Browsing Tag

bramhapur news

ଦେବୀ ରାମାୟଣାମ୍ମାଙ୍କ ପ୍ରଥମ ସନ୍ଧ୍ୟାର ଘଟଯାତ୍ରା ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆରାଧ୍ୟ ଦେବୀ ମା' ରାମାୟଣାମ୍ମାଙ୍କ ପ୍ରଥମ ସନ୍ଧ୍ୟାର ଘଟଯାତ୍ରା ସମାହିତ ହୋଇଯାଇଛି । ଛତ୍ରପୁର ମେନ୍‌ରୋଡ଼ ସ୍ଥିତ ରିକାପଲ୍ଲୀ ଅଭିମୁଖେ ମା'ଙ୍କର ଆଗମନ ହୋଇଛି । ଛତ୍ରପୁର ମେନ୍‌ରୋଡ଼ ସ୍ଥିତ ଅଧୁନା ଷ୍ଟାଇଲ ବଜାର ସାମ୍ନାରେ ତତ୍କାଳୀନ ଜଣେ
Read More...

ବିପୁଳିଙ୍ଗି ଠାରେ ନବଦିନ ବ୍ୟାପୀ ରାମଚରିତ ମାନସ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ସନ୍ଥ ସମାବେଶ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିକଟସ୍ଥ ବିପୁଳିଙ୍ଗି ଗ୍ରାମରେ ନବଦିନ ବ୍ୟାପୀ କାର୍ଯ୍ୟକ୍ରମ ମହାସମାରୋହରେ ଆରମ୍ଭ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦ ଜଣ ସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାମାଜିକ ବିଶୃଙ୍ଖଳାକୁ ରୋକିବା ଦିଗରେ ମର୍ଯ୍ୟାଦା ପୁରୁଷୋତ୍ତମ
Read More...

ଛତ୍ରପୁର ନିକଟସ୍ଥ ବଣବୁଲ୍ଲାପଲ୍ଲୀରେ ଦାସୁଡୁ ଗୁରୁ ସତ୍ୟମ୍‌ଙ୍କ କୋହଲା ନୃତ୍ୟ ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚାମାଖଣ୍ଡି ପଞ୍ଚାୟତର ବଣବୁଲ୍ଲାପଲ୍ଲୀ ଗ୍ରାମରେ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ସମାହିତ ହୋଇଯାଇଛି । ଏହି ଯାତ୍ରା ମହୋତ୍ସବରେ ପ୍ରତିଷ୍ଠିତ ଆଧ୍ୟାତ୍ମିକ ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ
Read More...

ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ଦେବୀ : ବୁଧବାର ସନ୍ଧ୍ୟାରୁ ଆରମ୍ଭ ହେବ ଦେବୀଙ୍କ ଘଟଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମାଙ୍କ ପାରମ୍ପରିକ ଠାକୁରାଣୀ ଯାତ୍ରା ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଛି । ସନ୍ଧ୍ୟାରେ ନବନିର୍ମିତ ଅସ୍ଥାୟୀ ମଣ୍ଡପରେ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା ହୋଇ ବର୍ଣ୍ଣାଢ଼୍ୟ ସମାରୋହରେ
Read More...

ଛତ୍ରପୁରର ଐତିହାସିକ ଠାକୁରାଣୀ ଯାତ୍ରାର ଶୁଭାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି, ଛତ୍ରପୁରର ଐତିହାସିକ ଠାକୁରାଣୀ ଯାତ୍ରା । ଅସ୍ଥାୟୀ ମଣ୍ଡପରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ହରି ନାମ ଭଜନ ଆରମ୍ଭ ହୋଇଥିବା ବେଳେ ଯୁବପିଢ଼ିଙ୍କ ପାଇଁ ବିଳମ୍ବିତ ରାତ୍ରିରେ ଲଘୁ ସଙ୍ଗୀତର ନୃତ୍ୟ ମେଗା
Read More...

ବିଜ୍ଞାନ ମହାବିଦ୍ୟାଳୟର ତିନିଜଣ କୃତୀ ବିଦ୍ୟାର୍ଥୀ ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଯୁକ୍ତ ଦୁଇରୁ ଉତ୍ତୀର୍ଣ୍ଣ ଲାଭ କରି ଛତ୍ରପୁର ବ୍ଲକ୍ ଟପ୍ପର ହୋଇଥିବା ତିନଜଣ ବିଦ୍ୟାର୍ଥୀ ସୋମବାର ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ସେମାନେ ହେଲେ ସାହିକ୍ ମର୍ଷିଦ୍ ଅହମ୍ମଦ ୫୩୨
Read More...

କାଜୁ ତୋଟା ସଂପର୍କିତ ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ମାରଣାନ୍ତକ ଆକ୍ରମଣ : ୨ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କାଜୁ ତୋଟା ସଂପର୍କିତ ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ମାରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଗତକାଲି ବିଳମ୍ବିତ ରାତ୍ରିରେ ଛତ୍ରପୁର ଥାନାରେ ଏତଲା ଦିଆଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଲେ ମହେଶ୍ୱର ପଲାଇ ଓ ଭାଗିରଥି ପଲାଇ । ଗତକାଲି
Read More...

ନାବାଳିକାକୁ ସୁରଟରୁ ଅପହରଣ ଘଟଣା : ଉଦ୍ଧାର ପାଇଁ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାରବର୍ଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅଧୀନସ୍ଥ ଯାମୁନି ଗ୍ରାମରୁ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଇଜଣ ଦଲାଲ ସୁରଟକୁ ଅପହରଣ କରି ନେଇଯାଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଜଣାଯାଇଛି ଯେ, ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଋଷିପୁର
Read More...

ହିଞ୍ଜିଳି ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ଓ ଖଣିଜ ପଦାର୍ଥ ଚୋରା ଚାଲାଣ ନେଇ ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ତ୍ଵପୂର୍ଣ୍ଣ ବାର୍ତ୍ତା ବହନ କରେ । ଯାହାକି, ଏହି ନିର୍ବାଚନ ମଣ୍ଡଳୀରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରିଆସୁଛନ୍ତି । କିନ୍ତୁ ଏହି ଅଞ୍ଚଳରେ
Read More...

ସାନଖେମୁଣ୍ଡିରେ ପାନୀୟଜଳ ଯନ୍ତ୍ରଣା : ଜନତାଙ୍କ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଅଞ୍ଚଳରେ ପାନୀୟଜଳ ଯନ୍ତ୍ରଣା ଦେଖାଦେଇଛି । ଉକ୍ତ ଅଞ୍ଚଳର ଲୋକେ ଅସନ୍ତୋଷ ହୋଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଇଛି । ସମଗ୍ର ସାନଖେମୁଣ୍ଡି ଅଞ୍ଚଳରେ ଗ୍ରୀଷ୍ମଋତୁ ସମୟରେ ଜଳ ସଙ୍କଟ
Read More...