Browsing Tag

bramhapur news

ସାନଖେମୁଣ୍ଡିରେ ପାନୀୟଜଳ ଯନ୍ତ୍ରଣା : ଜନତାଙ୍କ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଅଞ୍ଚଳରେ ପାନୀୟଜଳ ଯନ୍ତ୍ରଣା ଦେଖାଦେଇଛି । ଉକ୍ତ ଅଞ୍ଚଳର ଲୋକେ ଅସନ୍ତୋଷ ହୋଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଇଛି । ସମଗ୍ର ସାନଖେମୁଣ୍ଡି ଅଞ୍ଚଳରେ ଗ୍ରୀଷ୍ମଋତୁ ସମୟରେ ଜଳ ସଙ୍କଟ
Read More...

ଗଞ୍ଜାମ ସହର ଗ୍ରାସୀମ୍ ଇଣ୍ଡଷ୍ଟ୍ରିରେ ଗ୍ୟାସ୍‌ ପାଇପ୍‌ ଫାଟି ଅଘଟଣ : ୬ ଆହତ

ଆହାତମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଓ ଦୁର୍ଘଟଣା ଜନିତ କ୍ଷତିପୂରଣ ଦେବାକୁ ଶ୍ରମିକସଂଘ ପକ୍ଷରୁ ଦାବୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ୍ ଇଣ୍ଡଷ୍ଟ୍ରିରେ ଗ୍ୟାସ୍‌ ପାଇପ୍‌ ଫାଟି ଗତକାଲି ଅର୍ଥାତ୍ ଶୁକ୍ରବାର ସକାଳେ ଏକ ଅଦ୍ଭାବନୀୟ ଘଟଣା
Read More...

ସୁରକ୍ଷା ବଳୟ ମଧ୍ୟରେ ଗଞ୍ଜାମରେ ସରିଯାଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗଞ୍ଜାମରେ ସରିଯାଇଛି ଦ୍‌ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପଞ୍ଚମ ରାଉଣ୍ଡ ପୋଲିଂ ବେଳକୁ ଜିଲ୍ଲାରେ ହାରାହାରି ଶତକଡା ୫୫ ପ୍ରତିଶତ ମତଦାନ ହୋଇଥିବା ଆକଳନ କରାଯାଇଛି । ତେବେ ଭୋଟରମାନେ ଅନେକ ଘାତ ପ୍ରତିଘାତ ମଧ୍ୟରେ
Read More...

ଇଲେକ୍ସନ୍‌ ଡ୍ୟୁଟି ସାରି ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ : ଜଣେ ପୋଲିସ କର୍ମଚାରୀ ଆହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଇଲେକ୍ସନ୍‌ ଡ୍ୟୁଟିରେ ଲାଗିଥିବା ଏକ ଘରୋଇ ବସ୍ ମହାବୀର ଟ୍ରାଭେଲସ୍ ବସ୍‌ଟି ଛତ୍ରପୁର ଡି. ଆର୍‌. ଡି. ଏ. ଛକ ନିକଟରେ ଡିଭାଇଡର୍‌କୁ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି ।
Read More...

ଭଞ୍ଜନଗରରେ ନିର୍ବାଚନୀ ହିଂସାକାଣ୍ଡ : ହଣାକଟାରେ ବହୁ ବିଜେପି କର୍ମୀ ଆହତ ପରିସ୍ଥିତି ଉତ୍ତେଜନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବେତାର ଗ୍ରାମ ଠାରେ ବିଜେଡି କର୍ମୀମାନେ ବିଜେପି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ବହୁ ଆହତ ହୋଇଛନ୍ତି ଏବଂ ସେଠାରେ ପରସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ପରିସ୍ଥିତି ଗମ୍ଭୀର ଥିବା ଜଣାପଡ଼ିଛି । ଆଞ୍ଚଳିକ ପୋଲିସ
Read More...

ଖଲ୍ଲିକୋଟ ନିର୍ବାଚନୀ ହିଂସା ଓ ହତ୍ୟା ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ଘଟିଯାଇଥିବା ନିର୍ବାଚନୀ ହିଂସାକାଣ୍ଡ ଓ ହତ୍ୟା ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏମାନେ ମୁଖ୍ୟ ଅଭିଯୁକ୍ତ ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୋମବାର ଅପରାହ୍ନରେ ଏକ ପ୍ରେସ୍-ମିଟ୍‌ରେ କହିଛନ୍ତି
Read More...

ରାଜନୈତିକ ହିଂସାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ପୋଲିସ ମୁତୟନ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି :…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ତାରିଖ ସୋମବାର ହେବାକୁ ଥିବା ସଧାରଣ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ଗଣମାଧ୍ୟମକୁ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା କହିଛନ୍ତି । ଜିଲ୍ଲାରେ ନିର୍ବାଚନୀ ହିଂସା ବଢ଼ିବାରେ
Read More...

ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୨୬ରୁ ୩୦ ମାଉଣ୍ଟଆବୁ ଠାରେ ରାଷ୍ଟ୍ରୀୟ ମିଡିଆ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ମିଡିଆ ସମ୍ମିଳନୀ ରାଜସ୍ଥାନର ମାଉଣ୍ଟଆବୁ ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆଗାମୀ ୨୦୨୪ ସେପ୍ଟେମ୍ବର ୨୬ରୁ ୩୦ ତାରିଖରେ ଅନୁଷ୍ଠିତ ହେବ ବୋଲି ବ୍ରହ୍ମାକୁମାରୀ
Read More...

ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରିଚାଳନା ସମ୍ପର୍କିତ ୧୦ ଗୋଟି କଣ୍ଟ୍ରୋଲରୁମ୍ ଖୋଲା ଯାଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରିଚାଳନା ସମ୍ପର୍କିତ ୧୦ ଗୋଟି କଣ୍ଟ୍ରୋଲରୁମ୍ ଖୋଲା ଯାଇଛି । ସଂପୃକ୍ତ ନିର୍ବାଚନ ଅଞ୍ଚଳ ସମ୍ପର୍କିତ କୌଣସି ତଥ୍ୟ ଜାଣିବାକୁ କିମ୍ବା ଜଣାଇବାକୁ ଚାହୁଁଥିଲେ ଜନସାଧାରଣ ଉକ୍ତ ନିର୍ବାଚନ ଅଞ୍ଚଳ କଣ୍ଟ୍ରୋଲରୁମ୍
Read More...

ବ୍ରହ୍ମାକୁମାରୀ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ କଳ୍ପ ବାସିନୀ ନଗର ସ୍ଥିତ ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ମୁଖ୍ୟ ଆଶ୍ରମ ଠାରୁ ପ୍ରଜାପିତା
Read More...