Browsing Tag

bargarh news

ଝିଅ ବାହାଘର ଚାଲିଥିବା ବେଳେ ବଳି ପଡ଼ିଲେ ମା’

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଝିଅ ବାହାଘର ଚାଲିଥିବା ସମୟରେ ମା’ଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଆଶାକର୍ମୀ କିଶୋରୀ ତାଣ୍ଡି
Read More...

ନିଷ୍ଠା ପରିବାର ତରଫରୁ ଅଜଣା ଶବ ସତ୍କାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ବ୍ରିଜରୁ ମୃତ ଅବସ୍ଥାରେ ପାଖାପାଖି ୩୦ରୁ ୩୫ବର୍ଷ ବୟସ ହେବ ଜଣେ ଯୁବକଙ୍କ ମୃତ ଦେହ ଅତ୍ୟନ୍ତ ଖରାପ ଅବସ୍ଥାରେ ଉଦ୍ଧାର କରିଥିଲେ ସଦର ଥାନା ପୋଲିସ । ଯୁବକଙ୍କ କୌଣସି ପରିଚୟ ନ ମିଳିବାରୁ ତାଙ୍କ ଶବକୁ ସଂରକ୍ଷଣ କକ୍ଷରେ
Read More...

ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ୫ଟି ମଧ୍ୟମରେ ନଗର ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବସ୍ତି ବାସିନ୍ଦାଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ ଗତକାଲି ବରଗଡ଼ ମ୍ୟୁନିସିପାଲଟି ଅନ୍ତର୍ଗତ ଡେମ୍ କଲୋନୀଠାରେ ଅନୁଷ୍ଠିତ ହୋଇଯାଇଅଛି । ବରଗଡ଼ ପୌର ପରିଷଦ
Read More...

ଜନ ଆରୋଗ୍ୟ ସମିତି ଗଠନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ତ୍ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର -ଉପକେନ୍ଦ୍ର ଉତ୍ତମର ଜନ ଆରୋଗ୍ୟ ସମିତି ବୈଠକ ସ୍ଥାନୀୟ ସରପଞ୍ଚ ହୀରାଧର ସାହୁଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ
Read More...

ତୋରାଠାରେ ପୋଲିସ ଫାଣ୍ଡି ଖୋଲିବାକୁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସର୍ବବୃହତ ପଞ୍ଚାୟତରେ ବିଗୁଡୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ରୋକିବା ପାଇଁ ତୋରାଠାରେ ଏକ ପୋଲିସ ଆଉଟ୍ ପୋଷ୍ଟ (ଫାଣ୍ଡି) ଖୋଲିବାକୁ ଗତକାଲି ତୋରାର ନାରୀ ଶକ୍ତି ଏକତା ମଞ୍ଚ ପକ୍ଷରୁ ନବ ନିଯୁକ୍ତ ଜିଲ୍ଲା ଏସପିଙ୍କୁ ଏକ ଦାବୀପତ୍ର
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସମ୍ମାନିତ

ବରଗଡ଼ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଏକ ଟିମ୍ ଆରକ୍ଷୀ ଅଧିକ୍ଷକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହା ସହିତ ବରଗଡର ପାରକିଙ୍ଗ ଓ ଅସହାୟ ଲୋକଙ୍କୁ ସେବା ଯୋଗାଇବା
Read More...

ଇମ୍ପରିୟଲ କଲେଜରେ ପାଲା ମାଧ୍ୟମରେ ନୈତିକତା ଓ ମୂଲ୍ୟବୋଧ ଶିକ୍ଷା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜରେ ପାଲା ମାଧ୍ୟମରେ ନୈତିକତା ଓ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିଦ ବ୍ୟଙ୍ଗକବି ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଗୁରୁ
Read More...

ମା’ ଉମା ମାହେଶ୍ୱରୀଙ୍କ ପୁସ୍ତକ ଲୋକାର୍ପିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ମା' ଉମା ମାହେଶ୍ୱରୀଙ୍କ ଉପରେ ରଚିତ ତାତ୍ତ୍ବିକ ପୁସ୍ତକ ଗତକାଲି ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକାର୍ପିତ ହୋଇଯାଇଛି । ମା' ମାହେଶ୍ୱରୀ ସେନା ଏବଂ କୁରୁଆ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ପୁସ୍ତକ
Read More...

ଶାନ୍ତି ତପୋବନ ଆଶ୍ରମରେ ଯୋଗ ଶିବିର ଉଦଯାପିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଚକରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମ ପରିସରରେ ଚାଲିଥିବା ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଆଶ୍ରମରେ ବସବାସ କରୁଥିବା ମାତୃଛାୟା, ବାନପ୍ରସ୍ଥ ଅନ୍ତେବାସୀ ମାନେ ଅଂଶ ଗ୍ରହଣ କରିଥିଲେ । ଆର୍ଟ ଅଫ୍‌ ଲିଭିଙ୍ଗ୍‌
Read More...

ପୋଲ ତଳୁ ମହିଳାଙ୍କ ଶବ ଉଦ୍ଧାର ଘଟଣା : ସନ୍ଦେହରେ ଥିବା ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମହଦା ଗ୍ରାମ ରାଞ୍ଜ ଜୋର ପୋଲ ତଳୁ ଗତକାଲି ଏକ ମହିଳାଙ୍କ ଶବ ମିଳିଥିଲା । ତେବେ ଉକ୍ତ ମହିଳା ଜଣକ ବରପାଲି ବ୍ଲକ ରକସା ପଞ୍ଚାୟତ ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ ବୋଲି ଜଣା ପଡିଥିଲା ଏନେଇ ବରପାଲି ଥାନାରେ ଏକ ହତ୍ୟା ମାମଲା
Read More...