Browsing Tag

kantabanji news

ଆହ୍ଲାବାଦ ବ୍ୟାଙ୍କ ନିକଟରେ ଦୁର୍ଘଟଣା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନବ ବର୍ଷର ଦ୍ବିତୀୟ ଦିନ ସନ୍ଧ୍ୟା ସମୟରେ ଚଟୁଅନକାସ୍ଥିତ ଆହ୍ଲାବାଦ ବ୍ୟାଙ୍କ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦୁଇଟି ବାଇକ ମୁହାଁମୁହିଁ ହେବା ଫଳରେ ଚଟୁଅନକା ଗ୍ରାମର ଯୁଗୀ ପୁଟେଲ ଆହତ ହୋଇଥିଲେ । ଘଟଣା ସ୍ଥଳରେ
Read More...

ନବବର୍ଷରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କଲେ ରକ୍ଷକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନବବର୍ଷକୁ ସ୍ୱାଗତ କରିବାରେ ଜନସାଧାରଣ ମସ୍‌ଗୁଲ୍‌ ଥିବା ବେଳେ ତୁରେକେଲା ଠାରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ତୁରେକେଲା ଶେଷ ମୁଣ୍ଡରେ ଥିବା ତାରିଣୀ ମନ୍ଦିର ମୋଡରେ ଦୁଇଟି ମୋଟର ସାଇକଲ ମୁହାଁମୁହିଁ ହେବା ଫଳରେ
Read More...

ମା’ ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଂଟର ଉଦ୍‌ଯାପିତ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଦ ଗ୍ରାମରେ ଗତ ୨୦/୧୨/୨୦୨୧ରୁ ଆରମ୍ଭ ହୋଇଥିବା ମା' ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଂଟର ଉଦ୍‌ଯାପନି ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗତ ୭ବର୍ଷ ଧରି ଏହି ଫୁଟବଲ ଟୁର୍ଣ୍ଣାମେଂଟ ନେହେରୁ ଯୁବକ ସଂଘ
Read More...

କଂଟାବାଂଜି ପୋଲିସ ସବ୍‌ଡିଭିଜନ ଅଧିନରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ସ୍ୱାଗତ…

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି ପୋଲିସ ସବ୍‌ଡିଭିଜନ ଅଧିନସ୍ଥ କଂଟାବାଂଜି, ମୁରିବାହାଲ, ବଙ୍ଗୋମୁଣ୍ଡା ଓ ତୁରେକେଲା ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରୀ, ସବ୍‌ ଇନ୍ସପେକ୍ଟର, ଏଏସ୍‌ଆଇ ଅଧିକାରୀମାନଙ୍କୁ ଶନିବାର ରାତିରେ କଂଟାବାଂଜି ଥାନା ପରିସରରେ ସ୍ୱାଗତ
Read More...

ଅବକାରୀ ବିଭାଗର ପେଟ୍ରୋଲିଂ ବେଳେ ଜଣେ ଗିରଫ : ୨୦୦ ପାଉଚ ଜବତ ସହ ଜଣକୁ କୋର୍ଟ ଚାଲାଣ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ଥାନା ଦ୍ୱାରା ଗତକାଲି ଦିନ ପେଟ୍ରୋଲିଂ ବେଳେ କଂଟାବାଂଜି ଥାନା ରଜାମରା ଗ୍ରାମ ନିକଟରେ ଜଣେ ବ୍ୟକ୍ତିକୁ ଅବକାରୀ ବିଭାଗ ଗିରଫ କରିଥିବା ସୂଚନା ମିଳିଛି । ସୂଚଦା ଅନୁସାରେ ଚଢଉ ବେଳେ ଅଭିଯୁକ୍ତ ପାଣ୍ଡବ ରଣା
Read More...

