Browsing Tag

cuttack news

ଭଟ୍ଟାରିକା ମନ୍ଦିରରେ ୨ ଫୁଟ୍‌ର ବନ୍ୟା ପାଣି

କଟକ : ବଡ଼ମ୍ବା ଭଟ୍ଟାରିକା ମନ୍ଦିରରେ ପାଣି ପଶିଯିବାରୁ ମା'ଙ୍କୁ ସ୍ଥାନାନ୍ତର କରାଯାଇଛି । ନିକଟସ୍ଥ ରତ୍ନଗିରି ପାହାଡ଼ର ଅସ୍ଥାୟୀ ଗମ୍ଭୀରାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
Read More...

ହେଭେନ୍ ରାଇଟ୍ସ ତରଫରୁ ଗୁରୁଦିବସ ପାଳିତ

କଟକ : ହେଭେନ୍ ରାଇଟ୍ସ ତରଫରୁ ଗୁଗଲ ମିଟ୍‌ ମାଧ୍ୟମରେ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଯାଜପୁରରୁ ସୁସାହିତ୍ୟିକ ଆଶୁତୋଷ ମିଶ୍ର ଓ ବଲାଙ୍ଗିରରୁ ଅଧ୍ୟାପକ ତଥା ସୁନାମଧନ୍ୟ ବ୍ୟଙ୍ଗକବି, ନାଟ୍ୟ
Read More...

ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର ଓଡିଶାରେ କମିଛି

କଟକ : ୨୦୨୨ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣାରେ ଓଡିଶାରେ କମିଛି । ସଡକ ଦୁର୍ଘଟଣା ୭.୫୬% ହ୍ରାସ ପାଇଥିବା ବେଳେ ମୃତ୍ୟୁହାର ୬.୨୪% ହ୍ରାସ ପାଇଛି । ରାଜ୍ୟ ଦ୍ୱିତୀୟ ତ୍ରୈମାସିକରେ ୨୮୯୭ ସଡ଼କ ଦୁର୍ଘଟଣା ରେକର୍ଡ କରିଛି ଯେଉଁଥିରେ ୧୩୯୭
Read More...

ଆସନ୍ତା ୫ ତାରିଖରୁ ପ୍ରତି ଶନିବାର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଓଡ଼ିଶା ହାଇକୋର୍ଟ

କଟକ : କେବଳ ଛୁଟିଦିନକୁ ଛାଡ଼ିଦେଲେ ଆସନ୍ତା ୫ ତାରିଖରୁ ପ୍ରତି ଶନିବାର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଓଡ଼ିଶା ହାଇକୋର୍ଟ । ଦୁଇ ସିଫ୍ଟରେ ଓଡ଼ିଶା ହାଇକୋର୍ଟ ପରିଦର୍ଶନ କରିପାରିବେ । ସକାଳ ୧୦ଟାରୁ ସାଢ଼େ ୧୧ଟା ଓ ସାଢ଼େ ୧୧ରୁ ୧ଟା ପର୍ଯ୍ୟନ୍ତ ଲୋକେ ହାଇକୋର୍ଟ ପରିଦର୍ଶନ କରିବେ ।
Read More...

ଭଟ୍ଟାରିକା ମନ୍ଦିରରେ ପଶିଲା ପାଣି

କଟକ : ଲଗାଣ ବର୍ଷା ଯୋଗୁଁ କଟକ ମା' ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ପାଣି । ମନ୍ଦିର ଭିତରେ ପାଣି ପଶିବାରୁ ମା'ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
Read More...

ଯାଦବ ମହାସଭା ପକ୍ଷରୁ ବୃକ୍ଷ ରୋପଣ

କଟକ, (ଶ୍ରୀକାନ୍ତ ବେଉରା) : କଟକ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନ୍‌ର ରାଜ୍ୟ ସଭାପତି ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇପ୍ସ.ପ୍ରଦୀପ କୁମାର ବେହେରାଙ୍କ ଆହ୍ୱାନ କ୍ରମେ କଟକ ସଦର ୪୨ ମୌଜା ଯାଦବ ମହାସଭା ପକ୍ଷରୁ କଟକ ସଦର ବ୍ଲକ ଅନ୍ତର୍ଗତ ବେଣ୍ଟକାର
Read More...

ମା’ ଦକ୍ଷିଣେଶ୍ୱରୀ ମନ୍ଦିର ପୀଠରେ ବୃକ୍ଷ ରୋପଣ

କଟକ, (ଶ୍ରୀକାନ୍ତ ବେଉରା) : କଟକ ସଦର ବୟାଳିଶମୌଜା ବେଣ୍ଟକାର ପଞ୍ଚାୟତ ଅନ୍ତର୍ଗତ ଏରଞ୍ଚ ଗ୍ରାମସ୍ଥିତ ମା' ଦକ୍ଷିଣେଶ୍ୱରୀ ମନ୍ଦିର ପୀଠରେ ସଫେଇ କାର୍ଯ୍ୟକ୍ରମ ହେବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷାବିତ୍ ସ୍ୱାଧୀନ ଶେଖର
Read More...

ବିସିସିଆଇ ଅମ୍ପାୟାର୍‌ ପରୀକ୍ଷାରେ ଧିରଜ ସିଂ କୃତକାର୍ଯ୍ୟ

କଟକ : ପୂର୍ବତନ ରଣଜୀ ଖେଳାଳି ତଥା ବାମହାତୀ ସ୍ପିନର୍‌ ଧିରଜ ସିଂ କ୍ୟାରିୟରର ଦ୍ୱିତୀୟ ଭାଗରେ ଅମ୍ପାୟାରିଂ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ନିକଟରେ ଅନୁଷ୍ଠିତ ବିସିସିଆଇ ପର୍ଯ୍ୟାୟ-୨ ଅମ୍ପାୟରିଂ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି । ମୋଟ୍‌ ୧୫୦ ରୁ ଧିରଜ ୧୨୧ ନମ୍ବର
Read More...

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ତଥା ସାହିତ୍ୟିକ ପ୍ରବୋଧ କୁମାର ରାଉତଙ୍କ ଦେହାନ୍ତ

କଟକ : ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ତଥା ସାହିତ୍ୟିକ ପ୍ରବୋଧ କୁମାର ରାଉତ(୫୨)ଙ୍କର ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସିଡିଏ ସେକ୍ଟର-୬ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ସେ ଦୁଇ ଦିନ ହେଲା ଚିକିତ୍ସିତ ହେଉଥିଲେ । ଡାକ୍ତରମାନଙ୍କ ସକଳ ଚେଷ୍ଟା
Read More...

ସୁପ୍ରିମକୋର୍ଟ କଲିଜିୟମ ସୁପାରିସ : ଜଷ୍ଟିସ ଶୁଭାଶିଷ ତାଳପାତ୍ର ହେବେ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ : ଜଷ୍ଟିସ ଶୁଭାଶିଷ ତାଳପାତ୍ର ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ ଶୁଭାଶିଷ ତାଳପାତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲିଜିୟମ ସୁପାରିସ କରିଛନ୍ତି । ଜୁନ ୧୦, ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ପୂର୍ବରୁ ତ୍ରିପୁରା
Read More...