କଂଟାବାଂଜିକୁ ଜିଲ୍ଲା ଦାବିରେ ୧୨ଘଂଟିଆ ବନ୍ଦ ସଫଳ
କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିବା ନେଇ ଜିଲ୍ଲା ସଂଘର୍ଷ ସମିତି ଦାବି ଦୀର୍ଘ ବର୍ଷରୁ ଦାବି କରିଆସୁଛି । ମଙ୍ଗଳବାର ଦିନ ୧୨ଘଂଟିଆ କଂଟାବାଂଜି ବନ୍ଦ ଡାକରା ସଫଳ ହୋଇଛି । ଜିଲ୍ଲା ସଂଘର୍ଷ ସମିତିର ସଭ୍ୟମାନେ ଏବଂ ସାମାଜିକ କର୍ମୀମାନେ ସକାଳ!-->…
Read More...
Read More...