Browsing Tag

bargarh news

ବିଡିପିଲ୍‌ର ସପ୍ତମ ସଂସ୍କରଣ ଉଦ୍‌ଘାଟିତ : ଆସନ୍ତା କାଲିରୁ ଲିଗ୍ ମ୍ୟାଚ୍ ଆରମ୍ଭ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ମିନିଷ୍ଟାଡିୟମରେ ବହୁ ପ୍ରତିକ୍ଷିତ ବରଗଡ ଜିଲ୍ଲା ପ୍ରିମୀୟର ଲିଗ୍, ବିଡିପିଲ୍ -୭ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ୱରେ ଓ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ଓ ମୁଠିଛୁଆଁ ଉତ୍ସବ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମଠାରେ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ, ମୁଠିଛୁଆଁ ଉତ୍ସବ ମହାସମାରୋହ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,
Read More...

ସିମେଣ୍ଟ ନଗରକୁ ଲମ୍ବି ଯାଇଥିବା ରାସ୍ତାକୁ ସହୀଦ ପଦ୍ମଲୋଚନ ମାଝୀଙ୍କ ନାମରେ ନାମିତ

ବରଗଡ, (ନିରୋଜ କୁମାର ପାଣୀ) : ସବ କଲେକ୍ଟର ବରଗଡ଼ଙ୍କ ପତ୍ର ସଂଖ୍ୟା ୧୨୮/୩୦-୦୪-୨୦୨୨ଙ୍କ ଆଦେଶ କ୍ରମେ ଆଜି ବରଡୋଲ କେନାଲ ଛକରୁ ସିମେଣ୍ଟ ନଗରକୁ ଲମ୍ବି ଯାଇଥିବା ରାସ୍ତାକୁ ସହୀଦ ପଦ୍ମଲୋଚନ ମାଝୀଙ୍କ ନାମରେ ନାମିତ କରାଗଲା । ଏହି ଅବସରରେ ଶହୀଦ ପରିବାରରୁ ପଦ୍ମଲୋଚନଙ୍କ ମାତା ଶର୍ମିଳା
Read More...

ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ : ୮୦ ଜଣଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଥିବା ଡିଇଆଇସି କେନ୍ଦ୍ରଠାରେ ଆଜି ୮୦ ଜଣ ଶିଶୁଙ୍କୁ ମାଗଣା ବିଭିନ୍ନ ପ୍ରକାରର ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ମୁଖ୍ୟ
Read More...

ବିଶ୍ଵକର୍ମା ଗୃହ ନିର୍ମାଣ ଶ୍ରମିକ ସଂଘର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରଡୋଲ ସ୍ଥିତ ବିଶ୍ଵକର୍ମା ଗୃହ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏସ୍‌ପି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବାଙ୍ଗଲାଦେଶୀ ଶ୍ରମିକମାନେ ଆସି କାର୍ଯ୍ୟ
Read More...

ବରଗଡ଼ ପୌର ପରିଷଦ ସଦସ୍ୟମାନଙ୍କ ପ୍ରଥମ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ନବ ନିର୍ବାଚିତ ସଦସ୍ୟମାନଙ୍କ ପ୍ରଥମ ବୈଠକ ଆଜି ପୌର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ପୌରାଧକ୍ଷା ଶ୍ରୀମତୀ କଳ୍ପନା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୯ଟି ଓ୍ବାର୍ଡର କାଉନସିଲର ସଦସ୍ୟ ମାନେ ଉପସ୍ଥିତ ରହି ସହରର
Read More...

ଡା. ମଧୁସୂଦନ ଦାଶଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଜଣାଶୁଣା ଡାକ୍ତର ମଧୂସୁଦନ ଦାଶ ଆଉ ଆମ ଗହଣରେ ନାହାନ୍ତି । ସେ ବରଗଡ଼ ବିକାଶ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଜଣେ ଶିଶୁ ବିଶେଷଙ୍ଗ ଡାକ୍ତର ଭାବରେ ସାରା ରାଜ୍ୟରେ ପରିଚିତ ଥିଲେ ସେ ।
Read More...

ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର

ବରଗଡ଼, (ସତ୍ୟନରାୟଣ ପ୍ରଧାନ) : ବରଗଡ଼ ସହର ନିକଟସ୍ଥ ଗୋବିନ୍ଦପୁର ସ୍ଥିତ ଜିଲ୍ଲା ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ଅଘଟଣ ଘଟିଛି । ଗତକାଲି ପୋଲିସ ବାରେକରେ ରହୁଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ୧୮୯ ବାଟାଲିଆନର ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି ।
Read More...

ଚାଣକ୍ୟ ଫେଲୋସିପ୍‌ ପାଇଁ ମନୋନୀତ ବରଗଡ଼ର ଛାତ୍ର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସର୍ବ ଭାରତୀୟ ସ୍ତରରେ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ ପ୍ରତିବର୍ଷ ବିଜ୍ଞାନ ବିଷୟରେ ଗବେଷଣାର ଭିତ୍ତିଭୂମିର ପ୍ରସ୍ତୁତି ପାଇଁ ଚାଣକ୍ୟ ଫେଲୋସିପ୍‌ ପ୍ରଦାନ କରାଯାଇଥାଏ । ଉକ୍ତ ଫେଲୋସିପ୍‌ ନିମନ୍ତେ ମନୋନୀତ ହୋଇଥିବା
Read More...

କାଠଗଣ୍ଡି ଚୋରା ଚାଲାଣ ବେଳେ ଭିଜିଲାନ୍ସ ସ୍କ୍ୱାର୍ଡ ଦ୍ଵାରା ଧରାପଡିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭଟଲି ବନଖଣ୍ଡ ଅଞ୍ଚଳରୁ ଗତକାଲି ମୂଲ୍ୟବାନ କାଠଗଣ୍ଡି ଏକ ମହେନ୍ଦ୍ର ପିକ୍‌ଅପ୍‌ ଭ୍ୟାନରେ (ସିଜି ୧୩ ଏଜେ୦୮୦୪) ଚୋରା ଚାଲାଣ ବେଳେ ବଡ଼ମାଳ ବନଖଣ୍ଡ ଚେକ୍‌ଗେଟ୍‌ରେ ବନ ବିଭାଗ ଓ ଭିଜିଲାନ୍ସ ସ୍କ୍ୱାର୍ଡ ଦ୍ଵାରା ଧରାପଡିଥିଲେ । ଗାଡି
Read More...