Browsing Tag

kantabanji news

ବେଆଇନ ମଦ ଜବତ ସହ ଜଣେ ଗିରଫ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ମଦ ବ୍ୟବସାୟୀ ବଣ୍ଟି ନାଗ(୩୫) ଠାରୁ ମଦ ଜବତ କରିବା ସହ ତାକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଇଚ୍ଛାପଡା ଗାାଁ ବଣ୍ଟି ନାଗ ଏକ ବାଇକ ଯୋଗେ ବେଆଇନ ଭାବେ ମଦ ନେଇ ନିଜ ଗାଁକୁ
Read More...

ସାମ୍ବାଦିକତାରେ ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଶୋକସଭା

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ସାମ୍ବାଦିକ ସଂଘ କଂଟାବାଂଜି ଦ୍ୱାରା ଆଜି ସଂଧ୍ୟାରେ ସ୍ଥାନୀୟ ପିଡବ୍ଲୁଡି ଡାକବଙ୍ଗଳାରେ ବରିଷ୍ଠ ବୈଜ୍ୟେଷ୍ଠ ଖବରଦାତା ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେହେରା ଜଣେ ଜିଲ୍ଲାର ବରିଷ୍ଠ ବୈଜ୍ୟେଷ୍ଠ ଏବଂ
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ଅବଦାନ ଅତୁଳନୀୟ : ବିଧାୟକ ସନ୍ତୋଷ ସିଂ ସାଲୁଜା

କଂଟାବାଂଜି, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ତାଙ୍କ ସ୍ନେହ, ଆଦର ଓ କର୍ତ୍ତବ୍ୟନିଷ୍ଠା ଗୁଣ ପାଇଁ ସେ ଯୁଗ ଯୁଗ ଧରି ଅମର ରହିବେ ବୋଲି କହି ସେ ଅମର ଆତ୍ମାର ସଦ୍‌ଗତି କାମନା
Read More...

ସମ୍ବିଧାନ ଦିବସରେ ଆରମ୍ଭ ହେଲା ବିର୍ଷାମୁଣ୍ଡା ଆଦିବାସୀ ଯୁବକ ସଂଘ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ । ଆଜିର ଦିନରେ କଣ୍ଟାବାଞ୍ଜି ସହ ତଥା ଆଖ ପାଖ ଅଞ୍ଚଳର ଆଦିବାସୀ ଯୁବକମାନଙ୍କୁ ନେଇ ବିର୍ଷାମୁଣ୍ଡା ଆଦିବାସୀ ଯୁବକ ସଂଘ ଗଠନ ହୋଇଛି । ଅଞ୍ଚଳର ଆଦିବାସୀ, ଦଳିତ, ଗରିବ ଖଟିଖିଆମାନଙ୍କ ହକ୍‌ ଅଧିକାର ପାଇଁ ଏହି ସଂଘ
Read More...

ବ୍ଳକସ୍ତରୀୟ ଦିବ୍ୟାଙ୍ଗମାନଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ଓ ସର୍ବଶିକ୍ଷା ଅଭିଯାନ ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ଵାରା ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ
Read More...

୭୫ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ପାର୍କ ନିର୍ମାଣ ନେଇ ଉପଜିଲ୍ଲାପାଳଙ୍କ ଜମି ଚିହ୍ନଟ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଏନ୍‌ଏସି ଏବଂ ମ୍ୟୁନିସିପାଲିଟିରେ ୭୫ ଲକ୍ଷ ଟଙ୍କାରେ ହେବାକୁ ଥିବା ସ୍ମାର୍ଟ ପାର୍କ ନିର୍ମାଣ ନେଇ କଂଟାବାଂଜି ଏନ୍‌ଏସିରେ ମଧ୍ୟ ଶୁକ୍ରବାର ଦିନ ଜମି ଚିହ୍ନଟ ହୋଇଛି । ଦୀର୍ଘ ବର୍ଷ ଧରି ତହସିଲ ଅଫିସ ପଛପଟେ ଥିବା
Read More...

ବିଧାୟାକଙ୍କ ଦ୍ୱାରା ୨ଟି ଓଏସ୍‌ଡି ପାର୍କ ସହ ସ୍ମାର୍ଟ ଟୈଲେଟ ଉଦ୍‌ଘାଟିତ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ୨ଟି ଓପନ ସ୍ପେସ ଡେଭଲ୍ପମେଂଟ ଚିଲଡ୍ରେନ ପାର୍କ ଏବଂ ଏକ ସ୍ମାର୍ଟ ଟୈଲେଟ ଗୁରୁବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ଏନ୍‌ଏସି ଦ୍ୱାରା ପଂଚଦଶ ସ୍ୱତନ୍ତ୍ର ଆର୍ଥିକ ଅନୁଦାନରେ ପୃଥକ ପୃଥକ
Read More...

ମା’ ବସ୍ତ୍ରେନ ଜିଲ୍ଲାସ୍ତରୀୟ ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣମେଂଟ : ଫାଇନଲରେ ବିଛୁବାହାଲି ଓ କଂଟାବାଂଜି

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ତୁରେକେଲା ବ୍ଲକ ହିଆଁଲ ପଂଚାୟତ ସଦର ଗ୍ରାମରେ ଚାଲିଥିବା ମା’ ବସ୍ତ୍ରେନ ଜିଲ୍ଲା ସ୍ତରୀୟ ନକ୍‌ ଆଉଟ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଂଟର ଆଜି ପ୍ରଥମ ଫାଇନାଲ ମ୍ୟାଚ ବିଛୁବାହାଲି ଓ ଧୁମସୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବିଛୁବାହାଲି
Read More...

ଜାତୀୟ ପ୍ରେସ ଦିବସ ପାଳିତ

କଂଟାବାଂଜ, (ଅର୍ଜୁନ କୁମାର ହଂସ) : ସାମ୍ବାଦିକ ସଂଘ କଂଟାବାଂଜି ଦ୍ୱାରା ଜାତୀୟ ପ୍ରେସ ଦିବସ ମଂଗଲବାର ଦିନ ସ୍ଥାନୀୟ ଡାକ ବଂଗଳାରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ସାମ୍ବାଦିକମାନଙ୍କ ସାମ୍ବାଦିକତାର ଭୂମିକା ଉପରେ
Read More...

ଫଳ ଓ ପନିପରିବା ଚାଷର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ପଂଚାୟତ ଅର୍ନ୍ତଗତ ରଜମରା ଗ୍ରାମରେ ଦୁଇ ଦୁନିଆ ଫଳ ଓ ପନିପରିବା ଚାଷ ପ୍ରଶିକ୍ଷଣ ଶିବିର ଗୁରୁବାର ଦିନ ଉଦ୍‌ଯାପିତ ହୋଇଛି । ଧାମନଡଙ୍ଗା ପଂଚାୟତର ଜୟ ମା ପାଟଖଣ୍ଡା ଉତ୍ପାଦକ ଗୋଷ୍ଠୀର ସଭ୍ୟାମାନଙ୍କୁ
Read More...