Browsing Tag

kandhamal news

କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ କ୍ୟାଣ୍ଡଲ ଶୋଭାଯାତ୍ରା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଅଘୋଷିତ ବିଦ୍ୟୁତକାଟ, ବିଦ୍ୟୁତ ଶୁଳ୍କ ବୄଦ୍ଧି ଓ ଲୋ ଭୋଲ୍‌ଟେଜର ପ୍ରତିବାଦ କରି ଫୁଲବାଣୀ ସହରର ମାଦିକୁନ୍ଦାଛକ ଠାରୁ ଇଲେକ୍ଟ୍ରି ଅପିସ୍‌ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ
Read More...

କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗକୁ ନେଇ ଓଡିଶାରୁ ରାଜ୍ୟସଭା ସାଂସଦ ରେଳ ମନ୍ତ୍ରୀ ହେବା ପରେ ଆଶା ଉଜ୍ୱଳ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ବି କନ୍ଧମାଳ ଜିଲ୍ଲା ଏକ ରେଳବିହୀନ ଓ ଶିଳ୍ପବିହୀନ ଜିଲ୍ଲା ହୋଇ ରହିଛି । ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଓ ତାଳଚେର-ଲାଞ୍ଜିଗଡ଼ ଭାୟା ଫୁଲବାଣୀ, ବାଲିଗୁଡ଼ା ଦେଇ ଦୁଇଟି ରେଳ ପ୍ରକଳ୍ପର ସର୍ଭେ କେନ୍ଦ୍ର ସରକାର ସାରିଥିଲେ ।
Read More...

ପାରିଶ୍ରମିକ ଟଙ୍କା ନ ପାଇବାରୁ ଠିକାଦାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଘରେ ଘରେ ବିଜୁଳି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏନ.ଟି.ପିସି ଦ୍ଵାରା ଫିଡ଼କୋ କମ୍ପାନୀ ମାଧ୍ୟମରେ ଠିକାଦାରଙ୍କୁ ନେଇ କାମ କଲେ ଏବଂ ଘରକୁ ଘର ବିଜୁଳି ପହଞ୍ଚାଇଲେ ହେଲେ କାମ କରିଥିବା ଠିକଦାର ଅପେକ୍ଷା କରି କରି ବକେୟା ପାଉଣା ଗଣ୍ଡାକ
Read More...

ପୋଖରୀରେ ବୁଡି ବୃଦ୍ଧଙ୍କ ପ୍ରାଣ ଗଲା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣୀଗ୍ରାହୀ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଂଚାୟତର ଗୂଚ୍ଛାବରୀ ଗ୍ରାମର ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ହରିଚନ୍ଦ୍ର ମଲ୍ଲିକ (୭୦) । ହରିଚନ୍ଦ୍ର ଗତକାଲି ସନ୍ଧ୍ୟା ୪ଟାରେ ଶୌଚ
Read More...

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ଆୟୁଷ ଡାକ୍ତର ସ୍ନେହାଶୀଷ ଗିରି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ତଥା କନ୍ଧମାଳ ଜିଲ୍ଲା ଖଜୁରୀପଡାରେ କାର୍ୟ୍ୟରତ ଆୟୁଷ ଡାକ୍ତର ସ୍ନେହାଶୀଷ ଗିରି । ଡ.ଗିରି କିଛି ଦିନ ତଳେ କୋଭିଡ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଥିଲେ । ତେବେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ସେ
Read More...

କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ପୁନମ କହଁର ମନୋନୀତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ଜିଲ୍ଲା ମହିଳା ସଭାପତି ମାନଙ୍କ ନାମ ଘୋଷଣା କରିଛନ୍ତି । ସେଥିମଧ୍ୟରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ପୁନମ କହଁର ମନୋନୀତ ହୋଇଛନ୍ତି । ଏହା ପୂର୍ବରୁ ସେ ଜିଲ୍ଲାର
Read More...

ଦ୍ୱିତୀୟ ଲହର ପରେ ମଧ୍ୟ ଗୁମାଗଡ଼ ପଞ୍ଚାୟତକୁ ଛୁଇଁ ପାରିନି କରୋନା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା ବିସ୍ତାର କରି ଚାଲିଛି । ଏହି ସଂକ୍ରମଣରେ କେତେ ଜୀବନ ହାନୀ ହେବାସହ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୋହଲାଇ ଦେଇଛି । ହେଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ
Read More...

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗରେ ଜଣେ ଗିରଫ, କୋର୍ଟ ଚାଲାଣ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗରେ ଗୋଛାପଡା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନାମ ଲାଙ୍ଗୁସା କହଁର (୪୮) ଓ ତାର ଘର ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଞ୍ଚାୟତ
Read More...

ବାଳକର ଜୀବନ ଗଲା ସାପ କାମୁଡାରେ

କନ୍ଧମାଳ : ଆଠ ବର୍ଷ ବାଳକର ଜୀବନ ଚାଲିଗଲା ସାପ କାମୁଡ଼ାରେ । କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ରଣଗାଁଠାରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ରଣଗାଁର ଆଜାଦ ଗଣ୍ଡା(୮) ଶୁକ୍ରବାର ରାତିରେ ନିଜ ମା ଓ ଜେଜେମାଙ୍କ ସହ ଗୋଟିଏ କୋଠରୀରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ
Read More...

ବାଘ ଛାଲ ଜବତ କଲା ବନ ବିଭାଗ : ଜଣେ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ବନ ବିଭାଗ ଦ୍ଵାରା ଆଜି ଏକ କଲରାପତରିଆ ବାଘ ଛାଲ ଉଦ୍ଧାର କରାଯାଇଛି । ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତିର ନାମ କବିଚନ୍ଦ୍ର କହଁର(୫୦) ଓ ତାଙ୍କ ଘର ସଦର ଥାନା ଅନ୍ତର୍ଗତ କୁଟିବାରୀ ଗ୍ରାମ ।
Read More...