Browsing Tag

chandanbhati news

ଜୀବନ୍ ଲାଗି ଜୀବ୍‌କା : ଚଉଦ ବର୍‌ଷର୍‌ ପିଲା ଦିନେଶ କିଂଦ୍‌ରୁଛେ ଗାଁ ଗାଁ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପେଟ୍‌କେ ମୁଠେ ଦାନା ଯୁଟାବାର ଲାଗି ମୁନୁଷ୍‌ ହର୍‌ମେସା ଲାଗିଛେ ଜୀବ୍‌କା ଥି । ଏଭେ ଏଭେ ଚନ୍ଦନଭାଟି ଖେଲ୍‌ ପଡିଆ ଥି ବାହାର୍‌ ରାଏଜ୍‌ ନୁ ଆସି କରି ଜରି ତଲେ ରହୁଥିଲେ କିଛି ପର୍‌ବାସୀ। ତାକର ଜୀବ୍‌କା ହେଲା କଏଁଚି, ଚକୁ ବାଗିର ଲୁହା ସାମାନ୍ ଧାର୍
Read More...

ପ୍ରଥମ ଦିନରେ ବୁରୋମୁଣ୍ଡା ବିବିସି କ୍ରିିକେଟ ଟୁର୍ଣ୍ଣାମେଣ୍ଟ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ବୁରୋମୁଣ୍ଡା ବିବିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ବିଭିନ୍ନ ସ୍ଥାନର ୧୬ଟି ଟିମ୍‌କୁ ନେଇ ତିନି ଦିନ ପର୍ଯ୍ୟନ୍ତ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ସରକାରଙ୍କ ପକ୍ଷରୁ
Read More...

ଚନ୍ଦନଭାଟିର ଅର୍ଦ୍ଧନିର୍ମିତ ଦୁର୍ଗା ମନ୍ଦିରର ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେଲା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଦେଢ ବର୍ଷ ତଳେ ଲୋକଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ଚନ୍ଦନଭାଟୀ ବସଷ୍ଟାଣ୍ଡରେ ଥିବା ଦୁର୍ଗା ମନ୍ଦିରର ନିର୍ମାଣ କାର୍ଯ୍ୟ । ହେଲେ କରୋନା ମହାମାରୀ ଯୋଗୁଁ ଅଟକି ରହିଥିଲା ଏହି କାର୍ଯ୍ୟ । ଭକ୍ତଙ୍କ ମନଯୋଗ ଏବଂ ସହଯୋଗରେ ପୁଣି ଅର୍ଦ୍ଧନିର୍ମିତ ମନ୍ଦିର କାମ
Read More...

ବଘଲା ନୂତନ ଖେଳ ପଡିଆ ପାଇଁ ଏକ ନଲକୂପ ଖନନ ଦାବୀ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମର ନୂତନ ଖେଳ ପଡିଆ ଉପରେ ଚନ୍ଦନଭାଟି ଅଞ୍ଚଳର ଶହ ଶହ ଖେଳାଳୀ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ କ୍ରିକେଟ, ଫୁଟବଲ ଖେଳିବାକୁ ତଥା ମର୍ଣ୍ଣିଂ ୱାକ୍ କରିବାକୁ ଲୋକେ ଯାଇଥାନ୍ତି । ହେଲେ ଏହି ପଡିଆଟି ଜଙ୍ଗଲ
Read More...

ଚନ୍ଦନଭାଟି ଆୟୁର୍ବେଦ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନାହାନ୍ତି : ରୋଗୀ ସେବା ଠପ୍

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ଆୟୁର୍ବେଦ ଚିକିତ୍ସାଳୟରେ ଡାକ୍ତର ରବିଶଙ୍କର ବାବୁ ତା.୪.୧୨.୨୦୧୫ ରୁ ତା.୩୦.୧୦.୨୦୨୦ ଦୀର୍ଘ ପାଞ୍ଚ ବର୍ଷ ଧରି ରୋଗୀମାନଙ୍କ ସେବା କରି ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଥିଲେ । ଗତ ୩୦ ତାରିଖରେ ତାଙ୍କୁ ଅବସରକାଳୀନ ବିଦାୟ
Read More...

