Browsing Tag

kalahandi news

ଚମ୍ପାଦେଇପୁର ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଅଭିନବ ପ୍ରୟାସ କ୍ରମରେ ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ଲକର ପ୍ରତି ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜିତ ହେଉଛି । ଦ୍ୱିତୀୟ ସପ୍ତାହରେ ଆୟୋଜିତ ଏହି ଶିବିର
Read More...

ଲାଚନୀଗୁଡା ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ : ୮ ଖଣ୍ଡ ଶାଳ ପଟା, ଶାଳଗଛ ଓ କରତ ଜବତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଲାଞ୍ଜିଗଡ଼ ବନ ବିଭାଗର ଦକ୍ଷିଣ ଉପଖଣ୍ଡ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାହାଡର ପାଦଦେଶର ହରଡ଼ାଗୁଡା ଓ ତାଡିଝୁଲା ମଝିରେ ଥିବା ଲାଚନୀଗୁଡା ସଂରକ୍ଷିତ ଜଙ୍ଗଲରେ ଶାଳଗଛ କାଟୁଥିବା
Read More...

ମାତିଛନ୍ତି ଲୁଟେରା : ଡିଡିଙ୍ଗ ସଂରକ୍ଷିତ ଜଙ୍ଗଲରୁ ହେଉଛି ବେନିୟମ ମେଟାଲ ଚାଲାଣ

ରାସ୍ତାରେ ନିମ୍ନ ମାନର ମେଟାଲ ବ୍ୟବହାରକୁ ନେଇ ଅଞ୍ଚଳବାସୀଙ୍କ ସହ ସରପଞ୍ଚଙ୍କ ଅଭିଯୋଗକଳାହାଣ୍ଡି, (ପି.କେ.ସାହୁ) : ଡିଡିଙ୍ଗ ସଂରକ୍ଷିତ ଜଙ୍ଗଲରୁ ମେଟାଲ ଚୋରା ଚାଲାଣ ହୋଇ ଆର୍ଡି ବିଭାଗ ରାସ୍ତା କାମରେ ଲାଗୁଛି । ଏହାଦ୍ବାରା ଜଙ୍ଗଲ ବିଭାଗର ଅନେକ କ୍ଷତି ହେଉଛି । ଅନ୍ୟପଟେ ରାସ୍ତାକାମରେ
Read More...

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଦ୍ୱାରା ଯୁବ ଅନୁଷ୍ଠାନ ବିକାଶ କାର୍ୟ୍ୟକ୍ରମ

କଳାହାଣ୍ଡି, ( ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ ମେହେର ଓ ଲେଖାପାଳ ଦ୍ଵିତୀୟା ବନଛୋରଙ୍କ ନେତୃତ୍ୱରେ ମଦନପୁର ରାମପୁରର ବିଭିନ୍ନ ଯୁବକ ସଙ୍ଘରେ ୦୩ ରୁ ୦୭ ତାରିଖ ମଧ୍ୟରେ ଯୁବ ଅନୁଷ୍ଠାନ ବିକାଶ
Read More...

ହାଣ୍ଡିଦରରେ ଆନିକଟ ପାଇଁ ପରିଦର୍ଶନ କଲେ ସହକାରୀ ଯନ୍ତ୍ରୀ : ଅଂଚଳର ପ୍ରାୟ ଏକ ହଜାର ଏକର ହେବ ଶସ୍ୟ ଶ୍ୟାମଳ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମାଣିକେରା ନିକଟରେ ଥିବା ହାଣ୍ଡିଦର(ହାଏଣ ଦରହ)ଠାରେ ଏକ ଆନିକଟ ନିର୍ମାଣ କରିବା ପାଇଁ ଅଂଚଳବାସୀ ଦୀର୍ଘଦିନ ଧରି ଦାବୀ କରି ଆସୁଥିଲେ । ଗତ କିଛି ଦିନତଳେ ଏହି ସ୍ଥାନକୁ ନର୍ଲା ବିଧାୟକ ଭୂପିନ୍ଦର ସିଂ ପରିଦର୍ଶନ କରିବା ସହିତ
Read More...

