Browsing Tag

bramhapur news

ଦ୍ୱିତୀୟ ପାଳିରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ପୂଣ୍ୟତ୍ତୋୟା ଋଷିକୂଲ୍ୟା ତୀରେ ଦକ୍ଷିଣ ଦିଗରେ ପୂର୍ଣ୍ଣଗିରି ଶୀର୍ଷରେ ବିଦ୍ୟମାନ ବିଶ୍ୱବନ୍ଦନୀୟା ସ୍ତନପୀଠରେ ପୂଜିତା ଆଦ୍ୟାଶକ୍ତି ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ
Read More...

ବ୍ରହ୍ମପୁର ମହାନଗରରେ ବର୍ଦ୍ଧିତ ଗୃହ ଟିକସକୁ ନେଇ ବଢ଼ୁଛି ଅସନ୍ତୋଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରେଶମନଗରୀ ବ୍ରହ୍ମପୁର ସହରରେ ହୋଲଡିଂ ଟେକ୍ସ ବୃଦ୍ଧିକୁ ନେଇ ଜନସାଧାରଣଙ୍କ ମହଲରେ ଉତ୍ତେଜନା ବୃଦ୍ଧି ପାଇଛି । ସହରବାସୀ ପ୍ରଶାସନ ନିକଟରେ ଜନଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ବ୍ରହ୍ମପୁର ମହାନଗରବାସୀଙ୍କ ଭିତରେ ଦାନା ବାନ୍ଧୁଛି ଆନ୍ଦୋଳନ,
Read More...

ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ବ୍ୟୟ କାହା ସ୍ୱାର୍ଥରେ : ରବି ରଥ

ବ୍ରହ୍ମପୁରବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବିଇଏମ୍‌ସି ବିଫଳ : ରବି ରଥ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସୌନ୍ଦର୍ଯ୍ୟକରଣ ନାଁରେ ବିଇଏମ୍‌ସି କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବ୍ରହ୍ମପୁରବାସୀଙ୍କୁ ମୌଳିକ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବରିଷ୍ଠ
Read More...

ପ୍ରଶାନ୍ତି ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଖସିପଡ଼ିଥିବା ବ୍ୟକ୍ତି ଏବେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଶାନ୍ତି ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଗତକାଲି ରାତ୍ରରେ ଜଗତସିଂହପୁର ଜିଲ୍ଲାର ହାଜିପୁର ଗ୍ରାମର ଜଣେ ବ୍ୟକ୍ତି ଛତ୍ରପୁର ରେଳଷ୍ଟେସନ ନିକଟରେ ଖସିପଡ଼ିଥିବା ବେଳେ ତାଙ୍କ ଗୋଡ଼ରେ ସାଙ୍ଘାତିକ ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଛତ୍ରପୁର
Read More...

ମା’ ରାମଚଣ୍ଡୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ଗଞ୍ଜାମ ଗସ୍ତରେ ଆସିଛନ୍ତି । ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ପୀଠରେ ପଦାର୍ପଣ କରିଛନ୍ତି । ସେଠାରୁ ମନ୍ଦିର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସଚିବ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟଜନିତ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ସମୀକ୍ଷା
Read More...

ଛତ୍ରପୁର ମିନି ଷ୍ଟାଡିୟମରେ ଦୁଇଦିନିଆ ମିଲଟ ମିଶନ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ବ୍ରହ୍ମପୁର ଶାଖା ଆନୁକୂଲ୍ୟରେ ଛତ୍ରପୁର ଅନସ୍ଳୋ ପଡ଼ିଆ ତଥା ମିନି ଷ୍ଟାଡିୟମରେ ଠାରେ ଶନିବାର ସନ୍ଧ୍ୟାରେ ଆଜାଦି କା ଅମୃତ ମହୋତ୍ସବ, ମିଲଟ ମିଶନ ଜି-୨୦ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ
Read More...

ପୋଲିସ ଉପରେ ଡ୍ରାଇଭର ସଂଘର ଆକ୍ରମଣ ଘଟଣାରେ ୧୫ ଜଣଙ୍କୁ କୋର୍ଟ ଚାଲାଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ରାଜପଥ ଜଗନ୍ନାଥପୁର ଛକରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନକାରୀମାନେ ନିୟୋଜିତ ପୋଲିସ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ ଉପରେ ଡ୍ରାଇଭର ସଂଘର
Read More...

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ

ଆଜି ହେବ ଶୁଭଖୁଣ୍ଟି ସ୍ଥାପନ ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ । ଶୁଭ ଖୁଣ୍ଟି ସ୍ଥାପନ ନେଇ ଦିନ ଧାର୍ଯ୍ୟ । ଆଜି ଶୁଭଖୁଣ୍ଟି ସ୍ଥାପନ ହେବ । ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶିବେହେରା ଏନେଇ ସୂଚନା ଦେଇଛନ୍ତି ।
Read More...

ଡ୍ରାଇଭରମାନେ ଆଇନ ଅମାନ୍ୟ କରି ପୁଲିସ ଉପରକୁ ଆକ୍ରମଣ ଘଟଣାରେ ବହୁ ପୋଲିସ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡ୍ରାଇଭରମାନେ ଆଇନ ଅମାନ୍ୟ କରି ପୁଲିସ ଉପରକୁ ଟେକା ପଥର ମାଡ କରିବା ସହ ଠେଙ୍ଗାରେ ଆକ୍ରମଣ କରିବା ଏକ ନିନ୍ଦନୀୟ ଘଟଣା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ସୂଚନା ଅନୁସାରେ ବ୍ରହ୍ମପୁର ବାଇପାସରେ ଆନ୍ଦୋଳନରତ ଡ୍ରାଇଭର-ପୁଲିସ
Read More...