Browsing Tag

ganjam news

ବ୍ୟବସାୟୀଙ୍କଠାରୁ ଟିକସ୍‌ ଆଦାୟ : ଅସୁବିଧାରେ ମହିଳା ବ୍ୟବସାୟୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଐତିହାସିକ ଦୋଳ ଯାତ୍ରା ପାଇଁ ସମଗ୍ର ସହର ବର୍ତ୍ତମାନଠାରୁ ଉତ୍ସବମୁଖର ହେଲାଣି । ଗୁରୁବାର ଦିନ ଏକାଦଶୀ ଅବସରରେ ବିଭିନ୍ନ ସାହିରେ ଠାକୁରମାନେ ବିମାନରେ ବସି ଶୋଭାଯାତ୍ରାରେ ସାହି ପରିକ୍ରମା କରିବା ସହ ନିଜ ନିଜ ସାହିରେ ଦ୍ୱାର ଭୋଗ
Read More...

ଭକ୍ତର ଭାବନାକୁ କୋଠାରଘାତ : ଏନ୍‌ଏସି ଜେଇ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଆସନ୍ତା ୨୧ ତାରିଖରୁ ୨୫ ତାରିଖ ମଧ୍ୟରେ ଐତିହାସିକ ଦୋଳଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ସମଗ୍ର ସହର ଏକ ପ୍ରକାର ଚଳଚଞ୍ଚଳ ହୋଇ ଉଠିଛି । ଯାତ୍ରା ପାଇଁ ସାହିବାସୀଙ୍କ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି । ଅନ୍ୟ ପଟେ ବିଜ୍ଞାପିତ
Read More...

ଗଞ୍ଜାମ ଥାନା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ : ଅଭିଯୁକ୍ତଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତଲା ୧୬ ନମ୍ବର ଜାତୀୟ ରାଜପଥ କଡରେ ଏକ ଦୋକାନରେ ଚୋରି ମଦ ବିକ୍ରି ହେଉଥିବା ଖବର ପାଇ ଚୋରା ମଦ ରୋକିବାକୁ ଯାଇଥିବା ଗଞ୍ଜାମ ଥାନା ପୋଲିସ ଉପରେ ଆକ୍ରମଣ ହେଇଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ନବଘନ ବିଶ୍ୱାଳଙ୍କ
Read More...

ଯାତ୍ରା ଟୁର୍ଣ୍ଣାମେଣ୍ଟ ନେଇ ପ୍ରାକ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟାପଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶିକ୍ଷାବିତ୍‌ ତଥା ନାଟ୍ୟ ନିର୍ଦ୍ଦେଶକ ନିରଞ୍ଜନ ମୁଦୁଲିଙ୍କ ପୌରୋହିତ୍ୟରେ କଳାପ୍ରେମୀମାନଙ୍କୁ ନେଇ ଶ୍ରୀଜଗନ୍ନାଥ କଳା ସାଂସ୍କୃତିକ ମଞ୍ଚର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି
Read More...

ଗଞ୍ଜାମ ଜିଲ୍ଲା ଓଜେୟୁ ଶାଖା ପକ୍ଷରୁ ବଟେଶ୍ୱର ବେଳାଭୂମି ସ୍ଵଚ୍ଛତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ରର ସମିଶ୍ରଣରେ ଉତ୍ପତିର ବେଳାଭୂମି ବିଶ୍ୱ ମାନଚିତ୍ରରେ ଅଲିଭରିଡିଲେ ଅଣ୍ଡା ଦାନା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଜେୟୁ ପକ୍ଷରୁ ରବିବାର ପୂର୍ବାହ୍ନରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗଞ୍ଜାମ ଜିଲ୍ଲା ଓଜେୟୁ କର୍ମକର୍ତ୍ତାଙ୍କ ଯୋଗଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗଞ୍ଜାମ ଜିଲ୍ଲା ଓଜେୟୁ କର୍ମକର୍ତ୍ତା । ଗଞ୍ଜାମ ଜିଲ୍ଲା ଓଜେୟୁ କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ସମ୍ପାଦକ ଶିବ ପ୍ରସାଦ ସାହୁ ଓ ରାଜ୍ୟ ମହିଳା ସବ୍‌କମିଟି ଆବାହିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼
Read More...

ସାମୁଦ୍ରିକ ମତ୍ସ୍ୟଜୀବି ସଚେତନତା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୋଡ଼ାମପେଟା ଗ୍ରାମର ଗୋଖରକୁଡା ମତ୍ସ୍ୟ ଅବତରଣ କେନ୍ଦ୍ରଠାରେ ସାମୁଦ୍ରିକ ମତ୍ସ୍ୟଜୀବିଙ୍କୁ ନେଇ ଏକ ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ)ସୁବ୍ରତ କୁମାର
Read More...

ମିଶନ ଶକ୍ତି ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ : ୧୬୬୫ ସ୍ୱୟଂ ସହାୟକ ଗୋଷ୍ଠୀ ହେବେ ଉପକୃତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମହିଳାଙ୍କ ନିମନ୍ତେ ଭର୍ଚୁଆଲ ମାଧ୍ୟମରେ ଋଣ ଛାଡ଼ ଓ ଋଣ ବୃଦ୍ଧିର ଶୁଭାରମ୍ଭ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ଗଞ୍ଜାମ ଏନ୍‌ଏସିରେ ଦୋଳଯାତ୍ରା ପ୍ରସ୍ତୁତି ଶାନ୍ତି କମିଟି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଆସନ୍ତା ମାସ ୨୧ତାରିଖରୁ ଆରମ୍ଭ ହେବାକୁ ଯାଉଛି ପବିତ୍ର ଐତିହାସିକ ଦୋଳପୂର୍ଣ୍ଣମା ଯାତ୍ରା । ଏଥି ପାଇଁ ଏକ ପାକ ପ୍ରସ୍ତୁତି ବୈଠକ ଗଞ୍ଜାମ ଏନ୍‌ଏସି କନଫରେନ୍ସ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନ୍‌ଏସି ଅଧକ୍ଷା ଶ୍ରୀମତୀ
Read More...

ହୁମ୍ମା ଫାଣ୍ଡି ଅଧିକାରୀ ଛାତ୍ରକୁ ମାଡ ଅଭିଯୋଗରେ ପ୍ରତିବାଦ କଲେ ଲୋକେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧିନସ୍ଥ ହୁମ୍ମା ଅଞ୍ଚଳର ଜଣେ କଲେଜ ଛାତ୍ରଙ୍କୁ ବିନା କାରଣରେ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ମାଡ଼ ମାରିଥିବା ଅଭିଯୋଗରେ ସ୍ଥାନୀୟ ଲୋକେ ସୋମବାର ଫାଣ୍ଡି ସମ୍ମୁଖରେ ପ୍ରତିବାଦ କରିଥିଲେ । ଯାହାଫଳରେ ଦୀର୍ଘ ସମୟ ଧରି
Read More...