ଦୀର୍ଘ ୩ ମାସ ହେଲା ଅଚଳ ହୋଇ ପଡିଛି ନଳକୂପ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଚାଂୟତର ବାଦିଘୋର ଗ୍ରାମରେ ହରିଜନ ପଡାଠାରେ ଅଚଳ ହୋଇ ପଡିଛି ନଳକୂପ । ଲୋକେ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁର ଲୋକଙ୍କ ଗୁାହରୀ କେହି ଶୁଣୁ ନଥିବା ଅଭିଯୋଗ ହେଉଛି । ଏଥିପାଇଁ ଜନ
Read More...

ଅଜଣା ବାଇକ୍‌ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଚିମନିଭାଟିର ମକରଧ୍ଵଜ ଭୂଏ(୪୫) ଆଜି ସକାଲ ୭ଟାରେ କୌଣସି କାମରେ ଚନ୍ଦନଭାଟି ଆସିଥିଲେ । ସକାଲ ୮ଟା ସମୟରେ କାମ ସାରି ସାଇକେଲରେ ଫେରୁଥିବା ବେଳେ ବାଦିଘୋର୍‌ ପୋଲ ନିକଟରେ ତାକୁ ଏକ ଅଜଣା ବାଇକ ଧକ୍କା ଦେଇ ଫେରାର୍‌ ମାରିଥିଲା । ବାଟୋଇ
Read More...

ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଉପରପଡାବାସୀ ପାନୀୟ ଜଳ ପାଇବାରୁ ବଚିଂତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚନ୍ଦନ ଭାଟି ପଚାଂୟତର ବାଦିଘୋର ଗ୍ରାମର ଉପରପଡା ବାସିନ୍ଦା ଦୀର୍ଘ ୧୦ ବର୍ଷରୁ ଅଧିକ କାଳ ହେବ ପାନୀୟ ଜଳ ପାଇବାରୁ ବଚିଂତ ଅଛନ୍ତି । ଗ୍ରାମବାସୀ ଅନେକ ହାରି ଗୁହାରୀ କରିବା ପରେ ମଧ୍ୟ ବିଫଳ ହୋଇଥିଲେ । ପରେ ସମସ୍ୟାର
Read More...

ମା’ ଦୁର୍ଗାଙ୍କ ଭସାଣୀ ଯାତ୍ରା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଗୋଟିଏ ବର୍ଷ ପରେ ଆସିଥିଲେ ଧରାପୃ୍େ‌ଠକୁ ମା' ଦୁର୍ଗା । ମାନବ ସମାଜର କଲ୍ୟାଣ ନିମନେ୍‌ନ୍ତ ଆଶୀର୍ବାଦ ଦେବା ପାଇଁ ପାଞ୍ଚ ଦିନ ଧରି ପୂଜା ମଣ୍ଡପରେ ଉଭା ହୋଇ ପୂଜା ପାଉଥିଲେ ମା' । ଭକ୍ତଙ୍କ ହାରି ଗୁହାରି ଶୁଣିଥିଲେ । ଭକ୍ତମାନେ ମଧ୍ୟ ମା'ଙ୍କ
Read More...

ଚନ୍ଦନଭାଟି ସାପ୍ତାହିକ ବଜାରରେ ବିଜେଡି ପକ୍ଷରୁ ମା‌ସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ଚନ୍ଦନଭାଟି ସାପ୍ତାହିକ ବଜାରରେ ବିଜେଡି ପକ୍ଷରୁ ମା‌ସ୍କ ବଣ୍ଟନ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମସ୍ତଙ୍କ ନିଦ ହଜାଇ ଦେଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ
Read More...