Browsing Tag

bargarh news

ଖରିଫ୍ ଧାନ ସଂଗ୍ରହ ପାଇଁ ନୂତନ ପଞ୍ଜିକରଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖରିଫ୍ ଋତୁରେ ଧାନ ସଂଗ୍ରହ ପାଇଁ ଚଳିତ ବର୍ଷ ନବୀକରଣ ପଦ୍ଧତିକୁ ସରକାର ଉଚ୍ଛେଦ କରିବା ସହ ଚାଷୀ ନୂତନ ଭାବେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏଥିପାଇଁ ଚଳିତ ମାସ ୧୫ ତାରିଖରୁ ନୂତନ ନାମ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଛି ।
Read More...

ସମ୍ବଲପୁରୀ ସଂଗୀତ ଜଗତର ଅନ୍ୟତମ ସଫଳ ସଂଗୀତ ନିର୍ଦ୍ଦେଶକ, ଗାୟକ, କମ୍ପୋଜର ଶ୍ରୀରାମ ଲୁହୁରା ଆଉ ନାହାନ୍ତି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁରୀ ସଂଗୀତ ଜଗତର ଅନ୍ୟତମ ସଫଳ ସଂଗୀତ ନିର୍ଦ୍ଦେଶକ, ଗାୟକ, କମ୍ପୋଜର ଶ୍ରୀରାମ ଲୁହୁରାଙ୍କୁ ଗତକାଲି ରାତିରେ କଟକକୁ ଉନ୍ନତ ଚିକିତ୍ସା ଲାଗି ନେବା ବାଟରେ ରାତି ୨ଟାରେ ତାଙ୍କ ପରଲୋକ ହୋଇଯାଇଛି । ସେ ଅନେକ କ୍ୟାସେଟ ଗୀତରେ ସଂଗୀତ ପ୍ରଦାନ
Read More...

ବରଗଡ଼ ଜିଲ୍ଲାସ୍ତରୀୟ ସିଏସ୍‌ସି ପ୍ରତିଷ୍ଠା ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଗତକାଲି ସିଏସ୍‌ସି ଭିଏଲ୍‌ଇମାନଙ୍କୁ ନେଇ ବରଗଡ଼ ଜିଲ୍ଲାସ୍ତରୀୟ ସିଏସ୍‌ସି ପ୍ରତିଷ୍ଠାର ୧୩ ବର୍ଷ ଉପଲକ୍ଷେ ସିଏସ୍‌ସି ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ସିଏସ୍‌ସି ଜିଲ୍ଲା ନିର୍ଦ୍ଦେଶକ ପ୍ରଫୁଲ୍ଲ ପାତ୍ର ଓ ପ୍ରସାଦ କୁମାର ଚୌହାନ କେକ୍‌ କାଟି
Read More...

ଚାଷୀମାନଙ୍କର ଫସଲ ବୀମା କ୍ଷତିପୂରଣ ଦାବୀରେ ବିଜେପି ବରଗଡ ନିର୍ବାଚନ ମଣ୍ଡଳୀ ତରଫରୁ ତହସିଲ ଅଫିସ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ବିଗତ ଖରିଫ ଋତୁ ୨୦୨୦- ୨୧ରେ ବରଗଡ ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଳ ବୀମା ଯୋଜନାରେ ନିଜସ୍ୱ ଧାନ ଚାଷକୁ ବୀମାଭୁକ୍ତ କରିଥିଲେ । ଜିଲ୍ଲାରେ ମରୁଡି ଏବଂ ଅନ୍ୟାନ୍ୟ ଦୈବୀ ଦୁର୍ବିପାକ ଯୋଗୁଁ ସେହି ବର୍ଷ ଚାଷୀମାନଙ୍କର ଫସଲ କ୍ଷତିଗ୍ରସ୍ତ
Read More...

ଆଦର୍ଶ ଶିକ୍ଷକ ସନ୍ତୋଷ ଦାଶଙ୍କ ବିୟୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ସ୍ଥିତ ଏକ ଡାକ୍ତରଖାନାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ଦାଶଙ୍କ ବିୟୋଗ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ବରଗଡ଼ ସହରରେ ପ୍ରଚାର ହେବା ପରେ ଶୋକର ଛାୟା ଖେଳିଯାଇଛି । ସେ ଏକ
Read More...

ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ରାତିରୁ ଆଜି ଦିନ ତମାମ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୦୩.୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି ଯେ
Read More...

କୃଷି ନିର୍ଦ୍ଧାରଣ କମିଟି ବୈଠକ ଅଧାରୁ ଅଟକିଲା, ଦରମା ବନ୍ଦ ନିର୍ଦ୍ଦେଶ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଖରିଫ୍‌-୨୦୨୨ ପାଇଁ ଜିଲା କୃଷି ନିର୍ଦ୍ଧାରଣ ବୈଠକରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଉପସ୍ଥିତ ଅଧିକାରୀଙ୍କୁ ତାଗିଦ୍‌ କରିବା ଏବଂ ବୈଠକ ଅଧାରୁ ଅଟକିଯିବା ଘଟଣା ଜିଲ୍ଲା ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ
Read More...

ଆମ୍ବଷଡା ସ୍କୁଲର ସଫଳତା, ଶିକ୍ଷକ ପାଇଁ ଦାବୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ବ୍ଲକ ଅନ୍ତର୍ଗତ ଆମ୍ବଷଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ମୋଟ ୨୧୬ ଜଣ ବିଦ୍ୟାର୍ଥୀ ଅଛନ୍ତି । ବିଦ୍ୟାଲୟରେ ମାତ୍ର ୫ଜଣ ଶିକ୍ଷକ ଥିବା ସତ୍ୱେ ୨୦୧୨ ମସିହାରୁ ପ୍ରତିବର୍ଷ ଛାତ୍ରଛାତ୍ରୀମାନେ ଜିଲ୍ଲା ତଥା
Read More...

ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟି- ଡିର ବୈଠକ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୁଷ୍ପା ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟି- ଡି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ
Read More...

ଭଗବାନ ମିଶ୍ର ସ୍ମୃତି ସମିତି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ଆଜି ଭଗବାନ ମିଶ୍ର ସ୍ମୃତି ସମିତିର ସଭାପତି ସରଦାର ପ୍ରୀତମ ସିଂଙ୍କ ନେତୃତ୍ୱରେ 'ଵୃକ୍ଷ ରୋପଣ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁ ଦାଶ ଶର୍ମା ମୁଖ୍ୟ
Read More...