Browsing Tag

cuttack news

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

କଟକ, (ଚକ୍ରବର୍ତ୍ତୀ ଓତା) : କଟକସଦର ବ୍ଲକ୍‌ ଅର୍ନ୍ତଗତ ୪୨ମୌଜା ଝାରକଟା ପଂଚାୟତସ୍ଥ ପଟଣା ଗ୍ରାମର ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ଭବନରେ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକରେ ଏକ ସ୍ମୃତିଚାରଣ ସଭା
Read More...

ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଯଶୱନ୍ତ ଜେଠୱା

କଟକ : ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଯଶୱନ୍ତ ଜେଠୱା । ଗତକାଲି ଆଇପିଏସ୍ ସ୍ତରରେ ଅଦଳବଦଳ ବେଳେ ଭିଜିଲାନ୍ସର ନୂଆ ନିର୍ଦ୍ଦେଶକ ଭାବେ ଜେଠୱାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ପରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପଦ ଖାଲି
Read More...

କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା : ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଟକ : କମିଶନରେଟ ପୋଲି୍ସକୁ ମଳିଛି ବଡ ସଫଳତା । ଗୋଟିଏ ଟ୍ରକରୁ ୫୬୦ କେଜି ଗଞ୍ଜାଇ ଜବତ କରିଛି । ଜବତ ଗଞ୍ଜାଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ସୂଚନା ଅନୁସାରେ, ଗତକାଲି କଟକର ମହାନଦୀ ବ୍ରିଜ୍ ଉପରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇବା ବେଳେ
Read More...

ନାଏବ ସରପଞ୍ଚ ଗୁରୁଚରଣ ମହାନ୍ତିଙ୍କର ଦେହାନ୍ତ

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ହଳଦିଆ ପଞ୍ଚାୟତ ନାଏବ ସରପଞ୍ଚ ଗୁରୁଚରଣ ମହାନ୍ତିଙ୍କର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା, ସ୍ଥାନୀୟ ସରପଞ୍ଚ ସୁମିତ୍ରା ଖୁଣ୍ଟିଆ, ସମିତ ସଭ୍ୟ ଶିବ ନାରାୟଣ
Read More...

ବନ୍ଧୁକ ରାକେଟ ଠାବ : ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ

କଟକ : କଟକରୁ ବନ୍ଧୁକ ରାକେଟ ଠାବ ହୋଇଥିବା ଖବର ମିଳିଛି । ତେବେ ଏହି ରାକେଟ ଠାରୁ ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ କଟକରେ ଗତ ୩ ମାସ ମଧ୍ୟରେ ୪୩ଟି ବନ୍ଧୁକ ଓ ୨୨୫ଟି ଗୁଳି ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ
Read More...

ରାହାଣିଆ ପଞ୍ଚାୟତର ମୋଗଲପାଟଣା ଗାଁକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

କଟକ : ମାହାଙ୍ଗା ବ୍ଲକ ଅନ୍ତର୍ଗତ ରାହାଣିଆ ପଞ୍ଚାୟତର ମୋଗଲପାଟଣା ଗାଁରେ ମାତ୍ରାଧିକ କରୋନା ସଂକ୍ରମଣ ହୋଇଥିବାରୁ ସେହି ଗାଁକୁ ଆଜି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ସରପଞ୍ଚ କାର୍ତ୍ତିକ ଜେନା । ମାହାଙ୍ଗାର ବି.ଡି.ଓ, ପୋଲିସ, ଆଶାକର୍ମୀ,
Read More...

ବିଶିଷ୍ଟ ସାହିତ୍ୟିକା ମୀନାକ୍ଷୀ ଦେବୀ ଆଉ ନାହାନ୍ତି

କଟକ : ‘ଉତ୍କଳ ସାହିତ୍ୟ ସମାଜ’ର ସାଧାରଣ ସମ୍ପାଦକ, ‘ଓଡ଼ିଆ ଗୀତିକବି ସମାଜ’ର ସମ୍ପାଦକ, ସେବା ଅନୁଷ୍ଠାନ ‘ଆଶା ଆଶ୍ୱାସନା’ର ପ୍ରତିଷ୍ଠାତା ସମ୍ପାଦକ ତଥା ସ୍ୱନାମଧନ୍ୟା ଲେଖିକା, ସାରସ୍ୱତ ସଂଗଠିକା ଓ ସମାଜସେବିକା ଶ୍ରୀମତୀ ମୀନାକ୍ଷୀ ଦେବୀ(୬୭) ଆଉ ନାହାନ୍ତି । ଗତକାଲି ସନ୍ଧ୍ୟାରେ
Read More...

ଦେଶରୁ କରୋନା ନିରାକରଣ ପାଇଁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମୂହ ଦୀପଦାନ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ୍‌ରେ ସଂଧ୍ୟା ୭ଘଟିକା ସମୟରେ ୪୨ମୌଜା ଝାରକଟା ପଂଚାୟତସ୍ଥ ପଟଣା ଗ୍ରାମରେ ଥିବା ଆନନ୍ଦ ନୃସିଂହ ପୂଜ୍ୟପୂଜା ଭବନରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଅନୁଷ୍ଠାନର ସଭାପତି ଶ୍ରମିକ ନେତା ସମାଜସେବୀ ଇଂ ଅଶୋକ କୁମାର ବିଶ୍ୱାଳଙ୍କ
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅସହାୟଙ୍କୁ ସହାୟତା ପ୍ରଦାନ

କଟକ, (ଚକ୍ରବର୍ତ୍ତୀ ହୋତା)କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଲକଡାଉନ, ସଟଡାଉନ, ସାମୁଦ୍ରିକ ବାତ୍ୟା ୟାସ ଏବଂ ନିରବିଛିନ୍ନ ବର୍ଷାରେ ପ୍ରଭାବିତ ହୋଇଥିବା ଅରିଲୋ, ରାମକମାରପୁର ଆଦି କଟକ ସଦର ବିଭିନ୍ନ ସ୍ଥାନରେ ଥିବା ଦିବ୍ୟାଙ୍ଗ, ଭିନ୍ନକ୍ଷମ
Read More...

ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ : ଆଜିଠୁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ । ଦିନକୁ ଦିନ କରୋନା ସଂକ୍ରମଣ କଟକ ସହରରେ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର କିଛି କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଏହାକୁ ଆଖି ଆଗରେ ରଖି ରେଜିଷ୍ଟ୍ରାର୍ ଜେନେରାଲ୍ ଏହି ନିର୍ଦ୍ଦେଶନାମା ଜାରି
Read More...