ ମାନବିକତାର ପରିଚୟ ପ୍ରଦାନ କରିଛନ୍ତି କଣ୍ଟାବାଞ୍ଜିର ରକ୍ତଦାତା ଗଣ । କଣ୍ଟାବାଞ୍ଜି ଡାକ୍ତରଖାନାକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକଙ୍କ ପାଇଁ ରକ୍ତ ଦରକାର ପଡୁଛି । ରକ୍ତର
Read More...

ସମରସିଂ ଗାଁରେ ଉତ୍କଟ ଜଳାଭାବ : ଗୋଟିଏ ନଳକୂପ ଭରସାରେ ଗାଁବାସୀ, ପ୍ରଶାସନର ନିଘା ନାହିଁ

କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ କୁଇବାହାଲ ଗାଁର ସମରସିଂ ଗାଁ । ଗାଁରେ ୩ଟି ନଳକୂପ ରହିଛି । ଗାଁଟି ମୁଖ୍ୟତଃ କନ୍ଧ, ପଛୁଆ ବର୍ଗ(ଗଉଡ) ଏବଂ ହରିଜନ ସଂପ୍ରଦାୟର ପ୍ରାୟ ୩୦୦ଟି ପରିବାର ରହନ୍ତି । ଗାଁରେ ୨ଟି ୱାର୍ଡର ପାଖାପାଖି ୨୦୦୦ ଜନସଂଖ୍ୟା ପାଇଁ ୩ଟି ନଳକୂପ ରହିଛି,
Read More...

କରୋନା ନିୟମ ଉଲଂଘନ ନେଇ ଦୁଇ ମେଡିକାଲ ଷ୍ଟୋରକୁ ସିଲ୍‌ ସହ ଜୋରିମାନା ପକାଇଲା ପ୍ରଶାସନ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜିର ଦୁଇ ଔଷଧ ଦୋକାନକୁ ସୋମବାର ଦିନ ସ୍ଥାନୀୟ ପ୍ରଶାସନ କରୋନା ନିୟମ ଉଲଘଂନ ଯୋଗୁଁ ସିଲ୍‌ କରିବା ସହିତ ପାଂଚ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛି । ଅନୁସଂଧାନରୁ ଜଣାଯାଏ ଯେ, କଂଟାବାଂଜି ସହରରେ ଦିନକୁ ଦିନ କରୋନା ମହାମାରୀ ରୋଗର ସଂକ୍ରମଣ
Read More...

ରକ୍ତ ଦେଇ ଜୀବନ ବଞ୍ଚାଇଲେ ରକ୍ତଦାତା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହର ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ରକ୍ତର ଘୋର ଅଭାବ ଦେଖାଦେଇଛି । ପ୍ରତିଦିନ କଣ୍ଟାବାଞ୍ଜି ଡାକ୍ତରଖାନାରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରକ୍ତର ମଧ୍ୟ ଆବଶ୍ୟକତା ବଢ଼ିବାରେ ଲାଗିଛି । ଆଜି ପାଞ୍ଚ ଜଣ ରୋଗୀଙ୍କୁ
Read More...

ବିଜେଡି ଯୁବ ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାରଙ୍କ ମାତୃ ବିୟୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ବିଜେଡି ଯୁବ ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାରଙ୍କ ମା' ନୀଳକାନ୍ତି ବିଭାର(୬୫)ଙ୍କ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୫ ପୁଅ, ପୁତ୍ରବଧୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ଧର୍ମପରାୟଣ, ପରୋଉପକାରୀ ଭାବରେ ସେ ପରିଚିତ ଥିଲେ ।
Read More...

କରୋନା ସମୟରେ ମଧ୍ୟ ସ୍ୱଇଚ୍ଛାରେ ରକ୍ତଦାତାଙ୍କ ରକ୍ତଦାନ ଜାରି

କଂଟାବାଂଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ସାରା ବିଶ୍ୱରେ ରକ୍ତର ଘୋର ଅଭାବ ଦେଖା ଯାଉଥିବା ସମୟରେ ମଧ୍ୟ କିଛି ରକ୍ତଦାତା ସ୍ୱଇଚ୍ଛାରେ ରକ୍ତ ଦେଇ ମହାନତାର ପରିଚୟ ସୃଷ୍ଟି କରୁଛନ୍ତି । ବର୍ତ୍ତମାନ ଲୋକଙ୍କ ମନରେ କରୋନାକୁ ନେଇ କୋକୁଆ ଭୟ ଥିବା ବେଳେ କଣ୍ଟାବାଞ୍ଜିର ରକ୍ତଦାତା
Read More...