Browsing Tag

bramhapur news

ଯକ୍ଷ୍ମାରୋଗର ଆରୋଗ୍ୟ ଓ ନିୟନ୍ତ୍ରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପକ୍ଷରୁ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଯକ୍ଷ୍ମାରୋଗର ନିରାକରଣ ଓ ଆଶୁଆରୋଗ୍ୟ ଉପରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଅଘଟଣର ତିନିଦିନ ବିତିଗଲାଣି : ଋଷିକୂଲ୍ୟା ଜଳଗଣ୍ଡରେ ନିଖୋଜ ଯୁବକର ପତ୍ତା ମିଳିଲା ନାହିଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ଜଳଗଣ୍ଡରେ ବୁଡ଼ିଯାଇଥିବା ଜଣେ ଶିକ୍ଷିତ ଯୁବକ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା । ଫାୟାର ବ୍ରିଗେଡ଼ିଅର ଏବଂ ଓଡ୍ରାଫଟିମ୍‌ ତନାଘନା କରି ଜଳଗଣ୍ଡରେ ଖୋଜା ଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକର ପତ୍ତା ମିଳିଲା ନାହିଁ । ଏ ଖବର ଛତ୍ରପୁର
Read More...

ନ୍ୟାୟ ପାଇବା ପାଇଁ ଦିନେଶଙ୍କ ଘର ଆଗରେ ଧାରଣାରେ ଅଡ଼ି ବସିରହିଛନ୍ତି ଦୀପିକା

• ପ୍ରେମ ପ୍ରତାରଣା ଜନିତ ବିଭିନ୍ନ ଘଟଣାର କାହାଣୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନ୍ୟାୟ ପାଇବା ପାଇଁ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣାରେ ଅଡ଼ି ବସିରହିଛନ୍ତି । ପ୍ରକାଶ ଥାଉକି, ଆଜିକୁ ଏକ ସପ୍ତାହ ଧରି କେ. ଦୀପିକା ନାମ୍ନୀ ଏକ ମହିଳା ବ୍ରହ୍ମପୁର ଦେଶବେହେରା ସାହିର
Read More...

ସ୍ଵାଧୀନତାର ଅମୃତ ମହୋତ୍ସବ ପାଇଁ ବକୃତା ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସ୍ଵାଧୀନତାର ଅମୃତ ମହୋତ୍ସବ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ପରିପ୍ରେକ୍ଷିରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡି ତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା ଓ ଦେଶାତ୍ମବୋଧକ
Read More...

କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟର ଶେଷ ବର୍ଷର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁରଠାରେ ଅବସ୍ଥାପିତ କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟରେ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ଆନୁକୂଲ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ମହାବିଦ୍ୟାଳୟ ଅଧ୍ୟୟନରତ ରାଜନୀତି
Read More...

ଗଞ୍ଜାମରେ ବଢୁଛି ଅଧିକାରୀଙ୍କ ଉପରେ ଆକ୍ରମଣ : ଆକ୍ରମଣର ଶିକାର ହେଲେ ତହସିଲଦାର, ସାକ୍ଷାତ କଲେ ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ପ୍ରଶାସନିକ ସେବା ଅବା ଓଏଏସ ପଦବୀରେ କାର୍ଯ୍ୟରତ ଗଞ୍ଜାମ ଅଧିକାରୀଙ୍କ ଉପରେ ଆକ୍ରମଣ ବଢୁଛି । ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏମିତି କେତେଥର ହେଲା ଅଭିଯୋଗ ଆଣି ଓଏଏସ ସଂଘ ପକ୍ଷରୁ ଦାବୀପତ୍ର ଦିଆଯାଇଥିଲେ ସୁଦ୍ଧା
Read More...

ବରିଷ୍ଠ ନାଗରିକଙ୍କୁ ପରିଚୟ ପ୍ରଦାନ କରିବା ନିମନ୍ତେ ଗଞ୍ଜାମ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ତଥା ଯୁବ କାଉନସିଲର ଦେବାଶିଷ ମିଶ୍ର ଓ ଟ୍ରଷ୍ଟର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକଙ୍କ ସମେତ ଅନ୍ୟଜ୍ଞାନୀ ଗୁଣୀମାନଙ୍କୁ ନେଇ
Read More...

ଗୋପାଳପୁର ବନ୍ଦର ପକ୍ଷରୁ କାଳୀପଲ୍ଲୀ ଗ୍ରାମ ପଞ୍ଚାୟତରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ଛତ୍ରପୁର ବ୍ଲକ କାଳୀପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଶନିବାର ଆୟୋଜିତ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ
Read More...

ତ୍ରିରଙ୍ଗା ଧ୍ୱଜା ଉଡାଇ ବିଦ୍ୟାର୍ଥୀଙ୍କ ପଦଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଛତ୍ରପୁର ମୁଖ୍ୟ ଡାକଘର ମିଳିତ ଆନୁକୂଲ୍ୟରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂତ୍ତି ଉପଲକ୍ଷେ ତ୍ରିରଙ୍ଗା ଧ୍ୱଜା ଉଡାଇ ବିଦ୍ୟାର୍ଥୀଙ୍କ ପଦଯାତ୍ରା ମାଧ୍ୟମରେ ଦେଶମାତୃକାର ପ୍ରତି ସଚେତନତା କରାଇ
Read More...

ତେଲୁଗୁ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କୁ ଓବିସି ପଛୁଆବର୍ଗ ଶ୍ରେଣୀରେ ସାମିଲ କରିବା ନିମନ୍ତେ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ବସବାସ କରୁଥିବା ପ୍ରାୟ ୧୫ ଲକ୍ଷ ତେଲୁଗୁ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କୁ ଓବିସି ପଛୁଆବର୍ଗ ଶ୍ରେଣୀରେ ସାମିଲ କରିବା ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସ୍ୱରୂପ ରେଡ୍ଡୀ ମହାସଂଘ ଦାବୀ ଉପସ୍ଥାପନ
Read More...