ଏସଟିଏଫ୍ ହାତରେ ଧରାପଡ଼ିଲା ହାତୀ ଦାନ୍ତ ଚୋରା ଚାଲାଣକାରୀ ବିପୁଲ : ୯ କେ.ଜି ଓଜନର ହାତୀ ଦାନ୍ତ ଜବତ
ଦେଓଗାଁ, (ମନୀଷ କୁମାର ସାହୁ) : ଏସଟିଏଫ୍ ହାତରେ ଧରାପଡ଼ିଛି ହାତୀ ଦାନ୍ତ ଚୋରା ଚାଲାଣକାରୀ ବିପୁଲ ବୋଲି ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଗୁଡଭେଲାରେ ଡିଲ୍ ବେଳେ ଏସଟିଏଫ୍ ଓ ବନ ବିଭାଗର ମିଳିତ ଚଢାଉରେ ଅଭିଯୁକ୍ତ ବିପୁଲ ବାଗକୁ ଗିରଫ କରାଯାଇଥିବା ବେଳେ୯ କେ.ଜି ଓଜନର!-->…
Read More...
Read More...