ତୁଷୁରା ବାଳକ ହାଇସ୍କୁଳର ୧୯୯୨ ମ୍ୟାଟ୍ରିକ ବ୍ୟାଚ ବନ୍ଧୁ ମିଳନ
ଗୁଡ଼ଭେଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଗୁମାଗଡ ଠାରେ ତୁଷୁରା ବଙ୍କଳ ହାଇସ୍କୁଳର ୧୯୯୨ ମସିହାର ମ୍ୟାଟ୍ରିକ ବ୍ୟାଚର ୨୮ ବର୍ଷ ପରେ ଏକ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଯାଇଛି । ବିଜେଡିର ତୁଷୁରା ଏନଏସି ନଗର ସଭାପତି ଅଜୟ ଜୟଶ୍ୱାଳ ଓ ସମାଜସେବୀ ତରୁଣ!-->…
Read More...
Read More...