୫ ଦାଦନ ଶ୍ରମିକ ଉଦ୍ଧାର
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକଙ୍କୁ ବୁଧବାର କଣ୍ଟାବାଞ୍ଜି ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ଏମାନେ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଏକ ବଲେରୋ ଯୋଗେ ଯାଉଥିଲେ । ସୂଚନା ପାଇ ପୁଲିସ ଅଧିକାରୀ ବାମଦେବ ଶଙ୍ଖୁଆଳ କୁକୁଡାହାଡ ଛକରୁ!-->…
Read More...
Read More...