ଖରସ୍ରୋତା ନଦୀରେ ଭାସିଗଲେ ଯୁବକ
ଯାଜପୁର : ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ମିରସାହି ନିକଟରେ ଥିବା ମାହାକାଳ ଗଣ୍ଡରେ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ । ଯୁବକ ଜଣକ ରଘୁନାଥପୁର ପଂଚାୟତର ବିଶ୍ୱଜିତ୍ ଦାସ ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
Read More...
Read More...