ଅନ୍ତର୍ଜାତୀୟ କବିତା ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କଲେ କଳାହାଣ୍ଡିର କବି
ଭବାନୀପାଟଣା, (ହେମନ୍ତ ସାହୁ) : କବି ଓ କବିତାକୁ ନେଇ ମାର୍ଚ୍ଚ ୨୧ ତାରିଖ ଆୟୋଜିତ ବିଶ୍ୱ କବିତା ଦିବସ ଅବସରରେ ଆନ୍ତର୍ଜାତିକ କବିତା ମହୋତ୍ସବରେ ଭାରତର ପ୍ରତିନଧିତ୍ୱ କରିଛନ୍ତି କବି ଭବାନୀଶଙ୍କର ନିଆଲ । ଏଥିରେ ଚାଇନାରୁ ସେନ-ଶିଉ-ଚେନ, କିଟି ସୁ, ତାଇୱାନରୁ ମିୟୁ ଇତୁ, ଭିଏତନାମରୁ!-->…
Read More...
Read More...