Browsing Tag

bramhapur news

ମୁନୁସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନବୀକରଣର ଲୋକାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନୁସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଏକ ସ୍ୱତନ୍ତ୍ର ମଞ୍ଜୁର ହୋଇଥିବା ୯୦ ଲକ୍ଷ ୧୫ ହଜାର ୩ ଶହ ୩୧ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଦ୍ଵାରା
Read More...

ବିଶିଷ୍ଟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ : ସରକାରୀ ସହାୟତା ଜରୁରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଜଣେ ଖ୍ୟାତି ଅର୍ଜନ କରିଥିବା ଚିତ୍ରଶିଳ୍ପୀ ତଥା ଚିତ୍ରକଳାରେ ପାରଦର୍ଶିତା ଅର୍ଜନ କରିଥିବା ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କର ଡାହାଣ ଗୋଡ଼ରେ ପୂର୍ବେ ଗୋଟିଏ କଣ୍ଟା ଗଳି ପଡ଼ିଥିଲା । ସେ
Read More...

ୟୁରୋ ସ୍କୁଲ ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ଆନୁକୂଲ୍ୟରେ ସ୍କୁଲ ପରିସରରେ ଜାତୀୟ କ୍ରୀଡା ଦିବସ
Read More...

ଟୁର୍ଣ୍ଣାମେଣ୍ଟ ନିମନ୍ତେ ଛତ୍ରପୁର ସନରାଇଜ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ କ୍ରୀଡା ସଂଗଠନ ସନରାଇଜ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ଭଲିବଲ କୋର୍ଟ ପରିସରରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ସନରାଇଜ ସ୍ପୋର୍ଟ୍ସ କ୍ଲବର ପରିଚାଳନା କମିଟିର କାର୍ଯ୍ୟକାଳ ଆସନ୍ତା ଦୁଇ ବର୍ଷ ନିମନ୍ତେ ନବୀକରଣ କରାଯାଇଥିଲା
Read More...

ପୁରୀଠାରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା-୨୦୨୨ ସାମାରୋହରେ ଦାସୁଡୁ ସତ୍ୟମ ସାଂସ୍କୃତିକ ଦଳ ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗନ୍ନାଥଧାମ ପୁରୀ ବଡ଼ଦାଣ୍ଡର ଅନ୍ନପୂର୍ଣ୍ଣା ଥିଏଟର ରଙ୍ଗମଞ୍ଚ ହଲରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟର ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ, ପୂର୍ବାଞ୍ଚଳ,
Read More...

ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଫାଣ୍ଡିକୁ ଥାନା ଭାବେ ଘୋଷିତ

• ଏନେଇ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିମଖଣ୍ଡି ଫାଣ୍ଡିକୁ ଉନ୍ନତିକରଣ କରି ବିଧିବଦ୍ଧ ଭାବରେ ଥାନାରେ ପରିଣତ କରିବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ବହୁଦିନର ଦାବୀ କରି
Read More...

ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ବାଳକର ପରିବାରବର୍ଗଙ୍କୁ ଭେଟି ଆଶ୍ୱାସନା ଦେଲେ ବିଧାୟକ ରମେଶ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିକଟରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୦ ବର୍ଷର ବାଳକର ମୃତ୍ୟ ଘଟିଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଛତ୍ରପୁର ବ୍ଳକ୍ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମର ମତ୍ସ୍ୟଜୀବୀ ସମ୍ପ୍ରଦାୟର ଏସ୍.ଅଭିରାମଙ୍କ ପିତା
Read More...

ସ୍ୱାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ଛତ୍ରପୁର ପରିଷଦର ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗଷ୍ଟ ୩୧ ତାରିଖରେ ସ୍ୱାୟତ୍ତ ଶାସନ ଦିବସ ପାଳନ ସୁରୁଖୁରୁରେ ସମ୍ପନ୍ନ କରାଯିବା ନିମନ୍ତେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍.ଗଣେଶ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁଇଦିନିଆ ପେନ୍‌ସନ୍‌ ଅଦାଲତ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓ ପ୍ରଧାନ ମହାଲେଖାକାର(ଏ.ଜି) ସହଯୋଗରେ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପେନ୍‌ସନ୍‌ ଅଦାଲତ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ "ଋଷିକୂଲ୍ୟା" ସମ୍ମିଳନୀ କକ୍ଷଠାରେ ଶୁକ୍ରବାର
Read More...

ଦାଦି ପ୍ରକାଶମଣିଙ୍କ ୧୫ତମ ଶ୍ରାଦ୍ଧ ଦିବସରେ ବିଶ୍ୱ ବନ୍ଧୁତ୍ୱ ଦିବସ ରୂପେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାକେନ୍ଦ୍ର ଛତ୍ରପୁର ସ୍ଥିତ ଶାନ୍ତି ଅନୁଭୂତି କେନ୍ଦ୍ରରେ ଗୁରୁବାର ବିଶ୍ୱ ବନ୍ଧୁତ୍ୱ ଦିବସ ତଥା ରତ୍ନପ୍ରଭା ରାଜ୍ ଯୋଗିନୀ ଦାଦି ପ୍ରକାଶମଣିଙ୍କ ୧୫ତମ ଶ୍ରାଦ୍ଧ ସ୍ମୃତି ଦିବସ ପାଳିତ ହୋଇଯାଇଛି ।
Read More...