Browsing Tag

bramhapur news

ବିପୁଳ ପରିମାଣର ଗଞ୍ଜେଇ ଜବତ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳରୁ ପଶ୍ଚିମବଙ୍ଗକୁ ବେଆଇନ୍ ଗଞ୍ଜେଇ ଚାଲାଣ ବେଳେ ଜଗନ୍ନାଥପ୍ରସାଦ ଗୋଚ୍ଛାବାଡି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରିଥିବା ଜଣାପଡିଛି । ତେବେ ଏହି ଚଢାଉରେ ୧୨୦ କିଲୋ ଗଞ୍ଜେଇ ଜବତ କରିବା ସହ କାର୍ ମଧ୍ୟ ଜବତ କରାଯାଇଛି ।
Read More...

ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୋପାଳପୁର ବନ୍ଦର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବବୃହତ ଉପକୂଳ ସ୍ୱଚ୍ଛତା ଅଭିଯାନ ଅବସରରେ ଛତ୍ରପୁର ସହର ଉପକଣ୍ଠ ଆର୍ଯ୍ୟପଲ୍ଲୀ ନିକଟରେ ଥିବା ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍‌) ପ୍ରତିଷ୍ଠାନ ପକ୍ଷରୁ ଭାରତୀୟ ତଟରକ୍ଷୀ ବାହିନୀ ସହ ସହଯୋଗର ହାତ ବଢ଼ାଇ ଏକ ନିଆରା ଗୁରୁତ୍ତ୍ୱପୂର୍ଣ୍ଣ
Read More...

ଓଡ଼ିଶାର ଜଣେ ବ୍ୟକ୍ତି ହୃଦ ବିଶେଷଜ୍ଞ ଡାକ୍ତର ହୋଇ ବିଶ୍ୱରେ ସୁନାମ ଆଣିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଜଣେ ବୀରପୁତ୍ର, ଜଣେ ଖ୍ୟାତିନାମା ଡାକ୍ତର ଭାବେ ପ୍ରଭାତ କୁମାର ଦାଶ୍‌ ବେଶ ଜଣାଶୁଣା ଅଟନ୍ତି । ଅଧୁନା ଡ଼ା.ଦାଶ୍ ବାଙ୍ଗାଲୁରୁ ସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲର ମୁଖ୍ୟ ରୂପେ କାର୍ଯ୍ୟରତ ଅଛନ୍ତି । ପୃଥିବୀର ଜଣେ ସୁନାମଧନ୍ୟ ହୃଦ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ସଂଗଠିତ କରାଯାଇ ମାଆମାନଙ୍କୁ ଆଦର୍ଶ ଚିନ୍ତାଧାରା ନେଇ ମାଆମାନଙ୍କ ମଧ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ
Read More...

ଛତ୍ରପୁରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମଉତ୍ସବ ସାମାରୋହ ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ପ୍ରବର୍ତ୍ତିତ ସତସଙ୍ଘ ବିହାର ପରିସରରେ ଯଥାରୀତିରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ସାମାରୋହ ବର୍ଣ୍ଣାଢ୍ୟ ସହକାରେ ପାଳିତ ହୋଇଯାଇଛି । ଠାକୁରଙ୍କ ଜନ୍ମମାସ
Read More...

ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ବେଆଇନ ଛଟେଇ ପ୍ରତିବାଦରେ ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ସମ୍ପୃକ୍ତ ଠିକାଦାରମାନେ ବିନା କାରଣରେ ଛଟେଇ କରିବା ଏବଂ ଦରମା ବନ୍ଦ କରିବା, ପ୍ରତି ମାସର
Read More...

୭୪ ବର୍ଷରେ ପଦାର୍ପଣ କଲେ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ

• ଜିଲ୍ଲାପାଳ, ବିଧାୟକଙ୍କୁ ସଭାରେ ମିଷ୍ଟାନ୍ନ କେକ୍ ଖୁଆଇ ଜନ୍ମଦିନ ମନାଇଲେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆସ୍କା ସାଂସଦ ପ୍ରମିଳା ବିଷୋୟୀ ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ଜଣେ କର୍ମଠ ସୁଗୃହିଣୀ, ନିଜ ଅଞ୍ଚଳରେ ପ୍ରାୟ ୭ଶହ ମହିଳା ଏସଏଚଜି
Read More...

ବିଦ୍ୟାଳୟର କାନ୍ଥ ପଡ଼ି ଛାତ୍ରୀ ମୃତ

ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆହୁତୀ ଶବର, ପିତା
Read More...

ମା’ ତାରାତାରିଣୀଙ୍କ ଷୋଡଶ ଦିନାତ୍ମକ ଦଶହରା ପୂଜା ସମ୍ଭାର ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

• ମହାଷ୍ଟମୀ ଦିବସରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖିଛନ୍ତି, ଗଞ୍ଜାମ ଜିଲ୍ଲା ପ୍ରଶାସନ• ଶୁକ୍ରବାର ମା'ଙ୍କ ମନ୍ଦିର ଓ ପାର୍ବଣସ୍ଥଳ ପରିସରକୁ ପ୍ରଶାସନ ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ବନ୍ଦନୀୟା ମା' ତାରାତାରିଣୀଙ୍କ ଷୋଡଶ
Read More...

ପିଲାଙ୍କ ପାଇଁ ଦିନଟିଏ : ନିର୍ଭୟା କଢି, ମୋ ଗେହ୍ଲାଝିଅ, ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି…

ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିର୍ଭୟା କଢି, ମୋ ଗେହ୍ଲାଝିଅ ଏବଂ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟିର
Read More...