Browsing Tag

gajapati news

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଝିଅ

ଗଜପତି, (କେପିଏନ୍‌ଏସ୍‌) : କରୋନା ମହାମାରୀରେ ଅନେକ ପରିବାର ଉଜୁଡି ଯାଇଥିବା ବେଳେ ଅନେକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଏହିଭଳି ଅବସ୍ଥାରେ ପରିବାରର କିଏ ମୁରବି ହରାଇଛି ତ କିଏ ରୋଜଗାରିଆ ପୁଅକୁ ହରାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲା ମୋହନା
Read More...

ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତ ଦେହ ଠାବ : ମୃତଦେହ ପଡିଥିବା କୋଠରୀକୁ ସିଲ୍‌ କଲା ପୋଲିସ୍‌

ଗଜପତି : ଗଜପତି ଜିଲା ଗୋସାଣି ବ୍ଲକ ଅନ୍ତର୍ଗତ କଣ୍ଟାବାଡ ପଞ୍ଚାୟତର ଆରିବା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଗତକାଲି ରାତିର ଏହି ଘଟଣାରେ ସାରା ଅଂଚଳ ସ୍ତବ୍‌ଦ ହୋଇଯାଇଛି । ଜଣେ ଯୁବତୀଙ୍କ ଘର ଭିତରେ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଥିବା ବେଳେ ଦୁଇ
Read More...

ଗଜପତି ଜିଲ୍ଲା ମୋହନା ‌ବ୍ଲକ ବିଡିଓ ନିଲମ୍ବିତ

ଗଜପତି : ଗଜପତି ଜିଲ୍ଲା ମୋହନା ‌ବ୍ଲକ ବିଡିଓ ବଂଶୀଧର ଖୋସଲା ନିଲମ୍ବିତ ହୋଇଥିବା ଜଣାପଡ଼ିଛି । କାଜୁ ନିଲାମକୁ ନେଇ ଚଂଚକତା ଓ କ୍ଷମତାର ଦୁରୂପୋଯୋଗ ଅଭିଯୋଗରେ ତା‌ଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଇଛି । ଗଞ୍ଜେଇ ସହ କାଜୁ ଜବତ ଘଟଣାରେ ମଧ୍ୟ ବିଡ଼ିଓଙ୍କ ନାଁରେ ଅଡବା ଥାନାରେ ମାମଲା
Read More...

ଗଜପତିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ଜଣେ ଗିରଫ

ଗଜପତି : ଗଜପତିରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । କମଳାପୁର ନାକା ପଇଣ୍ଟରେ ପାଟ୍ରୋଲିଂବେଳେ ୧୪୯ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ । ଘଟଣାରେ ଜଣଙ୍କୁ ଗିରଫ କରିଛି ମୋହନା ପୋଲିସ । ଗିରଫ ଅଭିଯୁକ୍ତ ବିହାରର ବୈଶାଳୀ
Read More...

ଚୋରାଚାଲଣ ବେଳେ ଗଜପତିରୁ ୪୮ କେଜି ୭୦୦ଗ୍ରାମର ଗଂଜେଇ ଜବତ କଲା ପୋଲିସ

ଗଜପତି : କମ୍ବଳ ବୋଝେଇ ଗାଡ଼ିରେ ଜବତ ହେଲା ଗଂଜେଇ । ଚୋରା ଚାଲଣ ବେଳେ ଗଜପତି ଜିଲ୍ଲାରୁ ୪୮ କେଜି ୭୦୦ଗ୍ରାମର ଗଂଜେଇ ଜବତ କଲା ଅଡ଼ବା ପୋଲିସ । ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ କରୁଥିବା ବେଳେ ୨ଟି ବୋଲେରୋ ମିନି ଟ୍ରକକୁ ଅଟକାଇ ଯାଂଚ କରିଥିଲା ପୋଲିସ । ଗାଡ଼ିରୁ ଶୀତ
Read More...

୧୩ କୋଟି ଟଙ୍କାର ଗଞ୍ଜେଇ ଚାଷ ପୋଡିଲେ ଅବକାରୀ ବିଭାଗ ଓ ପୋଲିସ

ଗଜପତି : ବେଆଇନ ଗଞ୍ଜେଇ ଚାଷର ଚରାଭୂଇଁ ସାଜିଛି ଗଜପତି ଜିଲ୍ଲା । ପ୍ରତ୍ୟହ ପ୍ରାୟ ଏଠାରେ ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ବେଳେ ଗୁରୁବାର ଦିନ ଏଠାରେ ପ୍ରାୟ ୬୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କା ହେବ ବୋଲି
Read More...

ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହେଲେ

ଗଜପତି : ଗଜପତି ଜିଲ୍ଲାରେ ୨ଦିନରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି । ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ
Read More...