ବିଧାୟକ ପାଣ୍ଠିରୁ କଂଟାବାଂଜି ଡାକ୍ତରଖାନାକୁ ଆମ୍ବୁଲାନ୍ସ ଲୋକର୍ପିତ
କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଶନିବାର ଦିନ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ବିଧାୟକ ଉନ୍ନୟନ ପାଣ୍ଠି ୨୦୨୧-୨୨ ଅନୁଦାନରୁ ବିଧାୟକ ସାଲୁଜା ୨୨ଲକ୍ଷ ଟଙ୍କା ବ୍ୟୟରେ ଏକ ଆମ୍ବୁଲାନ୍ସ!-->…
Read More...
Read More...