ମାଓ ଅଂଚଳରେ ବଲାଙ୍ଗିର ପୋଲିସର ଜନ ସଂପର୍କ ଶିବିର : ପୋଲିସ ଜନତା ମଧ୍ୟରେ ବନ୍ଧୁତା କିକ୍ରେଟ ମ୍ୟାଚ

ପୋଲିସ ଦ୍ୱାରା ବୃଦ୍ଧାବୃଦ୍ଧଙ୍କୁ ଶୀତବସ୍ତ୍ର, ଛତା, ମଶାରୀ, ସ୍କୁଲ ଛାତ୍ରୀଛାତ୍ରଙ୍କ ପାଠ୍ୟ ଉପକରଣ ବଂଟନ କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧୀନସ୍ଥ ମାଓ ପ୍ରଭାବିତ ମହଖଣ୍ଡ ପଂଚାୟତ ସଦର ଗ୍ରାମରେ ବଲାଙ୍ଗିର ପୋଲିସ ଦ୍ୱାରା ଜନ ସଂପର୍କ ଶିବିର
Read More...

ବିଜେଡିର ପଂଚାୟତ ନିର୍ବାଚନ ବିଗୁଲ : ତୁରେକେଲା ବ୍ଲକ ଜୋନ ୧୦ରୁ ହେଲା ପ୍ରଚାର

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଜୋନ ନଂ. ୧୦ର ଲର୍କି ଗ୍ରାମରୁ କଂଟାବାଂଜି ବିଜେଡିର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନୀର ବିଗୁଲ ବୁଧବାରଠାରୁ ଆରମ୍ଭ ହୋଇଛି । ଏହି ନିର୍ବାଚନୀ ପ୍ରଚାରରେ କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀର ତୁରେକେଲା ବ୍ଲକ
Read More...

ଯାଦବ ଭବନ ନିର୍ମାଣ ନେଇ ଯାଦବ ସମାଜର ଭୂମି ପୂଜନ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : କଂଟାବାଂଜି ଯାଦବ ମହାସଭା ଦ୍ୱାରା ରବିବାର ଦିନ ଯାଦବ ସମାଜର ନୂତନ ଯାଦବ ଭବନ ନିର୍ମାଣ ନେଇ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କେ.ଭି. ଡିଗ୍ରୀ କଲେଜ ନିକଟରେ ନିର୍ମାଣ ହେବାକୁ ଥିବା ଜମିରେ ଏହା କରାଯାଇଛି । କଂଟାବାଂଜି ଯାଦବ ସମାଜ ଭବନ
Read More...

ଅଚିହ୍ନା ଶବକୁ ସମ୍ମାନର ସହ ଦାହ କଲା କଂଟାବାଂଜି ପୋଲିସ : ‘ଯାହାର କେହି ନାହିିଁ, ତାହାର ପୋଲିସ ଅଛି’…

କଂଟାବାଂଜି, (କେପିଏନ୍‌ଏସ୍‌) : ଅଚିହ୍ନା ଶବକୁ ସମ୍ମାନ ଦେଇ ଦାହ କରିଛି କଂଟାବାଂଜି ପୋଲିସ । 'ଯାହାର କେହି ନାହିିଁ, ତା' ପାଇଁ ପୋଲସ ଅଛି' ନାରା ଦେଇ ଏସ୍‌ଡ଼ିପିଓ ଡଃ. ହୃଷିକେଶ ମେହେର ତଥା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସହରବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ସୂଚନା
Read More...

କଂଟାବାଂଜି ସିଭିଲ କୋର୍ଟ ପରିସରରେ ହାଇକୋର୍ଟ ଜଷ୍ଟିସଙ୍କ ଦ୍ୱାରା ବାପୁଜୀଙ୍କ ପ୍ରତିମୁର୍ତି ଉନ୍ମୋଚିତ

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି ସିଭିଲ କୋର୍ଟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଶୁକ୍ରବାର ଦିନ ଓଡିଶା ହାଇକୋର୍ଟ ଜଷ୍ଟିସଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଜଷ୍ଟିସ ବିଶ୍ୱନାଥ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାପୁଜୀଙ୍କ ପ୍ରତିମୂର୍ତିକୁ
Read More...