Browsing Tag

jayapatana news

ପ୍ରଜା ନାଗଫେଣି ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ପ୍ରଜା ନାଗଫେଣି ଗ୍ରାମରେ ଶ୍ରଦ୍ଧା ଓ ଭକ୍ତିର ସହ ଅଷ୍ଟପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ଗୁରୁବାର ଅପରାହ୍ନରେ ଶତାଧିକ ମହିଳା ଏକ ସୁସଜ୍ଜିତ ପଟୁଆରରେ ସ୍ଥାନୀୟ ଜୋରରୁ କଳସ ଯାତ୍ରାରେ ଯାଇ ପବିତ୍ର ଜଳ ଆଣି ଯଜ୍ଞ ସ୍ଥଳୀରେ
Read More...

ବାର୍ଷିକ ଉତ୍ସବ ଉଦଯାପିତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଏସ.ଏସ.ଡ଼ି. ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉତ୍ସବମୁଖର ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି । ଉନ୍ନତମାନର ଶିକ୍ଷା ସହ ଖେଳକୁଦ ଯୋଗ ବ୍ୟାୟାମ, ନାଚଗୀତର ମାଧ୍ୟମ ହିଁ ଏକ
Read More...

ମଣ୍ଡଳ ସ୍ତରୀୟ ସମଗ୍ର ହିନ୍ଦୁ ଜାଗରଣ ସମାବେଶ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ପ୍ରଭୁ ଶ୍ରୀରାମ ମନ୍ଦିର ପରିସରରେ ରେଙ୍ଗାଲପାଲି ମଣ୍ଡଳ ସ୍ତରୀୟ ହିନ୍ଦୁ ସମାବେଶ ଭବ୍ୟ ଆୟୋଜନ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ, ବିଭିନ୍ନ ସଙ୍କୀର୍ତ୍ତନ ଦଳମାନେ ଉପସ୍ଥିତ ରହି
Read More...

ଜୟପାଟଣାରେ ଆଠ ଘଣ୍ଟିଆ ବନ୍ଦ ପାଳନ : ସମର୍ଥନ ଦେଲେ ଅନେକ ସଂଗଠନ

ଜୟପାଟଣା, (ଶେଷଦେବ ବେହେରା) : ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ କ୍ରମେ ଆୟୋଜିତ ଆଠ ଘଣ୍ଟିଆ ବନ୍ଦ ପାଳନକୁ ଜୟପାଟଣା ଓ ମୁଖୀଗୁଡା ଠାରେ ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି । ଜୟପାଟଣା ଓ ମୁଖୀଗୁଡା ସହରାଞ୍ଚଳରେ ବନ୍ଦ ପାଳନର ପ୍ରଭାବ ଦେଖାଯାଇ ଥିବା ବେଳେ ସମସ୍ତ ଦୋକାନ ବଜାର,
Read More...

ଜୟପାଟଣା ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଜାତୀୟ ଦିବସ ପାଳନ କମିଟି ଆନୁକୂଲ୍ୟରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜୟପାଟଣା ତହସିଲଦାର ସୁଶ୍ରୀ ଦୀପ୍ତି ରେଖା ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ ସହିତ
Read More...

ଓଡ଼ିଶା ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାର ଶ୍ରେଷ୍ଠ ଚାଷୀ ସମ୍ମାନ

ଜୟପାଟଣା, (ଶେଷଦେବ ବେହେରା) : ଜଳ ସମ୍ପଦ ବିଭାଗ, ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ସହରର ବରିଷ୍ଠ ଚାଷୀ ବିକ୍ରମ କୁମାର ଯୋଶୀଙ୍କୁ ଜିଲ୍ଲାର ଶ୍ରେଷ୍ଠ ଚାଷୀ ଭାବରେ ସମ୍ବର୍ଦ୍ଧିତ ହୋଇଥିବା ସୂଚନା ମିଳିଛି ।
Read More...

ଗ୍ରାମାଞ୍ଚଳ ଶିକ୍ଷାର ଦଦରା ଚିତ୍ର : ବରଷା ଆସିଲେ ଉପସ୍ଥାନ ଶୂନ

ଜୟପାଟଣା, (ଶେଷଦେବ ବେହେରା) : ସର୍ବଶିକ୍ଷା ଅଭିଯାନ ଲାଗୁ ହେବା ପରେ ସରକାର ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପାଇଁ ପ୍ରୟାସ କରିଛନ୍ତି । କିନ୍ତୁ ଉଚ୍ଚ ଶିକ୍ଷା ପାଇଁ ଅନେକାଂଶ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆଗ୍ରହ ଥାଇ ସୁଦ୍ଧା
Read More...

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା ଦ୍ଵାରା ଛାତ୍ରୀଙ୍କୁ ସାଇକେଲ ବଣ୍ଟନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଡିବି ଶାଖା ଆନୁକୂଲ୍ୟରେ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦଶ ଜଣ ମେଧା ଓ ଆର୍ଥିକ ଅନଗ୍ରସର ଛାତ୍ରୀ ମାନଙ୍କୁ ସାଇକେଲ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତାର ସାମାଜିକ
Read More...

ଜୟପାଟଣା ବ୍ଲକ ସ୍ତରୀୟ ୱାଟର ସେଡ ମହୋତ୍ସବ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ସ୍ତରୀୟ ୱାଟର ସେଡ୍ ମହୋତ୍ସବ ୨୦୨୫-୨୬ ମହା ସମାରୋହକ୍ଷର ପାଳିତ ହୋଇଯାଇଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ପ୍ରତାପପୁର ଖେଳ ପଡିଆ ଠାରେ ଆୟୋଜିତ ଏହି ଉତ୍ସବରେ ସାତଟି ପଞ୍ଚାୟତର କାର୍ଯ୍ୟରତ କର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀ, ଉପଭୋକ୍ତାମାନେ
Read More...

କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ଜିଲ୍ଲା ସ୍ତରୀୟ ନୌକା ଓ ତୀର ଚାଳନା ପ୍ରତିଯୋଗିତା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ପ୍ରାକୃତିକ ବୈଭବର ନିଦର୍ଶନ ସାଜିଥିବା ଥିଆମୂଳ ରାମପୁର ବ୍ଲକର ସାନଛତ୍ରଙ୍ଗ ଗ୍ରାମ ନିକଟ ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଧି ମଧ୍ୟରେ କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ନୌକା ଓ ତୀର ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି । ବ୍ଲକର
Read More...