Browsing Tag

boudh news

ବୌଦ୍ଧ ଏନ୍‌ଏସିରେ କଳାକାର ଭତ୍ତା ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ
Read More...

ବୌଦ୍ଧ ବ୍ଲକରେ ବ୍ଲକସ୍ତରୀୟ ମେଗା ଲୋନ୍‌ ସମନ୍ୱୟ ମେଳା

ବୌଦ୍ଧ, (ବଂଶୀଧର ମାଝୀ) : ମିଶନ ଶକ୍ତି ଜରିଆରେ ଏସ୍‌ଏଚ୍‌ଜି ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବୌଦ୍ଧ ବ୍ଲକରେ ବ୍ଲକ ସ୍ତରୀୟ ମେଗା ଲୋନ ସମନ୍ୱୟ ମେଳା ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ ।
Read More...

ଭାଇ ଘରୁ ଫେରୁଥିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ମହିଳା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ସଙ୍କୁଲେଇ ପଂଚାୟତ ବିଶିପାଲିର ଜଣେ ମହିଳା ବାଙ୍କାର୍ଜୁନ ଗାଁର ନିଜ ଭାଇଙ୍କ ଘରୁ ଫେରୁଥିବା ସମୟରେ ଦୁଇଟି ଭାଲୁ ଆକ୍ରମଣ କରଥିଲେ । ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ
Read More...

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଅସହାୟ ପରିବାର ପାଇଲେ ସରକାରୀ ସହାୟତା

ବୌଦ୍ଧ, (ବଂଶୀଧର ମାଝୀ) : ସମାଜ ସେବୀ ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଅସହାୟ ପରିବାର ପାଇଲେ ସରକାରୀ ସହାୟତା । ସୂଚନା ଅନୁସାରେ ଘରର ମୁରବି ଥିଲେ ସବୁ ଠିକ୍‌ ଠାକ୍‌ ଚଳି ଯାଉଥିଲା । କିନ୍ତୁ ଗତ ୭ ମାସ ତଳେ ତାଙ୍କର ବିୟୋଗ ପରେ ପରିବାର ଛିନ୍ନଛତ୍ର ହୋଇଯାଇଛି । ସ୍ୱାମୀଙ୍କ ଦେହାନ୍ତ ପରେ
Read More...

ପଲସାଗୋରା ଅଞ୍ଚଳରେ ଛେଳି ମଡକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଘୁଲୁଘୁଲାପଦର ଗ୍ରାମରେ ଦେଖା ଦେଇଛି ଛେଳି ମଡ଼କ । ଅଜଣା ରୋଗରେ ଅନେକ ଛେଳିଙ୍କ ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଛେଳି ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଗ୍ରାମର ବାଳକ ନାଏକଙ୍କ ଇତି ମଧ୍ୟରେ ୭ଗୋଟି ଛେଳି
Read More...

ବାଇକ ଓ ସାଇକେଲ ଧକ୍କା : ମହିଳା ଗୁରୁତର ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବାଇକ ଓ ସାଇକେଲ ଧକ୍କାରେ ମହିଳା ଗୁରୁତର ଆହତ । ଆହତ ମହିଳାଙ୍କୁ ସୋନପୁର ହସପିଟିଲରେ ଭର୍ତ୍ତି । ସୂଚନା ପ୍ରକାରେ ଲୋକାପଡା ଗ୍ରାମର ବରୁଣ ବିଶ୍ୱାଳ ନିଜ ସ୍ତ୍ରୀ ସହ କୌଣସି କାମରେ କଣ୍ଟାମାଳ ଯାଇଥିଲେ ଏବଂ ସେଠାରୁ ଘରକୁ ଫେରୁଥିବା ସମୟରେ ରୁଣ୍ଡିମହୁଲ ନିକଟ
Read More...

ଗୁଞ୍ଜରଣ ରଥକୁ ଖୁଣ୍ଟିଗୋରାଠାରେ ସ୍ୱାଗତ

ବୌଦ୍ଧ, (ବଂଶୀଧର ମାଝୀ) : ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ପକ୍ଷରୁ ଶିକ୍ଷା ଓ ସଚେତନତାର ବାର୍ତ୍ତା ନେଇ ମାଲକାନଗିରି ଜିଲ୍ଲାରୁ ବାହାରିଥିବା ଗୁଞ୍ଜରଣ ରଥ କନ୍ଧମାଳ, ବାଲିଗୁଡା ଦେଇ ବୌଦ୍ଧ ଜିଲ୍ଲାରେ ପହଞ୍ଚିବା ପରେ ଖୁଣ୍ଟିଗୋରା ସ୍ଥିତ ଉଚ୍ଚ ବିଦ୍ୟାଳୟଠାରେ
Read More...

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଶିଶୁ ସୁରକ୍ଷା ସଚେତନତା ରଥର ଉଦ୍‌ଘାଟନ କରିବା ସହିତ ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ
Read More...

ଶଙ୍ଖନାଦ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସିମିଳିପଦର ଗ୍ରା.ପ. ପତ୍ରପାଲିର ସାଂସ୍କୃତିକ ଅନୁଷ୍ଠାନ ଶଙ୍ଖନାଦ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅବସରରେ ବହୁଚର୍ଚିତ ନାଟକ ସଂଧ୍ୟାତାରା ଅନୁଷ୍ଠିତ ଗତକାଲି ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ପ୍ରଧାନ
Read More...

କାର ଓ ବାଇକ ମୁହାଁମୁହିଁ ଧକ୍କା : ବାଇକ ଆରୋହି ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : କିଆକଟା ମହାନଦୀ ସେତୁ ଉପରେ କାର ଓ ବାଇକ ମୁହାଁମୁହିଁ ଧକ୍କାହୋଇ ବାଇକ ଆରୋହି ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଶୀତ ଦିନେ ବାହାର ରାଜ୍ୟରୁ କମ୍ବଳ ବିକ୍ରି କରିବାକୁ ଆସିଥିବା ସାଇଦୁଲ ଇସଲାମ ନାମକ ଜଣେ ବ୍ୟବସାୟୀ କିଆକଟା ପଟେ
Read More...