Browsing Tag

boudh news

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ : ସମ୍ପର୍କୀୟ ଦମ୍ପତି ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସମ୍ୟ ହରାଇ ଗଛରେ ପିଟିଲା କାର । ଘଟଣା ସ୍ଥଳରେ ସ୍ୱାମୀ ସ୍ତ୍ରୀ ମୃତ ଓ ୩ ଗୁରୁତର । ମୃତକ ହେଲେ ଗଞ୍ଜାମ ଜିଲ୍ଲାର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ । ସୂଚନା ଅନୁଯାୟୀ
Read More...

ସଙ୍ଗୀତଜ୍ଞ ଭୁପେନ ବସ୍ତିଆଙ୍କ ବିୟୋଗରେ ଶୋକ

ବୌଦ୍ଧ, (ମମତା ମହାକୁର) : ବିଶିଷ୍ଟ ସଙ୍ଗୀତଜ୍ଞ ତଥା ବଂଶୀ ବାଦକ କଣ୍ଟାମାଲ ବ୍ଲକ ଖଟଖଟିଆର ଭୁପେନ ବସ୍ତିଆଙ୍କ ବିୟୋଗରେ ବଉଲ୍‌ ନାଟ ଏଣ୍ଡ କଳଚରାଲ ଏସୋସିଏସନ, ବ୍ରାହ୍ମଣୀ, ପକ୍ଷରୁ ତାଙ୍କ ଏକ ଦଶାହ ଅବସରରେ ବିଜୟ କଳା ମଣ୍ଡପ ବ୍ରାହ୍ମଣୀ ଠାରେ ଏକ ଶୋକ ସଭାର ଆୟୋଜନ ବରିଷ୍ଠ ନାଟ୍ୟକାର
Read More...

ଟ୍ରକ୍‌ରୁ ଜବତ ହେଲା ୬ କ୍ୱିଣ୍ଟାଲ ଗଞ୍ଜେଇ, ୨ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ଟ୍ରକ୍‌ରୁ ଜବତ ହୋଇଛି ୬ କ୍ୱିଣ୍ଟାଲ ଗଞ୍ଜେଇ । ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରୁ କେନ୍ଦ୍ରୀୟ ସ୍କ୍ବାର୍ଡ ଏକ ଟ୍ରକରୁ ୬.୨୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍‌ଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ
Read More...

କରୋନା କଟକଣାକୁ ଫୁ : ଲୋକଙ୍କ ପ୍ରବଳ ଭିଡରେ ଚାଲିଛି ଖୋଲମ୍‌ଖୁଲା ଦୋକାନ ବଜାର

ବୌଦ୍ଧ, (ମମତା ମହାକୁର) : ଗତ ୫ ତାରିଖରୁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଜିଲ୍ଲାରେ ବଳବତ୍ତର ରହିଛି କିନ୍ତୁ ଲାଗୁଛି ଯେମିତି ସାହାଜପାଲ୍ ବଜାର ଏ ସବୁର ଉଦ୍ଧ୍ୱର୍ରେ । ସକାଳ ୬ ଘଣ୍ଟା ସମୟରୁ ୧୧ ଘଣ୍ଟା ସମୟ ମଧ୍ୟରେ
Read More...

ବେକରେ ରସି ଲଗାଇ ଆତ୍ମହତ୍ୟା

ବୌଦ୍ଧ, (ବଂଶୀଧର ମାଝୀ) : ମନମୁଣ୍ଡା ଥାନା ଅନ୍ତର୍ଗତ ଝିଙ୍କରପାଲି ଗ୍ରାମରେ ଜନୈକ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଆଜି ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ ଗତକାଲି ରାତିରେ ଝିଙ୍କରପାଲି ଗ୍ରାମର ରଙ୍କ ପୁଟେଲ(୫୦) ଆର୍ଥିକ ସମସ୍ୟା ଯୋଗୁଁ
Read More...

