Browsing Tag

kabita

କବିତା : ଘର

ପ୍ରବାସିନୀ ହୋତା ଅଛି ଚାରୋଟି କାନ୍ଥ ଏଇଠିଅଛି ବି ଛାତଟିଏଖରା ବାଜୁନିଧସେଇ ଆସୁନି ଶୀତକାଲି ସନ୍ଧ୍ୟାରେ ପଡୁଥିଲା ବୋଧେ କିଛି ବର୍ଷା ବୁନ୍ଦାଜଣେଇ ଦେଇଥିଲା ଆଜବେଷ୍ଟସ୍ ଛାତତହିଁରୁ ବି ସେ ମୋତେ ରଖିଛି ଆବୋରିତଥାପି କାହିଁକି ଲାଗୁନିଏ ଘର ମୋ ଘର ପରି ମୋତେ ? ଏ କାହିଁକିର ଉତ୍ତର
Read More...

କବିତା : ନାଆ

ରାମକୃଷ୍ଣ ଏଇ ନାଆ ଖଣ୍ଡିକମୋର ଏକମାତ୍ର ସମ୍ବଳଯାହା ସହିତ ଓହ୍ଲାଇ ଦିଆଗଲା ମୋତେଏ ଅଜ୍ଞାତ ନଈ କୂଳରେଯାହାକୁ ବାହି ନେବାକୁ ହେବବଢିଲା ସ୍ରୋତରେ ସମୁଦ୍ରକୁଆଗକୁ ତାପରେପାରି ହେବାକୁ ଅଛି ସାତଟି ସମୁଦ୍ରଯାହାର କୂଳ କିନାରା, ବ୍ୟାପ୍ତି ଓ ଗଭୀରତାକିଛି ଜଣା ନାହିଁ ମୋତେ । ଶୈଶବରେ ଏ
Read More...

କବିତା : ମଲା ଦେହ

● ପ୍ରଦୀପ କୁମାର ପଣ୍ଡା ତୁମର ବସ୍ତ୍ର ଖୋଲିଦେଲା ପରେମୁଁ ଦେଖେ ତୁମର ଅନଗ୍ନ ଆତ୍ମା,ମୁଁ କିଂତୁ ଖୋଜୁଥାଏ ତୁମର ଦେହଆଖି ବଂଦକରି ସେ ଯେତେବେଳେ ଗିଳୁଥିବଲୁହକୁ ଡୋଳା ଦେଇ,ବାରି ହେଉଥାଏ ତୁମ ଲୁହର ବାସ୍ନାମୋର ଆତ୍ମାରେ । ମୋର ରୁକ୍ଷ ହାତର ଆଂଗୁଠିମାନଯାହା ସାଉଁଳୁଥାଏ ଖାରୁଆ
Read More...

କବିତା : ଆଖି

ରୁଚିସ୍ମିତା ମହାପାତ୍ର ନା ଅତୀତନା ଭବିଷ୍ୟତନା ସତ ନା ସର୍ତ୍ତଆଜି ମତେ ଏମିତିଆଖି ବୁଜି ଦବାକୁ ପଡିଲା । କାହାକୁ ଦୋଷ ଦବରାତିକୁ ନା ନିଦକୁସ୍ବପ୍ନକୁ ନା ସତକୁ । ଆଖି ବୁଜିଲେ ଅସୁମାରୀ ଅନ୍ଧାରଆଖି ଖୋଲିଲେ ଅଣାକାର ଆକାଶଆଖି ବୁଜିଲେ ଅସମ୍ପୂର୍ଣ ସ୍ବପ୍ନଆଖି ଖୋଲିଲେ ଅସମ୍ଭାଳ
Read More...

କବିତା : ଥରିଲା ଛାଇରେ

ଗଜାନନ ମିଶ୍ର ଛାଇ ଛାଇ ନାଚ,ଥରୁଛି ଦେହ,ଖୋଲ କବାଟ । ମଧୁର ସଙ୍ଗୀତଆଉ ଲାଗୁ ନି ମଧୁର ।ସ୍‌ମୃତି ଛିଡା ବାଟ ଛେକିଜଳନ୍ତା ନିଆଁକୁ ଡେଉଁଥିବାପୋକ ପରି । ଥାଉ, ଅମୂଲ୍ୟ ହେଉ ପଛେପଥର କାଢନା ଭିତରୁ । ହସି ହସି ହେଉ କିକାନ୍ଦି କାନ୍ଦି, ରାତିଟା ବିତୁ । ଏଇଠି, ଏ ସମୟରେନାଇଁ,
Read More...

