ଋଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍ରୁ ପାରାଦୀପ ଟ୍ରଲର୍ ଜବତ : ୯୭୯ କ୍ଵିଣ୍ଟାଲ ମାଛ ଜବତ, ୧୦ ମତ୍ସ୍ୟଜୀବି ଅଟକ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ରର ନୀଳ ଜଳରାଶୀ ନୋ ଫିସଙ୍ଗ ଜୋନ୍ରୁ ମାଛ ମାରୁଥିବା ବେଳେ ଏକ ପାରାଦୀପ ଟ୍ରଲର୍ ଜବତ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଟ୍ରଲର ମଧ୍ୟରୁ ୧୦ ଜଣ ମତ୍ସ୍ୟଜୀବିଙ୍କୁ ଅଟକ ରଖାଯାଇଛି । ସେଥିରେ!-->…
Read More...
Read More...