Browsing Tag

kantabanji news

ବିଜେଡ଼ିରେ ମିଶ୍ରଣ ପର୍ବ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକର ୧୫ ଜଣ ଯୁବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଳଧର ବାଗ ଯାଦବଙ୍କ ନେତୃତ୍ୱରେ ଘନଶ୍ୟାମ ନାଗ, ଟେମ୍ପୁ ନାଗ, ଦୁଃଖନାସନ ନାଗ, ମୋନୋଜ ବାଗ, କ୍ଷୀରମନ ପୋଡ଼, ପରମେଶ୍ୱର
Read More...

କଣ୍ଟାବାଞ୍ଜି ମାନସ ଭବନରେ ବିଦ୍ୟାଳୟସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆୟୋଜିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ମାନସ ଭବନଠାରେ ମଙ୍ଗଳବାର ବିଦ୍ୟାଳୟସ୍ତରୀୟ ଚେସ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଚେସ ଫାଉଣ୍ଡେସନ କଣ୍ଟାବାଞ୍ଜି ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ କଣ୍ଟାବାଞ୍ଜି ତଥା ବାହାର ସହରରୁ ଆସି ଖେଳାଳିମାନେ ଯୋଗ ଦେଇଥିଲେ । ବିଘ୍ନେସ୍ୱର
Read More...

ମହିଳା ମହାବିଦ୍ୟାଳୟରେ ଅଙ୍ଗଦାନ ମହତ ଦାନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ମାରୱାଡ଼ି ମହିଳା ସମିତି ଓ ମୋ କଲେଜ ଅଭିଯାନ ତରଫରୁ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଙ୍ଗଦାନ ମହତ ଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତଙ୍କ ସଭାପତିତ୍ୱରେ
Read More...

ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ କଣ୍ଟାବାଞ୍ଜି ଦ୍ଵାରା ବିଶ୍ଵ ଆଦିବାସୀ ଦିବସ ପାଳନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି ସ୍ଥାନୀୟ ପ୍ରେସ କ୍ଲବ ଅଫିସ ପରିସରରେ ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ କଣ୍ଟାବାଞ୍ଜି ଦ୍ଵାରା ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । 'ବିଶ୍ଵ ଆଦିବାସୀ ଦିବସ କ'ଣ ପାଇଁ ପାଳନ କରାଯାଏ ଏବଂ ଆଜିର ଯୁଗରେ ଆଦିବାସୀମାନଙ୍କ ଉପରେ ହେଉଥିବା
Read More...

ଦିବ୍ୟାଙ୍ଗ ଛାତ୍ରୀ କଳ୍ପନା ଦଶମ ପରୀକ୍ଷାରେ ବ୍ଲକ ଟପର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଫଳାଫଳ ଘୋଷଣା ହୋଇଯାଇଛି । ତୁରେକେଲା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୨ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମେଟ୍ରିକ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ କୁଇବାହାଲ
Read More...

କୋସଲି ଭାଷା ସଂଗ୍ରାମୀମାନଙ୍କ ଦିଲ୍ଲୀ ଗସ୍ତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବୀରେ କଣ୍ଟାବାଞ୍ଜି ଅଞ୍ଚଳର ଯୁବ କୋସଲି ଭାଷା ସଂଗ୍ରାମୀମାନେ ଆଜି ରେଳ ଯୋଗେ ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ସକାଳେ ନିର୍ଝରିଣୀର ସଂପାଦକ ତଥା ସଂଗଠକ ବିରଂଚି ନାରାୟଣ ଦାଶ ରେଳଷ୍ଟେସନକୁ
Read More...

ଅସହାୟଙ୍କ ନିକଟରେ ପ୍ରଶାସନ ପହଁଚି ସହଯୋଗର ହାତ ବଢାଇଲା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଡବାଙ୍କି ପଂଚାୟତ ସାଲେମୁଡୁଗା ଗାଁର ଜଣେ ଅସହାୟ ମହିଳାଙ୍କ ନାବାଳକ ପୁଅର ମୃତ୍ୟୁ ଗୁରୁବାର ରାତିରେ ହୋଇଥିଲା । ମୃତଜ ଜଣକ ହେଲେ ଭଗବାନ ହଂସ (୮) ପିତା -ସ୍ୱର୍ଗତ ବଳଭଦ୍ର ହଂସ । ମୃତକଙ୍କ ମାଅ ଟିକେମଣି
Read More...

ଶ୍ୱଶୁର ଘରୁ ଜ୍ୱାଇଁ ଫେରୁଥିବା ବେଳେ ବାଟରେ ବାଇକ ଦୁର୍ଘଟଣାରେ ମୃତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଥାନା ଘନାମହୁଲ ଗାଁର ତୁଲସି ମାଝି (୩୯) ନିଜ ଶ୍ୱଶୁର ଘର ତୁରେକେଲା ଥାନା ମହୁଲପାଟି ପଂଚାୟତ କନ୍ଦାଗାଡକୁ ଯାଇ ଫେରୁଥିବା ବେଳେ ବୁଢିବାହାଲ ଛକ ନିକଟରେ ମୋଟର ସାଇକଲ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ତୁରେକେଲା ପୋଲିସ ସୂତ୍ରରୁ ଜଣାପଡିଛି ।
Read More...

କଣ୍ଟାବାଞ୍ଜିରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ୧୪ ନଂ ୱାର୍ଡର ପରିଚୟ ଗୃହଠାରେ ମଙ୍ଗଳବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଦିବସରେ ସହରର ୩ଟି ସ୍ଲମ୍‌
Read More...

ଜମି କିଣାବିକାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

୧୪୪(୨) ଧାରା ଲାଗୁ, ଉଭୟେ ଗୋଷ୍ଠୀ ଥାନାର ଦ୍ୱାରସ୍ତ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ ତୁରେକେଲା ଥାନା ଅଧିନସ୍ଥ ରାମୋଡ ଗାଁର ଜମି କିଣାବିକାକୁ ନେଇ ଗତ ୪/୫ ବର୍ଷ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଚାଷବାସ ସମୟ ଆସିଲେ ଗଣ୍ଡଗୋଳ ଲାଗି ରହୁଥିବାରୁ
Read More...