Browsing Tag

ganjam news

ଫେରାର ଦୁଷ୍କର୍ମ ଅଭିଯୁକ୍ତକୁ କୋର୍ଟ ଫର୍‌ୱାର୍ଡ କଲା ଗଞ୍ଜାମ ଥାନା ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରାୟ ୧୨ ବର୍ଷ ହେଲା ଫେରାର ଥିବା ଜୈନେକ ଦୁଷ୍କର୍ମ ଅଭିଯୁକ୍ତ ଯୁବକ କୋର୍ଟ ଫର୍‌ୱାର୍ଡ କରିଛି ଗଞ୍ଜାମ ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଗସ୍ତି ନୁଆଁଗାଁର ଚନ୍ଦ୍ର ପଲାଇଙ୍କ ପୁଅ ବିନୋଦ ପଲାଇ(୪୫) ।
Read More...

ନିଖୋଜ ବୃଦ୍ଧ ପୁରୁଣାବନ୍ଧରୁ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିହାରରୁ ବାଙ୍ଗାଲୋର ଦ୍ରୁତଗାମୀ ଟ୍ରେନରେ ଯାଉଥିବା ଜୈନେକ ବୃଦ୍ଧ ଗତ ନଭେମ୍ବର ୨୬ ତାରିଖରେ ବାଲୁଗାଁ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ବେଳେ ତାଙ୍କୁ ମଙ୍ଗଳବାର ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମରୁ ଉଦ୍ଧାର କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର
Read More...

ଗଞ୍ଜାମ ଏନଏସି କାଉନସିଲର ବୈଠକ ବାତିଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି କାଉନସିଲର ବୈଠକ ସୋମବାର ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ଏନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଏନଏସି ଜନ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ଛତ୍ରପୁର ବିଧାୟକ ମଧ୍ୟ ବୈଠକରେ ଯୋଗ ଦେବା ପାଇଁ
Read More...

ଶ୍ରେଷ୍ଠ ହୋମଗାର୍ଡ ସମ୍ମାନ ପାଇଲେ ସୋମନାଥ ରେଡ୍ଡୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସଦର ମହକୁମା ଛତ୍ରପୁରର ପୋଲିସ ପଡିଆରେ ୬୦ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅବସରରେ ନିସ୍ଵାର୍ଥ ସେବା ପାଇଁ ଗଞ୍ଜାମ ଥାନାର ସୋମନାଥ ରେଡ୍ଡୀଙ୍କୁ ଶ୍ରେଷ୍ଠ ଗୃହରକ୍ଷୀ ଭାବେ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି । ଜିଲ୍ଲା ଆରକ୍ଷୀ
Read More...

ଓଏସଏପି(୮) ଅଷ୍ଟମ ବଟାଲିୟନ ରାମଚଣ୍ଡୀ ଶକ୍ତିପୀଠରେ ସ୍ଵଚ୍ଛ ପରିମଳ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତରେ ରହିଥିବା ପ୍ରସିଦ୍ଧ ମା' ରାମଚଣ୍ଡୀ ଶକ୍ତିପୀଠକୁ ସୁନ୍ଦର କରିବା ପ୍ରୟାସରେ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ତରଫରୁ ସ୍ଵଚ୍ଛ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବାଟାଲିୟନର ସମସ୍ତ ଅଫିସର ଠାରୁ
Read More...

ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ, ବଢୁଛି ଜନ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଦିଗହରା । ଏହି ବ୍ଲକ ଅନ୍ତର୍ଗତ କୁଶପଲି ଠାରୁ ଆରମ୍ଭ କରି ସନ୍ତୋଷପୁର ପର୍ଯ୍ୟନ୍ତ ଭୟାମଲାଡ଼ ଓ ବରୋଦା ଦେଇ ହେଉଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି । ଫଳରେ
Read More...

ସ୍ତ୍ରୀ ପାଇଁ ସ୍ୱାମୀକୁ କୋର୍ଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ପତ୍ନୀ ସୁଫଳା ଦାସ ଯୌତୁକ ଜନିତ ନିର୍ଯ୍ୟାତନା ସହିନପାରି ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ ।
Read More...

ଗଞ୍ଜାମ ଜିଲ୍ଲାର ୩୮୬୦ ଜଣ ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ପାଇବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ଅନୁସାରେ ପ୍ରାପ୍ତ ହୋଇଥିବା ସମୁଦାୟ ୩୮୬୦ ଜଣ ଗଞ୍ଜାମ ଜିଲ୍ଲାର କଳାକାରମାନେ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥି ସକାଶେ ସରକାରୀ ଭାବେ ତାଲିକା ପ୍ରସ୍ତୁତ ହୋଇସାରିଛି । ଗଞ୍ଜାମ
Read More...

ଚିଲିକାରେ ବେଆଇନ ଘେରି ଉଚ୍ଛେଦ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ର ପୁର ପଞ୍ଚାୟତ ନିକଟରେ ରହିଥିବା ଚିଲିକା ମଧ୍ୟରେ ଶୁକ୍ରବାର ଦିନ ବେଆଇନ ଭାବେ ଆକଟ କରି ରଖିଥିବା ଘେରି ଉଚ୍ଛେଦ କରାଯାଇଥିବା ଜଣାପଡିଛି । ଖଲ୍ଲିକୋଟ ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନରେ ତହସିଲଦାର ରାଜ
Read More...

ସଡ଼କ ଦୁର୍ଘଟଣାରେ ୧ ଗୁରୁତର ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଶୁଖୁଆ ହାଟ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଜେଆରଜିପୁର ପଞ୍ଚାୟତ ଆର. ବିଞ୍ଚଣାପଲ୍ଲୀ ଗ୍ରାମର ସାନାତନ ବେହେରା ଗାଡି ନମ୍ବର ଓଡି ୦୨ଏଲ
Read More...