ଅସହ୍ୟ ହେଉଛି ଜଳ କଷ୍ଟ : ବର୍ଷ ବର୍ଷ ଧରି ସୌରଶକ୍ତି ଦ୍ୱାରା ପାନୀୟ ଜଳ ଯୋଗାଣ ଠପ୍

କଳାହାଣ୍ଡି, (ପି.କେ.ସାହୁ) : ଲାଞ୍ଜିଗଡ଼ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ସୌରଶକ୍ତି ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ହେଲେ ବର୍ଷ ବର୍ଷ ଧରି ଏହା ବନ୍ଦ ଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲାଞ୍ଜିଗଡ଼ ପଞ୍ଚାୟତର ଗୌଡ଼ପଡା ଠାରେ ଆଜିକି ୧୩ ମାସ
Read More...

ମୋ’ ସ୍କୁଲ୍ ଅଭିଯାନ : ବି.ଏମ୍‌. ହାଇସ୍କୁଲ୍‌କୁ ପୁରାତନ ଛାତ୍ର ଦେଲେ ୫୦ ହଜାର

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ୍‌ର ପୁରାତନ ଛାତ୍ର ସୁମନ୍ତ କୁମାର ଚୋପଦାର ମୋ’ ସ୍କୁଲ୍ ଅଭିଯାନରେ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀ ଚୋପଦାର ୧୯୭୧ରୁ ୧୯୭୩ ଯାଏଁ ବ୍ରଜମୋହନ ହାଇସ୍କୁଲ୍‌ରେ ସପ୍ତମରୁ ନବମ ଶ୍ରେଣୀ ଯାଏଁ ଅଧ୍ୟୟନ
Read More...

ବେନାଗୁଡା ଓ ଅଲାତରାରେ କରୋନା ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି (ପି .କେ. ସାହୁ)କଲାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅନ୍ତର୍ଗତ ବେନାଗୁଡା ଏବଂ ଅଲାତରା ଗ୍ରାମରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଅନୁକୂଲ୍ୟରେ ବିବେକାନନ୍ଦ ୟୁଥ କ୍ଲବ ବେନାଗୁଡା ଓ ଅଲାତରାରେ କରୋନା ଭାଇରସ୍‌ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଗଣାରେ
Read More...

ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ସିଂହଙ୍କ ପରଲୋକ

କଳାହାଣ୍ଡି (ପି.କେ.ସାହୁ): ଛାତ୍ର ଜୀବନରୁ ସମାଜସେବାକୁ ବ୍ରତ ଏବଂ ବୃତ୍ତି ଭାବେ ଗ୍ରହଣ କରିଥିବା ରାମଚନ୍ଦ୍ର ସିଂହଙ୍କ ଆଜି ପରଲୋକ ହେଇଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଅବସ୍ଥାନ କରୁଥିବା ସ୍ୱର୍ଗତ ସିଂହ ରମାଦେବୀ ରିଲିଫ କମିଟୀରେ ଛାତ୍ରାବସ୍ଥା ପରେ ପରେ ଯୋଗଦେଇ ଓଡ଼ିଶାର
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ପୋଷ୍ୟ ଗ୍ରାମ ଆମ୍ବଝରି : ଏବେ ବି ଦୟନୀୟ ଭାବେ ଅବହେଳିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ପଞ୍ଚାୟତର ଆଦିବାସୀ ପଲ୍ଲୀ ଆମ୍ବଝରି ଦିନେ ସାରା ଦେଶର କେନ୍ଦ୍ରବିନ୍ଦୁ ପାଳଟିଥିଲା । କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ ! ୨୪ ବର୍ଷ ତଳେ ଏହି ଅଖ୍ୟାତ ପଲ୍ଲୀ ଆମ୍ବଝରିକୁ ପୋଷ୍ୟ ଗ୍ରାମ କରିଥିଲେ
Read More...