ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଲା : ୫ ମହିଳାଙ୍କ ସମେତ ୧୧ ଗିରଫ, ବାଛୋଳ ଗାଁ ପୁରୁଷ ଶୂନ୍ୟ
ଯାଜପୁର : ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଛି । ଏହି ଘଟଣାରେ ୫ ମହିଳାଙ୍କ ସମେତ ୧୧ ଜଣ ଗିରଫ ହୋଇଥିବା ବେଳେ ବାଛୋଳ ଗାଁ ଏବେ ଗିରଫ ହେବା ଭୟରେ ପୁରୁଷ ଶୂନ୍ୟ ହୋଇଯାଇଥିବା ସୂଚନା ମିଳିଛି । ଯାଜପୁର ବିଂଝାରପୁର ବ୍ଲକ ବାଘଲା ପଞ୍ଚାୟତର ବାଛୋଳ ଗାଁରେ ଗତକାଲି କାର୍ଯ୍ୟରତ!-->…
Read More...
Read More...