Browsing Tag

deogaon news

ତୃତୀୟ ଦିବସରେ କଛାରପାଲି ଗଜଲକ୍ଷ୍ମୀ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ସ୍ଥିତ ସାହୁପଡ଼ା ପ୍ରଗତି ଯୁବକ ସଂଘ ପକ୍ଷରୁ ୯ମ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ତୃତୀୟ ଦିବସରେ ପହଞ୍ଚିଛି । ଶନିବାର ଦିନ କଳସ ଶୋଭାଯାତ୍ରା ପରେ ରବିବାର ଦିନ ପୂଜାରମ୍ଭ ହୋଇ ପ୍ରତ୍ୟହ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ହୋଇଆସୁଛି । ପ୍ରଥମ ଦିନ
Read More...

ଦେଓଗାଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସଡକ ଦୁର୍ଘଟଣା

ଦେଓଗାଁ, (ମନୀଷ କୁମାର ସାହୁ) : ସ୍ଥାନୀୟ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ, ଗତକାଲି ଏକ ଡିଜେଲ ଟ୍ୟାଙ୍କରକୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିବା ବେଳେ ଡିଜେଲ ଟ୍ୟାଙ୍କରର ଡ୍ରାଇଭର ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମ
Read More...

ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ସ୍ଥିତ ସାହୁପଡ଼ା ପ୍ରଗତି ଯୁବକ ସଂଘ ପକ୍ଷରୁ ୯ମ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ସନ୍ଧ୍ୟାରେ କଳସ ଶୋଭାଯାତ୍ରା ହୋଇଯାଇଛି । ଅପରାହ୍ନରେ ଦେଓଗାଁ ସୋନଗଡ ନଦୀରୁ ଶତାଧିକ ମହିଳାଙ୍କ ଦ୍ଵାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରବିବାର
Read More...

କାର୍ଯ୍ୟରତ ପୁଲିସ କର୍ମଚାରୀ ମୀନକେତନ ବୁଡ଼େକଙ୍କ ଅକାଳ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି (କନ୍ଧପାଲି)ପଡ଼ାର ପୁଲିସ କର୍ମଚାରୀ ମୀନକେତନ ବୁଡ଼େକ ଓରଫ ଶ୍ୟାମ(୩୪)ଙ୍କ ଗତ ଗୁରୁବାର ରାତିରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଶ୍ରୀ ବୁଡ଼େକ କୋରାପୁଟ ଜିଲ୍ଲାରେ ଫାଷ୍ଟ ଆଇଆରବିଏନ
Read More...

ଗୌଡଗୋଠ ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ଗାଁରେ ମହାଳୟା ଅମାବାସ୍ୟା ଦିନ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇ ବରୁଆ ଦେହରେ ଦେବୀ ଆବିର୍ଭାବ ହୋଇଥିଲେ । ରବିବାର ଦିନରୁ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ବିଧିପୂର୍ବକ ପୂଜାର୍ଚ୍ଚନା ଓ ବୁଧବାର ଦିନ ଦେଝାରରେ ପୂଜାର୍ଚ୍ଚନା ପରେ
Read More...

ଉଡାରରେ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାରରେ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୨୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସିଦ୍ଧାର୍ଥ ନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଅତିଥି ଭାବେ ଘୁଚିପାଲି ସ୍କୁଲ ପ୍ରଧାନ
Read More...

ଭୀମପାହାଡରେ ପର୍ଯ୍ୟଟକଙ୍କ ଗହଳି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼ରେ ଦଶହରା ପାଇଁ ଏବେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି । ଡଙ୍ଗର ଉପରକୁ ଯାଇ ଭୀମଙ୍କ ଗୁମ୍ଭାର ଦର୍ଶନ ପରେ ଲୋକେ ଭୋଜି ଭାତର ଆସର ସହ ବୋଟିଙ୍ଗର ମଜା ନେଉଛନ୍ତି । ଏହି ପର୍ଯ୍ୟଟନସ୍ଥଳୀକୁ ଜିଲ୍ଲା ତଥା
Read More...

କଛାରପାଲି ରଣାପଡ଼ାରେ ୫୬ତମ ଦୁର୍ଗାପୂଜା ଓ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ରଣାପଡ଼ାର ଜୟଦୁର୍ଗା କ୍ଲବ ପକ୍ଷରୁ ୫୬ତମ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚବିଶ ପ୍ରହରୀ ନାମଯଜ୍ଞ ସୋମବାର ଦିନ ନାମାରମ୍ଭ ହୋଇଥିଲା । ଚଳିତ ବର୍ଷ ଦୁର୍ଗାପୂଜା କର୍ତ୍ତା ଭାବେ ଅଜୟ ରଣା ଓ ଧର୍ମପତ୍ନୀ ସୁନିତା ରଣା ଏବଂ
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ଜରାସିଂହା ମନ୍ଦିରକୁ ପହଞ୍ଚିଲା ପାଟ ସିନ୍ଦୁର, ଆଜି ଦେଝାରରୁ ବାହାରିବେ ଦେବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟ ସିନ୍ଦୁର ସୋମବାର ରାତିରେ ପାଟଖଣ୍ଡା ଦେବୀଙ୍କ ମୁଖ୍ୟ ମନ୍ଦିର ଜରାସିଂହାରେ ପହଞ୍ଚିଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପାଟଣାଗଡ଼ରୁ ବାହାରି ବିଭିନ୍ନ ସ୍ଥାନରେ ପୂଜା ଅର୍ଚ୍ଚନା
Read More...

ସିଂହାମୁଣ୍ଡା ସୋମନାଥ ବ୍ରତ ମହୋତ୍ସବ ୫ରୁ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ସିଂହାମୁଣ୍ଡା ଗାଁର ବଡଓଷା କମିଟି ଆନୁକୂଲ୍ୟରେ ଆସନ୍ତା ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ୫୦ତମ ସୋମନାଥ ବ୍ରତ ମହୋତ୍ସବ ଆୟୋଜିତ ହେବ । ଏହି ଉପଲକ୍ଷେ ୫ରୁ ପୂଜା ଆର. ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ଜଳନ୍ଧର ରାଜ ଦରବାର ଅନିଲ
Read More...