ଜଙ୍ଗଲରୁ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ
ବୌଦ୍ଧ : ଲକେଡ଼ପାଜୁ ଗାଁ ନିକଟ ଜଙ୍ଗଲରୁ ବୌଦ୍ଧ ଥାନା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ବିଶ୍ୱସ୍ତ ସୂତ୍ରର ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା । ଜବତ ଗଞ୍ଜେଇର ପରିମାଣ ୮ କ୍ୱିଣ୍ଟାଲ ହେବ । ଏନେଇ ବୌଦ୍ଧ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ କାହାର ସଂପୃକ୍ତି!-->…
Read More...
Read More...