ବାଇକ୍ ଚୋରି ସଂଦେହରେ ଗାଡି ସହ ଜଣେ ଯୁବକ ଅଟକ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବଙ୍ଗଳା ଛକ ନିକଟରେ ଏକ ଦୁଇ ଚକିଆ ଗାଡିରେ ଥିବା ଜଣେ ଯୁବକଙ୍କୁ ସଂଦେହ କରି ଦେଓଗାଁ ପୁଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ପ୍ରକାଶ ଥାଉ କିି, ଗୁରୁବାର ଦିନ ୧୧ଟା ସମୟରେ ବଙ୍ଗଳା ଛକରେ ଜଣେ ଯୁବକ ଏକ ବାଇକରେ ଛକି ରହିଥିଲେ!-->…
Read More...
Read More...