ପ୍ରେସ ଲେଖାଥିବା ଗାଡ଼ିରେ ଗଞ୍ଜେଇ ଚୋରାଚାଲାଣ : ଗାଡି ଡ୍ରାଇଭର ଥାନାରୁ ଛୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବସଷ୍ଟାଣ୍ଡ ଛକଠାରେ ଏକ ଟୟୋଟା ଗାଡି ଓଆର୍‌୦୨ ଏ୨୬୪୩ ପ୍ରେସଲେଖା ଥିବା ଗାଡ଼ିରେ ଜରି ପକେଟ କେ ୨୦ ପକେଟ ଆନୁମାନିକ ୪୦ କେଜି ଗଞ୍ଜେଇ ଭର୍ତିଗାଡିକୁ କଣ୍ଟାମାଲ ପୋଲିସ ସଂନେ୍‌ନ୍ଦହକରି ଗାଡ଼ିକୁ ଧରିଥିଲା । ଗାଡ଼ିରେ ଜଣେ ମାତ୍ର
Read More...

ବୃଦ୍ଧଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରି ନାଳରେ ଫିଙ୍ଗିଲେ ଦୁର୍ବୃତ୍ତ : ସାଧାରଣରେ ନିନ୍ଦା

ବୌଦ୍ଧ, (ମମତା ମହାକୁର) : ଗତକାଲି ଅପରାହ୍ନ ୩ ଘଣ୍ଟା ସମୟରେ ମନମୁଣ୍ଡା ଥାନା ଗୁଢିଆଲି ଗ୍ରାମର ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ କରି ବସ୍ତା ଲଦିଲା ପରି ବାଇକରେ ଲଦି ମରିଗଲେ ଭାବି ତାଲପଡା ନାଳକୁ ଫିଙ୍ଗି ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କିତ ଗୋଟିଏ ଭିଡ଼ିଓ ମଧ୍ୟ
Read More...

ହୃଦ୍‌ଘାତରେ ଫେରଷ୍ଟ ଗାର୍ଡ ସଜିତ୍‌ଙ୍କ ମୃତ୍ୟୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବୌଦ୍ଧ ବ୍ଲକ୍ ଖଲିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ି ଗୋରା ଗ୍ରାମର ଯୁବ ଫେରଷ୍ଟ ଗାର୍ଡ ସଜିତ୍ ଝାଂକର ଗତକାଲି ଅପରାହ୍ନ ସମୟରେ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସେ ବୌଦ୍ଧ ରେଞ୍ଜ ଅନ୍ତର୍ଗତ ଖଜୁରୀପଡା
Read More...

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚାକୁ ଆସିଛି । ବରଗାଁ ପଞ୍ଚାୟତ ବାଞ୍ଜିମୁଣ୍ଡା ଗ୍ରାମର ତଳିପଡାରେ ଏପରି ଘଟଣା ଘଟିଛି । ସୂଚନା ପ୍ରକାରେ ପରିବାରର ଅନୁମତି ଓ ସାମାଜିକ ସ୍ବୀକୃତି
Read More...

କଣ୍ଟାମାଳ ବନାଞ୍ଚଳରେ ଝିଙ୍କ ଉଦ୍ଧାର

ବୌଦ୍ଧ, (ବଂଶୀଧର ମାଝୀ) : ବିଶେଷ ସୂତ୍ରରୁ ଖବର ପାଇ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ସୁଳିଆ ଗ୍ରାମର ରାଧାକାନ୍ତ ସେଠୀ(୨୫)ଙ୍କ ଘରେ ଚଢାଉ କରାଯାଇଥିଲା । ତାଙ୍କ ଘରୁ ଜୀବିତ ଅବସ୍ଥାରେ ଥିବା ଏକ ଜଙ୍ଗଲୀ ଝିଙ୍କ ଜବତ କରାଯାଇ ରାଧାକାନ୍ତ
Read More...