Browsing Tag

cuttack news

ଭାରତୀୟ କିଷାନ ସଂଘ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବୀପତ୍ର

କଟକ : ଭାରତୀୟ କିଷାନ ସଂଘ କଟକ ଓଡ଼ିଶା ପକ୍ଷରୁ କଟକ ସଦର ବ୍ଲକ ବାରଙ୍ଗ, ନିଶ୍ଚିନ୍ତକୋଇଲି, ମାହାଙ୍ଗା, ବାଙ୍କୀ ୧, ବାଙ୍କୀ ୨, ଆଠଗଡ଼, କଣ୍ଟାପଡା, ତିଗିରିଆ ଆଦି ବହୁ ବ୍ଲକର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏମ୍‌ଏସ୍‌ପିର ମୂଲ୍ୟ ବୃଦ୍ଧି କରିବା ନେଇ କାର୍ଯ୍ୟକର୍ତା ବର୍ଗ ମହାମହିମ
Read More...

ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

କଟକ : କଟକ ବାଦାମବାଡ଼ିରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡର କିଛି ସମୟ ମଧ୍ୟରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ବିକାଶ ଭବନ ସାମ୍ନାରେ ଥିବା ଆପାର୍ଟମେଣ୍ଟର ତୃତୀୟ ମହଲାରେ ଅଗ୍ନିକାଣ୍ଡ
Read More...

କଟକ ଜିଲ୍ଲା ଓବିସି ମୋର୍ଚ୍ଚା ପକ୍ଷରୁ ଓବିସି ସଂରକ୍ଷଣ ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଟକ : ରାଜ୍ୟ ସରକାର ଓବିସି ମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ କ୍ଷେତ୍ରରେ ଅଣଦେଖା କରୁଥିବା ନେଇ ସାରା ରାଜ୍ୟରେ ନିଆଁ ଜଳୁଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି କଟକ ନଗର ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ : ଉପକୃତ ହେବେ କଟକର ହିତାଧୀକାରୀ

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲାକୁ ଗସ୍ତ କରି ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଛନ୍ତି । ଯାହା ଦ୍ୱାରା ଉପକୃତ ହେବେ କଟକର ହିତାଧୀକାରୀମାନେ । କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁସ୍ଥ ଓଡିଶା ଓ ସୁଖୀ
Read More...

ରାଜ୍ୟସ୍ତରୀୟ ସାରସ୍ୱତ ସାହିତ୍ୟ ସମାରୋହ

କଟକ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାଲେଶ୍ଵରର ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କୋଶଳ ସାରଥି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସାରସ୍ୱତ ସାହିତ୍ୟ ସମାରୋହ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦିକା
Read More...

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଗାନ୍ଧିବାଦୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ୮ମ ଶ୍ରାଦ୍ଧବାର୍ଷିକ ଉତ୍ସବ…

କଟକ, (କେପିଏନ୍‌ଏସ୍‌) : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜନ୍ମ ଜୟନ୍ତୀ ଏବଂ ସମାଜସେବୀ ନାଟ୍ୟକାର ସ୍ୱର୍ଗତଃ ନୃସିଂହଚରଣ ଦାସ, ଚିତ୍ରଶିଳ୍ପୀ ଓ ସମାଜସେବୀ ଓ ଗାନ୍ଧିବାଦୀ ସ୍ୱର୍ଗତଃ ଆନନ୍ଦ
Read More...

ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର ଗିରଫ

କଟକ : ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର ଗିରଫ ହୋଇଥିବା ଜଣାପଡିଛି । ଓଡିଶା ଏସ୍‌ଟିଏଫ୍‌ ରାଜସ୍ଥାନ ପୋଲିସର ସହାୟତାରେ ସ୍ଥାନୀୟ ଯୋଦ୍ଧପୁରରୁ ଏହି କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାରକୁ ଗିରଫ କରିଛି । ଆଜବାହାରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର
Read More...

ଏଣିକି ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରିବ ସ୍ଥାୟୀ ଲୋକ ଅଦାଲତ

କଟକ : ଓଡ଼ିଶା ହାଇକୋର୍ଟରେ ଏଣିକି ସ୍ଥାୟୀ ଲୋକ ଅଦାଲତ କାର୍ଯ୍ୟ କରିବ ବୋଲି ଜଣାପଡିଛି । ଏହି ଲୋକ ଅଦାଲତରେ ହାଇକୋର୍ଟର ଅବସରପ୍ରାପ୍ତ ଦୁଇ ଜଣ ବିଚାରପତି ଜଷ୍ଟିସ୍‌ ଜେ.ପି. ଦାସ ଏବଂ ବିଚାରପତି ଜଷ୍ଟିସ୍‌ ଏ.କେ. ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏହି କାର୍ଯ୍ୟ ପାଇଁ ଦୁଇଟି
Read More...

ଇନ୍ସପେକ୍ଟର୍‌ ପାହ୍ୟାକୁ ପଦୋନ୍ନତି ପାଇଲେ ୧୧୭ ଏସ୍‌ଆଇ, ବଦଳି ବିଜ୍ଞପ୍ତି ବାହାରିଲା

କଟକ : ରାଜ୍ୟ ପୁଲିସ ବାହିନୀର କାର୍ଯ୍ୟରତ ୧୧୭ ଜଣ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ ପଦୋନ୍ନତି ପାଇଥିବା ନବନିଯୁକ୍ତ ଇନ୍ସପେକ୍ଟରମାନଙ୍କୁ ରାଜ୍ୟର ବିଭିନ୍ନ ପୁଲିସ୍‌ ଜିଲ୍ଲା, ପୁଲିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌କୁ ବଦଳି କରାଯାଇଥିବା
Read More...

ସାଇବର ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

କଟକ, (କେପିଏନ୍‌ଏସ୍‌) : କଟକ କନ୍ଦରପୁର ଥାନାର ତତ୍ତ୍ଵାବଧାନରେ କଟକ କନ୍ଦରପୁରରେ ସିନିୟର ସିଟିଜେନଙ୍କ ପାଇଁ ଏକ ସାଇବର ଆୱାରନେସ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ତାର କାର୍ଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି । ସବୁଠାରୁ ବଡ଼ କଥା
Read More...