Browsing Tag

kalahandi news

ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ୬୦ ଗରିବ ପରିବାରକୁ ଛେଳି ବଣ୍ଟନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର ନର୍ଲା, ମ.ରାମପୁର, କର୍ଲାମୁଣ୍ଡାର ବିଭିନ୍ନ ପଞ୍ଚାୟତରେ ଲୋକଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ତରଫରୁ ମାନବିକତା ସହାୟତା କାର୍ଯ୍ୟକ୍ରମ ଜରିଆରେ ଗିଫ୍ଟ ଟୁ ଏସିଆ ସହଯୋଗରେ
Read More...

ତୁନଗାଁ ଗ୍ରାମବାସୀଙ୍କ ଭୋଟ ବର୍ଜନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ତୁନଗାଁ ଗ୍ରାମର ୫ ନମ୍ବର ୱାର୍ଡର ୧୨୨୮ ଭୋଟର ଆଜି ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିଥିବା ଜଣାପଡିଛି । ସୂଚନା ଅନଚସାରେ ୨୦୧୫ରେ କାଶିବାହାଲ ପଞ୍ଚାୟତରୁ କନ୍ଦାବୁତ୍ରା ପଞ୍ଚାୟତ ବିଭାଜନ
Read More...

ଶ୍ୱଶୁର ଘରେ ଜ୍ୱାଇଁ କଲା ଆତ୍ମହତ୍ୟା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଗୁଣପୁର ଫାଣ୍ଡି ଅଧିନ ପଲାଡୁମେର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ କର୍ଲାପାଟ ଗ୍ରାମର ଉଜଳ ମାଝୀଙ୍କ ପୁଅ ନରେନ୍ଦ୍ର(୨୨) ନିଜ ଶ୍ୱଶୁର ଘରକୁ ଯାଇ ରହିଥିବା ବେଳେ ଶୁକ୍ରବାର
Read More...

ହାତୀର ମୃତ ଶରୀର ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନ ବାଗପୁର ନିକଟରେ ଏକ ଦନ୍ତା ହାତୀର ମୃତ ଶରୀର ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳୁ କିଛି ଲୋକ ଦନ୍ତା ହାତୀ ମରି ପଡ଼ିଥିବା ଦେଖି ତୁରନ୍ତ ଜଙ୍ଗଲ ବିଭାଗକୁ ଫୋନ ଯୋଗେ ଖବର ଜଣାଇଥିଲେ । ଖବରପାଇ ବନ ବିଭାଗ
Read More...

ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ତମାଖୁ ସେବନର କୁପ୍ରଭାବ, ତମାଖୁ ଉତ୍ପାଦନ,
Read More...

ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ସମନ୍ନୟ କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଗତକାଲି ସନ୍ଧ୍ୟା ୬.୦୦ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀ ଚନ୍ଦନଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶୁମାନେ ସମ୍ମୁଖୀନ ହେଉଥିବା
Read More...

ପୂର୍ବତନ ସରପଞ୍ଚ ଦେବାନନ୍ଦ ଧରୁଆଙ୍କ ପରଲୋକ

କଳାହାଣ୍ଡି : କୋକସରା ବ୍ଲକ ଡାଲଗୁମାର ଜଣେ ବିଶିଷ୍ଟ ବ୍ୟକ୍ତି ତଥା ମୂଷାପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବାନନ୍ଦ ଧରୁଆ(୮୫)ଙ୍କ ଗତ ରବିବାର ରାତିରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସେ ମୂଷାପାଲି ପଞ୍ଚାୟତରେ ୧୯୭୦-୭୫ ଓ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ସରପଞ୍ଚ ଭାବରେ
Read More...

ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ବର୍ଗତ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ନିମନ୍ତେ ଶୋକ ସଭା

କଳାହାଣ୍ଡି, (ପି.କେ. ସାହୁ) : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର କାର୍ଯ୍ୟାଳୟଠାରେ କଳାହାଣ୍ଡି ଜିଲ୍ଲାର ସ୍ବର୍ଗତ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଘର କର୍ମକତା ଓ ସଦସ୍ୟ ମାନେ ସ୍ବର୍ଗତ
Read More...

ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଏବଂ ସାଧାରଣତନ୍ତ୍ର ଦିବସ ପାଳିତ

କଳାହାଣ୍ଡି, (ହେମନ୍ତ ସାହୁ) : ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ "ଗଣତନ୍ତ୍ର"କୁ ନେଇ 'ମୋ ଲେଖା ମୋ ଦୁନିଆ' ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାହିତ୍ୟିକ, ସମାଜସେବୀ, ଆଧ୍ୟାତ୍ମିକବାଦ ବ୍ୟକ୍ତି, କବି
Read More...

କୌଶଲ୍ୟା ରଣା ଓ ରାଜେଶ୍ୱରୀ ସେନାପତି ସରପଞ୍ଚ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରାଜପୁର ପଂଚାୟତର ସରପଞ୍ଚ ଭାବେ କୌଶଲ୍ୟା ରଣା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ,ଏହି ପଂଚାୟତ ପାଇଁ ତିନି ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ଶେଷ ଦିବସରେ ଅନ୍ୟ ଦୁଇ ଜଣ ପ୍ରାର୍ଥୀ
Read More...