କବିତା : ବିଦାୟ ମୁହୂର୍ତ୍ତ

ନୀଳାଦ୍ରି ଭୂଷଣ ମହାପାତ୍ର ସବୁ ବିଦାୟ ବେଳଏମିତି ବିଷାଦମୟଥମ୍‌ ଥମ୍‌ ମୁହଁଛଳ ଛଳ ଆଖିଭାଷା ସବୁ ଡେଇଁ ପାରନ୍ତିନିଓଠର ଏରୁଣ୍ଡିପୃଥିବୀଟା ସତେକି ଚାଲିଯାଏପାଦତଳୁ ଖସି । ସ୍ୱର୍ଗ ପରି ଲାଗୁଥିବା ସଂସାରଆଖି ପିଛୁଳାକେ ପାଲଟିଯାଏ ଶ୍ମଶାନନାଁ ବୁଝିହୁଏ, ନାଁ ବୁଝେଇ ହୁଏଯେତେସବୁ
Read More...

କାଠଗଡାରୁ ଈଶ୍ୱର

ରାମକୃଷ୍ଣ ତମର ସବୁ ଅଭିଯୋଗ ସତସ୍ୱୀକାର କରୁଛି ତମର ସବୁ ଆକ୍ରୋଶ,ନିଜେ ନିଜର ଆଲୁଅରେଛାଇଟିଏ ହୋଇ ଛିଡାହେବାନିଆଁ ଆଉ ପାଣି, ବାୟୁ ଆଉ ବସ୍ତୁରେଶୂନ୍ୟତାକୁ ଘେରିବା କେଡେ କଠିଣ ସତରେ,ଆଉ କେଡେ ମାରାତ୍ମକ ବିନିଜସହ ଲୁଚକାଳି ଖେଳିବାକୁଟୁକୁଡା ଟୁକୁଡା ହୋଇ ଭାଂଗିବାଆଉ ମୋର କୃତକର୍ମର
Read More...

କବିତା : ଆଉ କେଇଟା ଦିନ

ନୀଳାଦ୍ରି ମହାପାତ୍ର ଆଉ କେଇଟା ଦିନରେଉଜୁଡି ଯିବ ଉପବନ । ସ୍ୱପ୍ନାବିଷ୍ଟ ଚାରା ସବୁ ଶୁଖିଯିବେମୋହାଶକ୍ତ ଫୁଲ ସବୁ ମଉଳିଯିବେଏକାନ୍ତ ଘନିଷ୍ଠ ଗଛ ସବୁ ମରିଯିବେନିର୍ଜନତାରେନିଜସ୍ୱ ଆଳାପ କରୁଥିବଆତ୍ମସ୍ଥ ମାଳୀଟି । ମନ୍ଦିରରୁ ମଧୁଶାଳା ଯାଏଆଉ ଦିଶୁନଥିବ ସେ ଆତ୍ମୀୟ ମୁହଁଶୁଭୁ
Read More...

କବିତା : ମା’

ପ୍ରଦୀପ କୁମାର ପଣ୍ଡା ବଂଦ ଆଖିର ଛେଉଂଡ଼ କୋଣରୁ ଦିଶୁଛି ଯିଏସେଇ ମୋର ମା',ସେଇ ମୋର ମା', ଯିଏ ମୋର ଅସାଢ ଡେଣାରେଖଂଜି ଦେଇଛି ଶାଂତ କ୍ଷୟର ପର। ସେଇ ମୋର ମା' ଯିଏନିଜେ ହଂସ ନିଜେଇ ଆକାଶ,ଯିଏ ଅନାକାଶର ବସୁ। ନିଜ ଘରେ ନିଜେ ହିଁ ଅତିଥି ଯିଏନିଜେ ବେଦି ନିଜେ ଅଗ୍ନି ନିଜେଇ
Read More...

କବିତା : କୁଆଡେ଼ ଯିବ

ରାମକୃଷ୍ଣ ନୀଳ କୁଆଡ଼େ ଯିବ ଆକାଶ ଛାଡ଼ିକିରଣ ଯିବ କୁଆଡ଼େ ସୂରୁଯ ଛାଡି ଜଳ ଯିବ କୁଆଡ ଛାଡ଼ି ନଦୀ ସମୁଦ୍ରଜୋଛନା ଛାଡ଼ି କୁଆଡ଼େ ଯିବ ଆହ୍ଲାଦ ପତ୍ର ଫୁଲ ଫଳ ଛାଡ଼େ ନାହିଁ ବୃକ୍ଷକୁରଂଗ ମହକ ଛାଡ଼େ ନାହିଁ ଫୁଲକୁ କୃଷ୍ଣ କୁଆଡ଼େ ଯିବ ଛାଡି ଅଂଧାରମାଟି ଛାଡ଼ି କୁଆଡ଼େ ଯିବ
Read More...