ମ.ରାମପୁର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ସ୍ୱାଗତ
କଳାହାଣ୍ଡି, (ପି.କେ.ସାହୁ) : ମ.ରାମପୁର ବ୍ଲକ ବିଡ଼ିଓ ଉତ୍ତମ କୁମାର ବାଗଙ୍କ ତତ୍ୱାବଧାନରେ ଆଜି ଗୋଛାଡେଙ୍ଗେନ, ଅଲାତରା, ମଦନପୁର ଆଦି ବିଭିନ୍ନ ସ୍ଥାନ ଅହିଂସା ରଥକୁ କୀର୍ତ୍ତନ, ବଜାସାଲ ଓ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି । ଅଲାତରାଠାରେ ସରପଞ୍ଚ!-->…
Read More...
Read More...