Browsing Tag

kantabanji news

ତୁରେକେଲା ବ୍ଲକ ଖୁଟୁଲୁମୁଣ୍ଡାରେ ଜଣେ କରୋନା ପୋଜିଟିଭ ଚିହ୍ନଟ : ୪୮ଘଂଟା ପାଇଁ ସଟ ଡାଉନ କଲେ ହିଆଁଲ ସରପଂଚ

ତୁରେକେଲା, (କୈଲାଶ ସଗରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଖୁଟୁଲୁମୁଣ୍ଡା ଗାଁରେ ଜଣେ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ବ୍ୟକ୍ତି ଜଣକ ନିଜର ପରିବାରର ରୋଜଗାର ପାଇଁ ଛତିଶଗଡର ରାୟପୁରରୁ ଗତ ୧୬/୮/୨୦୨୦ରିଖ ଦିନ ଗାଁକୁ ଫେରିଥିଲା । ଗାଁକୁ
Read More...

ମୋ ବାପାଙ୍କ ପ୍ରତି ଅନ୍ୟାୟ କରିଛି ପ୍ରଶାସନ : ଦିବ୍ୟାଙ୍ଗ ଝିଅ ରୂପାଲି

କଂଟାବାଂଜି ଝାଙ୍କରପଡାସ୍ଥିତ ପିଡବ୍ଲୁଡି ରାସ୍ତା ଜବର ଦଖଲ ଉଛେଦ ମାମଲା : ଖବରଦାତା ସମ୍ମିଳନୀରେ ଅସନ୍ତୋଷ ବ୍ୟକ୍ତକଂଟାବାଂଜି, (ଗୁରୁଦୟାଲ ହଂସ) : ଗତ ତା୧୪/୮/୨୦୨୦ ଦିନ କଂଟାବାଂଜି ଝାଙ୍କରପଡାଠାରେ ପିଡବ୍ଲୁଡି ରୋଡ ଉପରେ ୬ଟି ଦୋକାନ ଗୃହ ନିର୍ମାଣ ହୋଇଥିବା ଜବର ଦଖଲକୁ ଟିଟିଲାଗଡ
Read More...

କରୋନା ସଂକ୍ରମଣ ଯୋଗୁଁ ବିନା ଶିକ୍ଷାନୁଷ୍ଠାନର ସାମିଲରେ ଫିକା ପଡିଲା ପ୍ୟାରେଡ଼ ଗ୍ରାଉଣ୍ଡ : ଏନ୍‌ଏସି ସ୍ତରୀୟ କରୋନା…

କଂଟାବାଂଜି ଏନ୍‌ଏସି ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତକଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନ୍‌ଏସି ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳିତ ହୋଇଯାଇଛି । ଚଳିତ ବର୍ଷ କରୋନା ସଂକ୍ରମଣର ବ୍ୟାପକ ବୃଦ୍ଧି
Read More...

କଂଟାବାଂଜି ଝାଙ୍କରପଡା ସ୍ଥିତ ପିଡବ୍ଲୁଡି ରାସ୍ତା ପାଖ ଜବର ଦଖଲ ଉଛେଦ : ୬ଟି ଦୋକାନ ଗୃହକୁ ଭାଙ୍ଗିଲା ପ୍ରଶାସନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରାଂଚଳର ଝାଙ୍କରପଡା ପିଡବ୍ଲୁଡି ରାସ୍ତାକୁ ଦୀର୍ଘ ବର୍ଷ ହେଲା ଦୋକାନ ଘର କରି ଜବର ଦଖଲ କରାଯାଇଥିବା ବେଳେ ଆଜି ଅପରାହ୍ନରେ ପ୍ରଶାସନଦ୍ୱାରା ଉଛେଦ କରାଯାଇଛି । ଝାଙ୍କରପଡା ନିକଟସ୍ଥ ଗ୍ରାମ୍ୟ ଜଳ ଯୋଗାଣ ଅଫିସ ନିକଟରେ ପିଡବ୍ଲୁଡି ରାସ୍ତା
Read More...

ପଶ୍ଚିମ ଓଡିଶାର ଗଣପର୍ବ ପାଳନ ସମୟରେ ଲକ୍ ଡାଉନ, ସଟ ଡାଉନ କୋହଳ କରିବା ପାଇଁ ଦାବୀପତ୍ର

କଂଟାବାଂଜି(ଗୁରୁଦୟାଲ ହଂସ) -ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପ୍ରତିବର୍ଷ ଧୁମଧାମରେ ପାଳିତ ହୁଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଭଳି ରୋଗ ସାରା ବିଶ୍ୱରେ ବ୍ୟାପିଛି । ଏହି ପରିପ୍ରେକ୍ଷିରେ ଭାରତ ସହ ଓଡିଶା ମଧ୍ୟ ବାଦ୍ ପଡିନାହିଁ । ଏପରିକି ପଶ୍ଚିମ ଓଡିଶାରେ କରୋନା ରୋଗ
Read More...

କଂଟାବାଂଜିର ୱାର୍ଡ ନଂ.୧୦, ୧୧, ୨ ଓ ୫ରୁ କଣ୍ଟେନମେଣ୍ଟ ହଟିଲା

କଂଟାବାଂଜି, (ଗୁରୁଦୟାଲ ହଂସ) : କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କଂଟାବାଂଜିର ୱାର୍ଡ ନଂ.୧୦, ୧୧, ୨ ଓ ୫ରୁ କଣ୍ଟେନମେଣ୍ଟ ଓ ବଫର୍ ଜୋନକୁ ହଟାଇବାକୁ ନିର୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ । ଏହା ଆଜି ରାତି ୧୨ଟା ପରଠାରୁ ଏହି ନିର୍ଦେଶ ଲାଗୁ ହେବ ବୋଲି
Read More...