Browsing Tag

bramhapur news

ଖଲ୍ଲିକୋଟରେ ନିର୍ବାଚନୀ ହିଂସାକାଣ୍ଡ : ପୋଲିସ ବାହିନୀ ଓ ଜନତା ମଧ୍ୟରେ ଖଣ୍ଡ ଯୁଦ୍ଧ

ପରିସ୍ଥିତି ଅଶାନ୍ତି ଲାଗି ଉତ୍ତେଜନା : ୧୪୪ ଧାରା ଲାଗୁପୋଲସରାରେ ଯୁବକଙ୍କୁ ଗୁଳିମାଡ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ୨୦ ତାରିଖରେ ଦ୍ଵୀତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜନୈତିକ
Read More...

ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବ୍ୟବହୃତ ହେବ ୧୧୪୩ ବୁଥ୍‌ର ୱେବ୍‌କାଷ୍ଟିଂ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁଯାଉଛି । ଅବାଧ, ମୁକ୍ତ ଓ ନିରପେକ୍ଷ ମତଦାନ ଯେପରି ହେବ, ସେଥି ସକାଶେ ସଦାସର୍ବଦା ପ୍ରୟାସ ଚାଲୁ ରହିଛି । ୧୯-ଆସ୍କା ଲୋକସଭା ସହିତ ସମସ୍ତ ୮ ଗୋଟି
Read More...

ଏପିଜେ ଅବଦୁଲ୍‌ କଲାମ ଟ୍ରଷ୍ଟ ତରଫରୁ ଥଣ୍ଡା ପାନୀୟ ଚଲ୍ହା ବଣ୍ଟନର ଉଦ୍‌ଯାପନୀ ଦିବସରେ ଛେନାପଣା ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏପିଜେ ଅବଦୁଲ୍‌ କଲାମ ଟ୍ରଷ୍ଟ ତରଫରୁ ଖଲ୍ଲିକୋଟ ସହରରେ ଖୋଲାଯାଇଥିବା ଜଳଛତ୍ରରେ ଥଣ୍ଡା ଚଲ୍ହା ଓ ଶେଷଦିନ ଛେନାପଣା ବଣ୍ଟନ ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ଅନୁଷ୍ଠାନକୁ ସାଧୁବାଦ ଜଣାଇଛନ୍ତି । ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ
Read More...

ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ପିଣ୍ଟୁ ଗଲେ ଜେଲ୍

ବ୍ରହ୍ମପୁର : (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଗତକାଲି ଆକ୍ରମଣ ହୋଇଥିଲା । ଏହି ମାମଲାରେ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ)ଙ୍କୁ ଗୋଷାଣୀ ନୂଆଗାଁ ଥାନା ପୋଲିସ
Read More...

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା

ବ୍ରହ୍ମପୁର ଆଙ୍କୁଲି ବୁଥ୍ ନିକଟରେ ପୋଲିସର ଲାଠି ଚାଳନା ବହୁ ଆହତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ମତଦାନ ମେ -୧୩ ତାରିଖରେ ଅର୍ଥାତ ସୋମବାର ସୁରୁଖରେ ସମ୍ପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲାରେ ପ୍ରାୟତଃ ୭୦ ପ୍ରତିଶତ ମତଦାନ ହୋଇଥିବା
Read More...

୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ମେ – ୧୩ରେ ଭୋଟ୍‌ ଗ୍ରହଣ

ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ଆସନ ନିମନ୍ତେ ୧୧ ଲକ୍ଷ ୨୭ ହଜାର ୯୧୩ ଜଣ ଭୋଟର୍‌ ନିଜ ନିଜର ମତଦାନ ସାବ୍ୟସ୍ତ କରିବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ସଂଗଠିତ ହେଉଥିବା ୪ର୍ଥ
Read More...

ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୩ ତାରିଖରେ ହେବ ମତଦାନ : ଜିଲ୍ଳାର ୭୦୩ କେନ୍ଦ୍ରର ୱେବ୍ କାଷ୍ଟ ହେବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଚଳିତ ୧୩ ତାରିଖରେ ହେବ ଭୋଟ ଗ୍ରହଣ । ଜନସାଧାରଣ ତଥା ସର୍ବସଧାରଣରେ ନାଗରିକମାନେ ନିଜନିଜର ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଓ ପ୍ରସ୍ତୁତି ଚାଲିଛି । ଜନସାଧାରଣଙ୍କ ନିମନ୍ତେ
Read More...

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନାକ୍ ସମ୍ବନ୍ଧୀୟ ପାଠଚକ୍ର ସଂଗଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଇ. କ୍ୟୁ. ଏ. ସି. ଆନୁକୂଲ୍ୟରେ ନାକ୍ ସମ୍ବନ୍ଧୀୟ ପାଠଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଗତ ୪ ତାରିଖରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ
Read More...

ଗୋପାଳପୁର ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ଆପ୍‌ର ଶକ୍ତି ପ୍ରଦର୍ଶନ ଖୁବ୍ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଏହି କ୍ଷେତ୍ର ପରିସରରେ ଘରକୁ ଘର ବୁଲି ନିଜର ପଦ ମର୍ଯ୍ୟଦା ବଜାୟ ରଖି ଜନସମ୍ପର୍କ ରକ୍ଷା କରି ଆସିବା ପୂର୍ବକ ବିପୁଳ ଭୋଟରେ ବିଜୟ ଲାଭର ଆଶା
Read More...

ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ନିର୍ବାଚନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଲକ୍ଷଣ ଭବନଠାରେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନକୁ ଛତ୍ରପୁର ଓକିଲ ସଂଘର ଆଡଭୋକେଟ ଟି. ସୁଶାନ୍ତ ରିଟର୍ଣ୍ଣିଂ ଅଧିକାରୀ ଭାବେ
Read More...