Browsing Tag

ganjam news

ରାତାରାତି ଆଖଣ୍ଡଳମଣି ମନ୍ଦିର ହୁଣ୍ଡି ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦିନ ଦିପହରେ ତାଲା ଭାଙ୍ଗି ଚେରି କରିବା ପରେ ଦାମୋଦରପୁର ଗ୍ରାମରେ ରହିଥିବା ବାବା ଆଖଣ୍ଡଳମଣି ଶୈବାପୀଠରୁ ସୋମବାର ବିଳମ୍ବିତ ରାତ୍ରରେ କିଏ ହୁଣ୍ଡି ଉଠାଇନେଇ ଯାଇଥିବା ଅଭିଯୋଗ ହୋଇଛି । ଯାହାକୁନେଇ ପବିତ୍ର କାର୍ତ୍ତିକ ମାସରେ ଶିବ ମନ୍ଦିରରୁ ଚେରି
Read More...

ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଧାରଣା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଖବର ଶୁଣି ସୋମବାର ଛାତ୍ରୀଛାତ୍ର ମାନେ
Read More...

ଗ୍ରାସୀମ କମ୍ପାନୀ ମହିଳା ଇଞ୍ଜିନିଅରଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀରେ ଟ୍ରେନିଂରେ ଥିବା ଡିପ୍ଲୋମା ଇଞ୍ଜିନିଅର ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । କାରଣ ଆସ୍ପଷ୍ଟ ଥିବା ବେଳେ ମୃତ ଇଞ୍ଜିନିଅର ମହିଳା ଦୁଇ ମାସ ତଳେ ଗ୍ରାସୀମ କମ୍ପାନୀରେ ଯୋଗ ଦେଇଥିଲେ । ମୃତକ
Read More...

ଗଞ୍ଜାମ ବ୍ଲକରେ ଆମ ଓଡିଶା ନବୀନ ଓଡିଶା ଯୋଜନାର ଶୁଭାରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପକ୍ଷରୁ ଗଞ୍ଜାମ ସହର ସ୍ଥିତି ଗାଣିତି ପଡିଆଠାରେ ଆମ ଓଡିଶା ନବୀନ ଓଡିଶାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହି ଅବସରରେ ଗଞ୍ଜାମ ବ୍ଲକ ପ୍ରଶାସନ
Read More...

ଜିଲ୍ଲାସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଏବଂ ଦିଗଦର୍ଶନ ଫାଉଣ୍ଡେସନ୍‌ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଆସନ୍ତା ୨୬ରେ ଜିଲ୍ଲାସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ବୁଧବାର ଏକ ପାକ ପ୍ରସ୍ତୁତି ବୈଠକ
Read More...

ପୁଇଁତୋଳା ଗ୍ରାମରୁ ଘର ତାଲା ଭାଙ୍ଗି ଦିନ ଦ୍ୱିପ୍ରହରରେ ଲୁଟ୍‌ ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମର କୃଷ୍ଣଚନ୍ଦ୍ର ପଲାଇଙ୍କ ଘରୁ ଦିନ ଦ୍ୱିପ୍ରହରରେ ଘର ତାଲା ଭାଙ୍ଗି ଗଡ଼୍‌ରେଜ୍‌ରୁ ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ଜଣା ପଡିଛି । ଘର ମାଲିକ କହିବା ଅନୁଯାଇ ଦୁର୍ବୃତ୍ତ ମାନେ ଏକ ସ୍କର୍ପିଓ ଗାଡ଼ିରେ ଆସି
Read More...

ଗଞ୍ଜାମ ଏନଏସି ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅପର୍ଣ୍ଣା ଡାଙ୍ଗୁଆ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ଏନଏସିର ଇଓ ଅବିନାଶ ମିଶ୍ର ଅତିରିକ୍ତ ତହସିଲଦାର ଭାବେ ପଦୋର୍ନତି ପରେ ଛତ୍ରପୁର ଇଓ ଦାୟିତ୍ୱରେ ଥିଲେ । ନୂତନ ଇଓ
Read More...

ଗଞ୍ଜାମ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୂମ୍ମା ପଞ୍ଚାୟତ ହୂମ୍ମା କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶ୍ରମକାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ବି. ହୃଷିକେଶ ରାଓଙ୍କ
Read More...

ବାଇକକୁ ଧକ୍‌କା ଦେଲା କାର୍‌ : ୨ ଗୁରୁତର, ୧ ଆହାତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲ୍ଲୀ ଛକ ୧୬ ନମ୍ବର ଜାତୀୟ ରାଜପଥ ଗଞ୍ଜାମ ଥାନା ସମ୍ମୁଖରେ ପୁରୀଠାରୁ କେରଳ ଅଭିମୁଖେ ଯାଉଥିବା ଏକ କାର୍‌ ଓ ଗଞ୍ଜାମରୁ ୧୬ ନମ୍ବର ରାଜପଥ ଅପର ପ୍ରଶ୍ୱକୁ ଯାଉଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣ
Read More...

ଗଞ୍ଜାମ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠରେ ଗଞ୍ଜାମ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓଡିଶା ମିଲେଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ମୁଖ୍ୟବକ୍ତା ବିଇଓ ଭାଗିରଥି ବେହେରା,
Read More...